ରାଜନୀତିଜ୍ଞ ଜାକିର ହୁସେନ

ଜାକିର ହୁସେନ ୧୮୯୭ ମସିହା ଫେବୃଆରୀ ୮ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୭ ମଇ ୧୩ ତାରିଖରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୤ ୧୯୬୨-୧୯୬୭ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବାବେଳେ ଶ୍ରୀହୁସେନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ୤ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ୤ ସେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ୤ ୧୯୬୩ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା ୤

ଜାକିର ହୁସେନ
ରାଜନୀତିଜ୍ଞ ଜାକିର ହୁସେନ
ଭାରତର ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୭ – ୩ ମଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
Vice Presidentବରାହଗିରି ଭେଙ୍କଟଗିରି
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି (କାମଚଳା)
ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୨ – ୧୨ ମଇ ୧୯୬୭
ରାଷ୍ଟ୍ରପତିସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି
ବିହାରର ରାଜ୍ୟପାଳ
କାର୍ଯ୍ୟକାଳ
୬ ଜୁଲାଇ ୧୯୫୭ – ୧୧ ମଇ ୧୯୬୨
ମୁଖ୍ୟମନ୍ତ୍ରୀକୃଷ୍ଣ ସିହ୍ନା
ଦୀପ ନାରାୟଣ ସିଂହ
ପୂର୍ବ ଅଧିକାରୀଆର. ଆର. ଦିବାକର
ପର ଅଧିକାରୀମାଦଭୁଷି ଅନନ୍ତଶୟନମ ଅୟଙ୍ଗାର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1897-02-08)୮ ଫେବୃଆରୀ ୧୮୯୭
ହାଇଦ୍ରାବାଦ ଏବେକାର ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୩ ମଇ ୧୯୬୯(1969-05-03) (ବୟସ ୭୨)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶାହଜହାନ ବେଗମ
ଶିକ୍ଷାନୁଷ୍ଠାନଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ଆଧାର

ଅଧିକ ତଥ୍ୟ

Tags:

ଭାରତର ରାଷ୍ଟ୍ରପତିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭାରତରତ୍ନମୁସଲମାନ

🔥 Trending searches on Wiki ଓଡ଼ିଆ:

ଗଣେଶଓଡ଼ିଶାର କଳାଦିନବାଲେଶ୍ୱର ଜିଲ୍ଲାଇଣ୍ଡୋନେସିଆକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଗୁଗଲଭାରତୀୟ ଜନତା ପାର୍ଟିଶିବାଜୀଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳ ଛୋଟରାୟପାର୍ବତୀଅଭିମନ୍ୟୁ ସାମନ୍ତସିଂହାରମାସଜଗନ୍ନାଥଦୁର୍ଗାସ୍ୱୋର୍ଡ ମାଛନନ୍ଦ କିଶୋର ବଳଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଛାନ୍ଦଶାନ୍ତନୁ କୁମାର ଆଚାର୍ଯ୍ୟପୋଡ଼ ପିଠାରାଜକିଶୋର ପଟ୍ଟନାୟକଓଡ଼ିଆରାଜକିଶୋର ରାୟକୁମାରିଲ ଭଟ୍ଟକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଚାରି ଧାମବି. ଆର. ଆମ୍ବେଦକରଓଡ଼ିଆ କାବ୍ୟ କବିତାମନୋଜ ଦାସଧନୁଯାତ୍ରାରଜପ୍ଲୁଟୋବିର୍ସା ମୁଣ୍ଡାସୋଫିଆ ଆଲାମମହାବୀର ଜୈନରାଜ୍ୟ ସଭାଶ୍ରୀତମ ଦାସଦରମାଓଡ଼ିଆ ଭାଷାକେଦାରନାଥ ମନ୍ଦିରଭଗବତୀ ଦେଉଳଶବ୍ଦ (ଧ୍ୱନି)ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଥା (ପତ୍ରିକା)ପାଲାଗୌରହରି ଦାସଦ୍ୱିତୀୟ ବିଶ୍ୱଯୁଦ୍ଧମୃତ୍ୟୁଞ୍ଜୟ ରଥକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରସନ୍ନ କୁମାର ଦାସବ୍ରତInotuzumab ozogamicinଶିଶୁପାଳଗଡ଼ମାୟାଧର ମାନସିଂହହିନ୍ଦୁ ସମୟ ଗଣନାଚନ୍ଦନ ଯାତ୍ରାଲକ୍ଷ୍ମୀସାନିଆ ମିର୍ଜାମୁମ୍ବାଇସୁଦଶା ବ୍ରତବିଜୁ ପଟ୍ଟନାୟକଲିନକ୍ସ ବଣ୍ଟନଓଡ଼ିଆ କଥାଚିତ୍ର ଜଗତକଟକ🡆 More