ଜୀବନସାଥୀ: ୧୯୬୩ର ଓଡ଼ିଆ କଥାଚିତ୍ର

ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଜୀବନସାଥୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ପୁନର୍ଜନ୍ମ ଉପରେ ଆଧାରିତ ଏହି କଥାଚିତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀ ଓ ନାରାୟଣ ପ୍ରସାଦ ସିଂହ ଗୀତ ଲେଖିଥିଲେ । ଏହା ଓଡ଼ିଶା ବାହାରେ (ଶିମଲା) ସୁଟିଂ କରାଯାଇଥିବା ପ୍ରଥମ ଓଡ଼ିଆ କଥାଚିତ୍ର । ଏହା ରାଷ୍ଟ୍ରପତିଙ୍କ ରୌପ୍ୟକମଳ ପୁରସ୍କାର ପାଇଥିଲା ।

ଜୀବନସାଥୀ
ନିର୍ଦ୍ଦେଶକପ୍ରଭାତ ମୂଖାର୍ଜୀ
ପ୍ରଯୋଜକଶ୍ରୀନିବାସ ପାଇକରାୟ
କଳାକାରଶରତ ପୂଜାରୀ, ଗୀତାଞ୍ଜଳି, ମିନତି ମିଶ୍ର
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୩
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧ଲକ୍ଷ ୫ହଜାର

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଜୀବନସାଥୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ବାହାର ଆଧାର

Tags:

ଓଡ଼ିଆ ଭାଷାଗୁରୁକୃଷ୍ଣ ଗୋସ୍ୱାମୀନାରାୟଣ ପ୍ରସାଦ ସିଂହପ୍ରଭାତ ମୂଖାର୍ଜୀଶିମଲା

🔥 Trending searches on Wiki ଓଡ଼ିଆ:

ହନୁମାନହୋମି ଜାହାଙ୍ଗୀର ଭାବାଶିବାଜୀଯୌନ ସମ୍ଭୋଗ୩ ମାର୍ଚ୍ଚଅଖିଳ ମୋହନ ପଟ୍ଟନାୟକସାମାଜିକ ବିଜ୍ଞାନଓଡ଼ିଆ ଉଇକିପିଡ଼ିଆହିନା ରବାନି ଖରନାରାୟଣ ସାହୁ (୧୯୩୮ ଜନ୍ମ)ଗଡ଼ଗଡ଼ିଆ ମନ୍ଦିରଅକ୍ଷୟ ତୃତୀୟାବିଦ୍ୟାଳୟରାସନ କାର୍ଡ଼ (ଭାରତ)ମାଳତୀ ଚୌଧୁରୀସଂଗୀତସାହାଣମେଲାପ୍ରସନ୍ନ କୁମାର ପାଟ୍ଟଶାଣୀପ୍ରଦୂଷଣସାରଳା ମହାଭାରତ୧୭ ଫେବୃଆରୀ୧୪ ଅପ୍ରେଲଇଜିପ୍ଟପୁନମ ମିଶ୍ରଲାଓସ୨୭ ଅପ୍ରେଲସୋମନାଥ୧୫୭୧ବିଶ୍ୱନାଥ କରଓଡ଼ିଆ ସାହିତ୍ୟଓଡ଼ିଆ ଚଉତିଶାରମାଦେବୀ ଚୌଧୁରୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଯୋଗବୀର ସୁରେନ୍ଦ୍ର ସାଏଚନ୍ଦକା ହାତୀ ଅଭୟାରଣ୍ୟ୨୨ ଅଗଷ୍ଟଅସହଯୋଗ ଆନ୍ଦୋଳନ୬ ସେପ୍ଟେମ୍ବରପଞ୍ଚାୟତ ରାଜଜୈନ ଧର୍ମଚିତାଗଛବାନ୍ତିନନ୍ଦ କିଶୋର ବଳପଦ୍ମ ଲୋଚନ ପଣ୍ଡାସୂର୍ଯ୍ୟକାମଧେନୁମିନତି ମିଶ୍ରନୀଳମାଧବ ମନ୍ଦିରନୀଳକଣ୍ଠ ଦାସପର୍ଶୁରାମ ପାଣିଗ୍ରାହୀଚୈତ୍ରରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକସୁବର୍ଣ୍ଣପୁର ଜିଲ୍ଲାନୀଳଚକ୍ର୧୨୦୦ରମାକାନ୍ତ ରଥନାରାୟଣ ସାହୁନଡ଼ିଆଗନ୍ଧମାର୍ଦନମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)ଚନ୍ଦ୍ରଗୁପ୍ତଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନଅଶ୍ୱିନୀ କୁମାର ଘୋଷନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ବ୍ରାହ୍ମଣଶ୍ରୀଧର ଦାସଉଦୟନାଥ ଷଡ଼ଙ୍ଗୀଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ🡆 More