ଜାଉ

ଜାଉ ଗୋଟିଏ ପାରମ୍ପପରିକ ଓଡ଼ିଆ ଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଆ ଘରେ ପର୍ବ ସମୟରେ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଜାଉ ମୁଖ୍ୟତଃ ମଉଳା ଅମାବାସ୍ୟ ଓ ଶ୍ରାଦ୍ଧ ମାନଙ୍କରେ ପ୍ରସ୍ଥୁତ କରାଜଯାଏ । ଜାଉ ମୁଖ୍ୟତଃ ମାଣ୍ଡିଆ, ଚାଉଳ, ଯବ ଓ ଖୁଦରୁ ତିଆରି କରାଯାଇଥାଏ । ଏହି ଗୁଡିକରୁ ପ୍ରସ୍ଥୁତ ଗୁଣ୍ଡକୁ ପାଣିରେ ସିଝାଯାଏ ଓ ଏଥିରେ ସାଧାରଣତଃ ଗୁଡ଼ ବା ଚିନି ମିଶ୍ରଣ କରାଯାଏ ଓ ସିଦ୍ଧ ହେବା ପରେ ଏହାକୁ ପାଣିଆ ପାଣିଆ ଭାବରେ ଖାଦ୍ୟ ରୁପେ ବ୍ୟବହାର କରାଯାଏ । ଏହା ଯେ କେବଳ ଓଡ଼ିଶା ଖାଦ୍ୟ ରୁପେ ପ୍ରସିଦ୍ଧ ଲାଭ କରିଛି ତାହା ନୁହେଁ । ଏହା ମଧ୍ୟ୍ୟ ପଞ୍ଜାବ, ହରିୟାଣା, ଓ ଉତ୍ତରପ୍ରଦେଶରେ ଖାଦ୍ୟ ରୁପେ ବ୍ୟବହାର ହୋଇଥାଏ, ଯେଉଁଥିରେ କେବଳ ଗୁଡ଼କୁ ସିଦ୍ଧ ବେଳେ ବ୍ୟବହାର କରାଯାଏ ।

ଜାଉ
ଜାଉ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସୁଧାକର ନନ୍ଦଲକ୍ଷ୍ମଣହୃଷୀକେଶ ପଣ୍ଡାନଟବର ଶତପଥୀନବକୃଷ୍ଣ ଚୌଧୁରୀଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା୩ (ସଂଖ୍ୟା)ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗହାଡ଼ଫୁଟିଓଡ଼ିଆ ନାଟକଋତୁସ୍ରାବମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦୁର୍ଗାଜଗନ୍ନାଥଙ୍କ ବେଶଓଧପୋଇଥାଲାସେମିଆଭାରତୀୟ ସମ୍ବିଧାନସତ୍ୟବାଦୀ ବନ ବିଦ୍ୟାଳୟଗୁରୁପ୍ରସାଦ ମହାନ୍ତିରାସନ କାର୍ଡ଼ (ଭାରତ)କମଳା ଦାସଅନନ୍ତ ପଟ୍ଟନାୟକଲାଟିନ ଭାଷାପାରିକୁଦକଳାକଳେବର ଚଉତିଶାବାଲିଯାତ୍ରାବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୈନ ଧର୍ମଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନQR codeଆଇଜାକ ନିଉଟନମାରୀଚଜଗନ୍ନାଥ ମନ୍ଦିରୟୁନିଫର୍ମ ରିସୋର୍ସ ଲୋକେଟରଗୁଣ୍ଡିଚା ମନ୍ଦିରଜାପାନୀ ଭାଷାବୌଦ୍ଧ ଧର୍ମସୁରେନ୍ଦ୍ର ମହାନ୍ତିପ୍ରସନ୍ନ ଦାସ (ବହୁବିକଳ୍ପ)ନବଗୁଞ୍ଜରଯବକ୍ଷାରଜାନଇତିହାସଇଣ୍ଟରନେଟଗୁଣନ୬ ମାର୍ଚ୍ଚବିଦୁସ୍ମିତାଶିବାଜୀସାଲବେଗରେବା ରାୟକୁମାରିଲ ଭଟ୍ଟବାଟମଙ୍ଗଳାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମ ନବମୀଗୋଦାବରୀଶ ମିଶ୍ରମଧୁସୂଦନ ରାଓମଟର ସାଇକେଲକୁମାର ପୂର୍ଣ୍ଣିମାଝୋଟି ଚିତାଅଶୋକାଷ୍ଟମୀକ୍ଷୀରଭର୍ତ୍ତୃହରି ମହତାବକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଦୂଷଣସାରଦା ପ୍ରସାଦ ମିଶ୍ର🡆 More