ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା (DLSA) ରାଜ୍ୟ ସ୍ତରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଜାତୀୟ ସ୍ତରରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଧୀନରେ ପରିଚାଳିତ ଏକ ନ୍ୟାୟୀକ ସଂସ୍ଥା । ଏହାର ମୁଖ୍ୟ ଦପ୍ତର ରାୟଗଡ଼ା ଜିଲ୍ଲା ଅଦାଲତ ପରିସରରେ । ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଆଧାରରେ ମାଗଣା ଆଇନ ସହାୟତା ଯୋଗାଇବା ନିମନ୍ତେ ଏହା ପ୍ରତିଷ୍ଠିତ ।

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା
ମୁଖ୍ୟାଳୟରାୟଗଡ଼ା, ଓଡ଼ିଶା, ଭାରତ.
ଅଧ୍ୟକ୍ଷଜନାବ୍ ମହମ୍ମଦ୍ ଅଜମଲ୍, ଜିଲ୍ଲା ଜଜ୍, ରାୟଗଡ଼ା
ସଚିବଡଃ ପ୍ରସନ୍ନ କୁମାର ପଣ୍ଡା, ରେଜିଷ୍ଟ୍ରାର୍, ଜିଲ୍ଲା ଅଦାଲତ, ରାୟଗଡ଼ା
ସଭ୍ୟ-୧ଜିଲ୍ଲା କଲେକ୍ଟର୍
ସଭ୍ୟ-୨ପୋଲିସ୍ ଅଧୀକ୍ଷକ
ମୂଳ ସଙ୍ଗଠନନାଲ୍‌ସା(NALSA), ନୂଆ ଦିଲ୍ଲୀ

ଗଠନ

ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ର ପ୍ରାବଧାନ ଅନୁଯାୟୀ, ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡାର ଗଠନ ନିମ୍ନ ପ୍ରକାରେ ।

1) ମାନ୍ୟବର ଜିଲ୍ଲା ଜଜ୍‌, ରାୟଗଡା ଏହାର ଅଧ୍ୟକ୍ଷ ଏବଂ ରେଜିଷ୍ଟ୍ରାର୍‌, ଜିଲ୍ଲା ଅଦାଲତ, ରାୟଗଡା ଏହାର ସଚିବ ଅଟନ୍ତି ।

2) ଏହା ବାଦ୍‌ ଆଉ ସାତଜଣ ସଦସ୍ୟଙ୍କୁ ନେଇ ଏହି ପ୍ରାଧିକରଣ ଗଠିତ ।

ଲକ୍ଷ୍ୟ

ଏହି ପ୍ରାଧିକରଣର ଲକ୍ଷ୍ୟ ହେଲା:-

୧) ଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ମାଗଣା ଆଇନ ପରାମର୍ଶ ତଥା ଆଇନ ସେବା ଯୋଗାଇଦେବା । ଏତଦ୍ୱାରା ସେମାନଙ୍କୁ ଓକିଲ ଫି, କୋର୍ଟ ଫି ତଥା ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଇ ଦିଆଯାଏ ।

୨) ଲୋକ ଅଦାଲତ ଜରିଆରେ ଆପୋଷ ବୁଝାମଣାଦ୍ୱାରା ଅଧିକରୁ ଅଧିକ ମାମଲାର ଫଇସଲା କରାଇବା ।

୩) ଜିଲ୍ଲାରେ ଆଇନ ସଚେତନତା ଶିବିର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇବା ।

ଏତଦ୍ ବ୍ୟତୀତ ସମ୍ମୂଖ କାର୍ଯ୍ୟାଳୟ ଏବଂ ଆଇନ ସହାୟତା କ୍ଳିନିକ୍ ମାଧ୍ୟମରେ ଯୋଗ୍ୟ ଲୋକଙ୍କୁ ଆଇନ ସହାୟତା ଯୋଗାଇବା

ଗ୍ୟାଲେରି

ଆଧାର

ଆହୁରି ପଢ଼ନ୍ତୁ

Tags:

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଗଠନଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଲକ୍ଷ୍ୟଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଗ୍ୟାଲେରିଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଆଧାରଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଆହୁରି ପଢ଼ନ୍ତୁଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ାରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ସେସିଲିଆ ପେଇନ-ଗାପୋସ୍ଚକିନପ୍ରତିଭା ରାୟଅରୁଣା ମହାନ୍ତିଗାଲୁଆପଣା ସଂକ୍ରାନ୍ତିଜହ୍ନଅର୍କ କେଶରୀ ଦେଓ୧୦୦୦ପ୍ରତୀକ୍ଷାଜଗନ୍ନାଥ ମନ୍ଦିରଅରିନ୍ଦମ ରାୟସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସନବ ଚରଣ ମାଝିବେଲ ପଣାଗାୟତ୍ରୀ ସରାଫଆପଲ ଇନକର୍ପୋରେଟେଡ୧୫୩୩ଗ୍ରହଗୁରୁକୋଇଲିଖିଆଗୁଡ୍ ବୟନୀଳକଣ୍ଠ ଦାସହନୁମାନମନୋଜ ଦାସସିଲଡେନାଫିଲତାଜମହଲସ୍ୱାମୀ ବିବେକାନନ୍ଦଆଣ୍ଟୋନ ଚେକୋଭସଚ୍ଚିଦାନନ୍ଦ ରାଉତରାୟମାସ୨୦୦୧ଟୋକିଓପଞ୍ଚଲିଙ୍ଗେଶ୍ଵର ମନ୍ଦିରହିରୋ୭ ଫେବୃଆରୀIndiaଏରିଦେମା ମଲ୍ଟିଫର୍ମ୨୦୧୯ ନୂତନ କରୋନା ଭୂତାଣୁ୨୫ ମାର୍ଚ୍ଚଗ୍ରେଗୋରି ପାଞ୍ଜିଅଖିଳ ମୋହନ ପଟ୍ଟନାୟକପ୍ଲେଗଭକ୍ତ ଚରଣ ଦାସଜଳ ପ୍ରଦୂଷଣ୧ ଜୁଲାଇଶେଉଳଡ୍ରିମ୍ ଗାର୍ଲଖାରବେଳଜର୍ଜିଆଆଲର୍ଜିଗୌରହରି ଦାସଲକ୍ଷ୍ମୀକାନ୍ତ ମହାପାତ୍ରଚିନ୍ତାମଣି ବେହେରାଚୀନଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକଥାWiki Foundation୮ ମାର୍ଚ୍ଚବ୍ୟଞ୍ଜନ ବର୍ଣ୍ଣଅମ୍ଳାନ ଦାସ🡆 More