ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ
ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ହେଉଛି ୧୯୯୨ ମସିହାରୁ ମିଳିତ ଜାତିସଂଘଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଏକ ଆନ୍ତର୍ଜାତୀୟ ଉତ୍ସବ । ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ବିକଳାଙ୍ଗଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ଭିନ୍ନକ୍ଷମ ଭାବେ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା । ଏହା ସହିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସକାଶେ ପ୍ରାପ୍ତ ହେବାକୁ ଥିବା ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା । ଏହାକୁ ମୂଳତଃ ୨୦୦୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କୁହାଯାଉଥିଲା । ପ୍ରତିବର୍ଷ ଏହି ଦିନରେ ଭିନ୍ନକ୍ଷମଙ୍କ ଏକ ଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାଏ । .
ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ (ଡିସେମ୍ବର ୩) ହେଉଛି ୧୯୯୨ ମସିହାରୁ ମିଳିତ ଜାତିସଂଘଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଏକ ଆନ୍ତର୍ଜାତୀୟ ଉତ୍ସବ ।[୧] ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ବିକଳାଙ୍ଗଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ଭିନ୍ନକ୍ଷମ ଭାବେ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା । ଏହା ସହିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସକାଶେ ପ୍ରାପ୍ତ ହେବାକୁ ଥିବା ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ।[୨]ଏହାକୁ ମୂଳତଃ ୨୦୦୭ ପର୍ଯ୍ୟନ୍ତ "ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ" କୁହାଯାଉଥିଲା । ପ୍ରତିବର୍ଷ ଏହି ଦିନରେ ଭିନ୍ନକ୍ଷମଙ୍କ ଏକ ଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାଏ ।
ଇତିହାସ
ସମଗ୍ର ବିଶ୍ୱରେ ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳନ ପଛରେ ଏକ ଘଟଣା ଜଡ଼ିତ ଅଛି । ମାର୍ଚ୍ଚ ୧୯୫୬ରେ ବେଲଜିୟମରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦୦୦ରୁ ଅଧିକ ଆହତ ଅଥବା ସ୍ଥାୟୀ ଭାବରେ ଅକ୍ଷମ ହୋଇଗଲେ । ସେମାନଙ୍କର ଜୀବନ ଦୁଃଖଦାୟକ ହୋଇଗଲା । ସେମାନଙ୍କ ପ୍ରତି ସହାନୁଭୂତି ଏବଂ ଦୟାଭାବରୁ, ଅନେକ ସାମାଜିକ ସଂଗଠନ ସ୍ୱତଃସ୍ଫୁର୍ତ୍ତ ଭାବରେ ଚିକିତ୍ସା ଏବଂ ପୁନର୍ବାସ କାର୍ଯ୍ୟ ପାଇଁ ଆଗକୁ ଆସିଲେ । ପରବର୍ତ୍ତୀ ବର୍ଷ, ଜୁରିଚରେ, ବିଶ୍ୱର ଅନେକ ସଂଗଠନ ମିଳିତ ଭାବରେ ଏକ ବିଶାଳ ଆନ୍ତର୍ଜାତୀୟ ସମ୍ମିଳନୀ ଡକାଇଲେ । ସେଠାରୁ, ଅକ୍ଷମ ଲୋକଙ୍କ ବାଧାବିଘ୍ନଗୁଡ଼ିକ ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ । ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଅନେକ ପ୍ରସ୍ତାବ ଏବଂ କାର୍ଯ୍ୟକ୍ରମ ସେଠାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ସେହି ଦିନଠାରୁ, ସମଗ୍ର ବିଶ୍ୱରେ ଏହି ବିଶୈଷ ଦିନଟି ଭିନ୍ନକ୍ଷମଙ୍କ ପାଇଁ ଏକ ସାହାଯ୍ୟର ହାତ ବଢାଇବାର ଏକ ଦିନ ହୋଇଗଲା ।
ଆଧାର
- ↑ "International Day of Persons with Disabilities – 3 December | United Nations Enable". www.un.org. Retrieved 13 February 2022.
- ↑ Nations, United. "International Day of Persons with Disabilities". United Nations (in ଇଂରାଜୀ). Retrieved 13 February 2022.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- ପୁରୁଣା ଇଁରାଜୀ: Eormenlendisc Crypla Dæg - Wiki Ænglisc
- ଆରବିକ୍: اليوم العالمي لذوي الاحتياجات الخاصة - Wiki العربية
- ଆଷ୍ଟୁରିଆନ୍: Día Internacional de les Persones con Discapacidá - Wiki Asturianu
- ଆଜେରବାଇଜାନି: Beynəlxalq Əlillər Günü - Wiki Azərbaycanca
- ବୁଲଗେରିଆନ୍: Международен ден на хората с увреждания - Wiki български
- ବଙ୍ଗଳା: বিশ্ব প্রতিবন্ধী দিবস - Wiki বাংলা
- କାଟାଲାନ୍: Dia Internacional de les Persones amb Discapacitat - Wiki Català
- ଜର୍ମାନ: Internationaler Tag der Menschen mit Behinderungen - Wiki Deutsch
- ଗ୍ରୀକ୍: Παγκόσμια Ημέρα Ατόμων με Αναπηρία - Wiki Ελληνικά
- ଇଂରାଜୀ: United Nations' International Day of Persons with Disabilities - Wiki English
- ଏସ୍ପାରେଣ୍ଟୋ: Internacia Tago por Egalaj Rajtoj de Handikapuloj - Wiki Esperanto
- ସ୍ପେନିୟ: Día Internacional de las Personas con Discapacidad - Wiki Español
- ଏସ୍ତୋନିଆନ୍: Rahvusvaheline puuetega inimeste päev - Wiki Eesti
- ବାସ୍କ୍ୱି: Desgaitasuna duten Pertsonen Nazioarteko Eguna - Wiki Euskara
- ପର୍ସିଆନ୍: روز جهانی کمتوانان - Wiki فارسی
- ଫିନ୍ନିସ୍: Kansainvälinen vammaisten päivä - Wiki Suomi
- ଫରାସୀ: Journée internationale des personnes handicapées - Wiki Français
- ହେବ୍ର୍ୟୁ: היום הבין-לאומי לזכויות אנשים עם מוגבלות - Wiki עברית
- କ୍ରୋଆଟିଆନ୍: Međunarodni dan osoba s invaliditetom - Wiki Hrvatski
- ହଙ୍ଗେରୀୟ: Fogyatékos emberek világnapja - Wiki Magyar
- ଆର୍ମେନିଆନ୍: Հաշմանդամություն ունեցող անձանց միջազգային օր - Wiki հայերեն
- Western Armenian: Հաշմանդամութիւն ՈՒնեցող Անձերու Միջազգային Օր - Wiki Արեւմտահայերէն
- ଇଣ୍ଡୋନେସୀୟ: Hari Penyandang Cacat Internasional - Wiki Bahasa Indonesia
- ଇଟାଲୀୟ: Giornata internazionale delle persone con disabilità - Wiki Italiano
- ଜାପାନୀ: 国際障害者デー - Wiki 日本語
- କୋରିଆନ୍: 국제 장애인의 날 - Wiki 한국어
- ଲାଟିନ୍: Dies Internationalis Hominum cum Invaliditate - Wiki Latina
- ମାଲାୟଲମ୍: അവശതയുള്ള ജനങ്ങളുടെ അന്താരാഷ്ട്ര ദിനം - Wiki മലയാളം
- ମାଲୟ: Hari Orang Kurang Upaya Antarabangsa - Wiki Bahasa Melayu
- ବର୍ମୀଜ୍: အပြည်ပြည်ဆိုင်ရာ မသန်စွမ်းသူများနေ့ - Wiki မြန်မာဘာသာ
- ପୋଲିଶ୍: Międzynarodowy Dzień Osób z Niepełnosprawnościami - Wiki Polski
- ପର୍ତ୍ତୁଗୀଜ୍: Dia Internacional das Pessoas com Deficiência - Wiki Português
- ରୋମାନିଆନ୍: Ziua Internațională a Persoanelor cu Dizabilități - Wiki Română
- ରୁଷିୟ: Международный день инвалидов - Wiki русский
- ସର୍ବିୟ: Међународни дан особа са инвалидитетом - Wiki српски / srpski
- ସ୍ୱେଡିସ୍: Internationella funktionshinderdagen - Wiki Svenska
- ସ୍ୱାହିଲ୍: Siku ya Kimataifa ya Watu Wenye Ulemavu - Wiki Kiswahili
- ତାମିଲ୍: பன்னாட்டு மாற்றுத்திறனாளிகள் நாள் - Wiki தமிழ்
- ତେଲୁଗୁ: అంతర్జాతీయ వికలాంగుల దినోత్సవం - Wiki తెలుగు
- ଥାଇ: วันคนพิการสากล - Wiki ไทย
- ତୁର୍କିସ୍: Dünya Engelliler Günü - Wiki Türkçe
- ୟୁକ୍ରାନିଆନ୍: Міжнародний день людей з інвалідністю - Wiki українська
- ଉର୍ଦ୍ଦୁ: معذوروں کا عالمی دن - Wiki اردو
- ଉଜବେକ୍: Xalqaro nogironlar kuni - Wiki Oʻzbekcha / ўзбекча
- ଚାଇନିଜ୍: 國際身心障礙日 - Wiki 中文