ଜାପାନୀ ୟେନ୍

ଜାପାନୀ ୟେନ୍ (円 ବା 圓, ଚିହ୍ନ: ¥;ISO 4217 କୋଡ଼: JPY) ହେଉଛି ଜାପାନର ଆଧିକାରିକ ମୁଦ୍ରା । ଆନ୍ତର୍ଜାତିକ ବ୍ୟାପାରରେ ଆମେରିକୀୟ ଡଲାର ଓ ଇଉରୋ ପରେ ଏହା ତୃତୀୟ ସର୍ବାଧିକ ବିପଣିତ ମୁଦ୍ରା । ଡଲାର, ଇଉରୋ ଓ ପାଉଣ୍ଡ ଷ୍ଟର୍ଲିଙ୍ଗ ସହ ୟେନ୍ ଏକ ରିଜର୍ଭ୍ କରେନ୍ସି ଭାବେ ମଧ୍ୟ ବେଶ୍ ପ୍ରଚଳିତ ।

ଜାପାନୀ ୟେନ୍
ଜାପାନୀ ୟେନ୍ ଜାପାନୀ ୟେନ୍
BanknotesCoins
ISO 4217 କୋଡ଼JPY
କେନ୍ଦ୍ରୀୟ ବ୍ୟାଙ୍କ୍Bank of Japan
 ୱେବସାଇଟ୍www.boj.or.jp
User(s)ଜାପାନୀ ୟେନ୍ Japan
ମୁଦ୍ରାସ୍ଫୀତି0.1%
 ଆଧାରThe World Factbook, 2012 est.
ବିଭାଜନ
 1/100sen
 1/1000rin
ଚିହ୍ନ¥  (international)
円  (Japan—present day)
圓  (Japan—traditional)
ବହୁବଚନThe language(s) of this currency does not have a morphological plural distinction.
ଧାତବ ମୁଦ୍ରା¥1, ¥5, ¥10, ¥50, ¥100, ¥500
Banknotes¥1000, ¥2000, ¥5000, ¥10,000
ମୁଦ୍ରକNational Printing Bureau
 ୱେବସାଇଟ୍www.npb.go.jp
ମୁଦ୍ରାଶାଳାJapan Mint
 ୱେବସାଇଟ୍www.mint.go.jp

ବ୍ୟୁତ୍ପତ୍ତି

ଜାପାନୀ ୟେନ୍ 
ଜାପାନିଜ୍ ୟେନ୍ 1889, ରୂପା

ୟେନ୍ ବା ଏନ୍ (Shinjitai: 円, Kyūjitai: 圓)ର ଆକ୍ଷରିକ ଅର୍ଥ ଗୋଲ (ଚୀନର ମୁଦ୍ରା ୟୁଆନ ଓ କୋରିଆର ମୁଦ୍ରା ୱୋନର ଅର୍ଥ ମଧ୍ୟ ଏକା) । ପ୍ରଥମତଃ ଚୀନାମାନେ ବ୍ୟାପାର ଲାଗି ରୂପା ବ୍ୟବହାର କରୁଥିଲେ । ଏହା ରୂପା ମୁଣ୍ଡା ଆକାରରେ ରହୁଥିଲା । ପରେ ସ୍ପେନୀୟ ଓ ମେକ୍ସିକୀୟମାନେ ପ୍ରଥମ କରି ନିଜ ଗୋଲାକୃତି ମୁଦ୍ରା ଚୀନରେ ପ୍ରଚଳିତ କରାଇଲେ । ଏହାକୁ 銀圓 (ରୂପା ଗୋଲକ) କୁହାଗଲା । ଚୀନରୁ ଏହି ଶବ୍ଦ ଜାପାନରେ ପ୍ରଚଳିତ ହେଲା (ଯେହେତୁ ଜାପାନୀ ଭାଷା ବହୁମାତ୍ରାରେ ଚୀନା ଭାଷାଦ୍ୱାରା ପ୍ରଭାବିତ), ପରେ ଚୀନାମାନେ 圓କୁ 元ଦ୍ୱାରା ବଦଳାଇ ଦେଲେ । ଉଭୟର ଉଚ୍ଚାରଣ ଚୀନା ମାଣ୍ଡାରିନ ଭାଷାରେ ସମାନ କିନ୍ତୁ ଜାପାନୀ ଭାଷାରେ ନୁହଁ । ଜାପାନୀମାନେ ସେହି ପୂର୍ବ ପ୍ରଚଳିତ ଶବ୍ଦଟିକୁ ବଜାୟ ରଖିଲେ । ୨ୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରଳୀକୃତ କରି 円 କରାଯାଇଛି ।

Tags:

ଜାପାନ

🔥 Trending searches on Wiki ଓଡ଼ିଆ:

ପୋଡ଼ ପିଠାଇଂରାଜୀ ଭାଷାକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ସମ୍ବିଧାନଓଡ଼ିଆ ସାହିତ୍ୟର ଇତିହାସଗୋପବନ୍ଧୁ ଦାସସାନିଆ ମିର୍ଜାଜଳ ପ୍ରଦୂଷଣଦଶାବତାରମନୋଜ ଦାସଯକ୍ଷ୍ମାଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସଓଡ଼ିଶାର ଭୂଗୋଳସୁନାଆବ୍ରୋସିଟିନିବରାମାୟଣଚୈତ୍ର ପୂର୍ଣ୍ଣିମାଓଡ଼ିଶାର ସଂସ୍କୃତିମାରୀଚହୀରାକୁଦ ବନ୍ଧରାଜନୀତି ବିଜ୍ଞାନକୁମାର ପୂର୍ଣ୍ଣିମାକଣାଦ (ମୁନି)ଜ୍ଞାନପୀଠ ପୁରସ୍କାରପରଦେଶୀ ବାବୁସାଇ ଭୋସଲେଉପେନ୍ଦ୍ର ଭଞ୍ଜଫତୁରାନନ୍ଦମନୋଜ ଦାସଙ୍କ କଥା ଓ କାହାଣୀକଳିଙ୍ଗ ଯୁଦ୍ଧରମାକାନ୍ତ ରଥବେଦହିନ୍ଦୁ ଧର୍ମଇନୋଟୁଜୁମାବ ଓଜୋଗାମିସିନପ୍ରାଣୀଜଗନମୋହ‌ନ ଲାଲଉଇଲିୟମ୍ ହେନେରୀ ପର୍କିନବକ୍ସି ଜଗବନ୍ଧୁକବିସୂର୍ଯ୍ୟ ବଳଦେବ ରଥଜାଭା (ପ୍ରୋଗ୍ରାମିଂ ଭାଷା)ଓ ଅନ୍ଧଗଳିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରହରେକୃଷ୍ଣ ମହତାବୟୁ ଟ୍ୟୁବମାଦଳା ପାଞ୍ଜିଡିଡାନୋସିନଉଇକିପିଡ଼ିଆଚନ୍ଦନ ଯାତ୍ରାମୃତ୍ୟୁଞ୍ଜୟ ରଥବନ୍ଦେ ଉତ୍କଳ ଜନନୀନବଯୌବନ ବେଶଶ୍ରାଦ୍ଧଇଣ୍ତିଆ ଗେଟରାଧାମୋହନ ଗଡ଼ନାୟକଭାରତୀୟ ଡାକ ସେବାଓଡ଼ିଆବାବୁଶାନ୍କିଶୋରଚନ୍ଦ୍ରାନନ୍ଦ ଚମ୍ପୂକରଣ (ଜାତି)କାହ୍ନୁଚରଣ ମହାନ୍ତିମହାବୀର ଜୈନପିପିଲିକଥକଳୀମୁଣ୍ଡା ଭାଷାସମୂହ🡆 More