ଜି. ଏସ. ମେଲକୋଟେ: ଭାରତୀୟ ରାଜନୀତିଜ୍ଞ

ଜି.

ଏସ. ମେଲକୋଟେ (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।

ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ
ଜି. ଏସ. ମେଲକୋଟେ: ଭାରତୀୟ ରାଜନୀତିଜ୍ଞ
ସାଂସଦ
ପୂର୍ବ ଅଧିକାରୀବିନାୟକ ରାଓ କୋରଟକର
ପର ଅଧିକାରୀକେ. ଏସ୍. ନାରାୟଣ
ନିର୍ବାଚନ ମଣ୍ଡଳୀହାଇଦ୍ରାବାଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-10-16)ଅକ୍ଟୋବର ୧୬, ୧୯୦୧
ବ୍ରହ୍ମପୁର, ଓଡ଼ିଶା, ଭାରତ
ମୃତ୍ୟୁ୯ ମାର୍ଚ୍ଚ ୧୯୮୨(1982-03-09) (ବୟସ ୮୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିମଳାବାଇ
ସନ୍ତାନ୫; ୩ ପୁଅ ଏବଂ ୨ ଝିଅ

ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବ‌ହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।

ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ ।

ତାଙ୍କ ପତ୍ନୀ ବିମଳାବାଇ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନରେ ସେ ଭାଗ ନେବା ସହ ସ୍ୱାଧୀନତା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ସେ ହାଇଦ୍ରାବାଦ ରାଜ୍ୟ ସାମାଜିକ କଲ୍ୟାଣ ଉପଦେଷ୍ଟା ମଣ୍ଡଳର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ସାହିତ୍ୟ ମନ୍ଦିର, କର୍ଣ୍ଣାଟକ ମହିଳା ମଣ୍ଡଳ ଏବଂ ମେଲକୋଟ ମହାବିଦ୍ୟାଳୟର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୨ ଜାନୁଆରୀ ୨୦୦ରେ ୯୨ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୪ ମାର୍ଚ୍ଚପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭଗବତୀ ଚରଣ ପାଣିଗ୍ରାହୀଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡଦାସକାଠିଆବିଜ୍ଞାନ୧୨ ଜୁନଓମ୍ମୋରାରଜୀ ଦେଶାଇରବିବାରତୁର୍କୀ୧୯ ଜୁନଗୁରୁ ପ୍ରସାଦ ମହାନ୍ତି୨ ମଇକାନାଡ଼ାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଭାଷାପ୍ରଦୂଷଣରାଶି ଓ ନକ୍ଷତ୍ରସନାତନ ମହାକୁଡ଼୨୪ ଅକ୍ଟୋବରସ୍ୱାମୀ ବିବେକାନନ୍ଦଦେବରକୁଣ୍ଡନଦୀୟା ବିହାରୀ ମହାନ୍ତିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୋଟେ ଶୁଆ ଗୋଟେ ଶାରୀଢେଙ୍କାନାଳ ଜିଲ୍ଲାରବି ସିଂଗୋବିନ୍ଦ ତ୍ରିପାଠୀଉଇକିପିଡ଼ିଆ ସମୂହର ତାଲିକାଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ଚନ୍ଦ୍ରଯାନ-୩ସୀତାକାନ୍ତ ମହାପାତ୍ରଗୋଦାବରୀଶ ମିଶ୍ରପୃଥିବୀ୧୮ ସେପ୍ଟେମ୍ବରରମାକାନ୍ତ ରଥଶିମିଳିପାଳ ଜାତୀୟ ଉଦ୍ୟାନସତ୍ୟେନ୍ଦ୍ର ନାଥ ବୋଷଇଣ୍ଡୋନେସିଆଦୀପା ସାହୁ (୧୯୮୫ ଜନ୍ମ)ଦାମୋଦର ରାଉତନବକୃଷ୍ଣ ଚୌଧୁରୀଦ୍ରୌପଦୀ ମୁର୍ମୁ୧ ଜାନୁଆରୀଜଗନ୍ନାଥଙ୍କ ଷୋଳକଳାବିନୋଦ ଚନ୍ଦ୍ର ନାୟକମନମୋହନ ସାମଲଦେଓମାଳୀ୧୧୮କୁଞ୍ଜବିହାରୀ ଦାଶଜଗନ୍ନାଥଆରିଷ୍ଟୋଟଲମାୟାଧର ମାନସିଂହଓଡ଼ିଶାର ପର୍ବପର୍ବାଣିରାଜେନ୍ଦ୍ର କିଶୋର ପଣ୍ଡାବିଧାନ ସଭା ସଭ୍ୟଅମର ପ୍ରସାଦ ଶତପଥୀଜୁଲାଇଶବରଔଷଧୀୟ ଗଛଲତାମାନଙ୍କର ତାଲିକାଲକ୍ଷ୍ମୀପ୍ରିୟା ମହାପାତ୍ରଚାଉଳମହାତ୍ମା ଗାନ୍ଧୀରାମକୃଷ୍ଣ ନନ୍ଦନବୀନ ପଟ୍ଟନାୟକଆଳୁ ପୋଟଳ ଭଜାମାଛ ଭଜାଭାସ୍କରେଶ୍ୱର ମନ୍ଦିରନାରୁ ମହାନ୍ତି🡆 More