ଜହ୍ନ

☾ ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।

ଜହ୍ନ ☾
Full moon in the darkness of the night sky. It is patterned with a mix of light-tone regions and darker, irregular blotches, and scattered with varying sizes of impact craters, circles surrounded by out-thrown rays of bright ejecta.
ପୃଥିବୀର ଉତ୍ତର ଗୋଲାର୍ଦ୍ଧରୁ ପୂର୍ଣିମା ଚନ୍ଦ୍ର
Orbital characteristics
Perigee363,295 km
(0.0024 AU)
Apogee405,503 km
(0.0027 AU)
Semi-major axis384,399 km(୦.୦୦୨୭AU)
Eccentricity୦.୦୫୪୯
Orbital period୨୭.୩୨୧୮୨d (27 d 7 h 43.1 min)
Synodic period୨୯.୫୩୦୮୯d (29 d 12 h 44 min 2.9 s)
Average orbital speed1.022 km/s
Inclination5.145° to the ecliptic (between 18.29° and 28.58° to Earth's equator)
Longitude of ascending noderegressing by one revolution in 18.6 years
Argument of perigeeprogressing by one revolution in 8.85 years
Satellite ofପୃଥିବୀ
Physical characteristics
Mean radius1,737.10 km  (0.273 Earths)
Equatorial radius1,738.14 km (0.273 Earths)
Polar radius1,735.97 km  (0.273 Earths)
Flattening୦.୦୦୧
Circumference୧୦,୯୭୧କିମି (equatorial)
Surface area3.793 km2  (0.074 Earths)
Volume2.1958 km3  (0.020 Earths)
Mass7.3477 kg  (0.012300 Earths)
Mean density3.3464 g/cm3
Equatorial surface gravity1.622 m/s2 (0.165 4 g)
Escape velocity୨.୩୮କିମି/ସେ
Sidereal rotation period27.321582 d (synchronous)
Equatorial rotation velocity4.627 m/s
Axial tilt1.5424° (to ecliptic) 6.687° (to orbit plane)
Albedo0.136
Surface temp.
   equator
   85°N
min mean max
100 K 220 K 390 K
70 K 130 K 230 K
Apparent magnitude−2.5 to −12.9 −12.74 (mean full moon)
Angular diameter29.3 to 34.1 arcminutes
Atmosphere
Surface pressure10−7 Pa (day) 10−10 Pa (night)
Compositionଆର୍ଗନ୍, ହିଲିଅମ୍, ସୋଡି଼ଅମ୍, ପୋଟାସିଅମ୍, ଉଦଜାନ, ରାଡନ୍
ଜହ୍ନ
Hubble views of Copernicus crater (inset), which is about 58 miles (93 km) wide
ଜହ୍ନ
Red and orange tinted Moon, as seen from Earth during a lunar eclipse, where the Earth comes between the Moon and Sun

ଚନ୍ଦ୍ର ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଚନ୍ଦ୍ରର ସୃଷ୍ଟି ସମ୍ପର୍କରେ ଅନେକ ବର୍ଣ୍ଣନା ମିଳେ। ମଙ୍ଗଳ ଆକାରର ଏକ ବସ୍ତୁ ପୃଥିବୀ ସହିତ ସଂଘାତ ହେଲା ପରେ ନିର୍ଗତ ଅବଶେଷରୁ ଚନ୍ଦ୍ରର ସୃଷ୍ଟି ହେବା ଅଧିକାଂଶ ଆଦୃତ ହୁଏ। ପୃଥିବୀର ଆବର୍ତ୍ତନ ସହିତ ଚନ୍ଦ୍ରର ଆବର୍ତ୍ତନ ସମାନ ତାଳରେ ହେଉଥିବାରୁ ପୃଥିବୀରୁ ଚନ୍ଦ୍ରର ଗୋଟିଏ ପାଖ ସର୍ବଦା ଦେଖାଯାଏ।

ଚନ୍ଦ୍ରର ଆକର୍ଷଣ ଫଳରେ ସମୁଦ୍ରରେ ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ। ପୃଥିବୀରୁ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରାୟ ସମାନ ଅକାରର ଦେଖା ଯାଉ ଥିବାରୁ ସୂର୍ଯୋପରାଗ ଓ ଚନ୍ଦ୍ରଗ୍ରହଣ ପ୍ରାୟ ପୂର୍ଣଗ୍ରାସ ହୋଇଥାଏ।

ଆକାର ପ୍ରକାର

ଜହ୍ନର ନିରକ୍ଷୀୟ ବ୍ୟାସ ୧୭୩୮.୧୪କିମି ହୋଇଥିବା ସ୍ଥଳେ ମେରୁ ବ୍ୟାସ ୧୭୩୫.୯୭କିମି ଓ ହାରାହାରି ବ୍ୟାସ ୧୭୩୭.୧୦କିମି ଅଟେ। ଜହ୍ନର ପରିଧି ହେଉଛି ୧୦,୯୭୧କିମି.। ଗ୍ରହ ଓ ଉପଗ୍ରହର ବସ୍ତୁତ୍ୱ ତୁଳନା କଲେ ଜଣାଯାଏ ଯେ ଜହ୍ନ ହେଉଛି ସୌରଜଗତରେ ବୃହତ୍ତମ। ଜହ୍ନର ବୃହତ ଆକାର ଅନେକ ସମୟରେ ବାହ୍ୟ ପିଣ୍ଡମାନଙ୍କ ସଂଘାତରୁ ପୃଥିବୀକୁ ରକ୍ଷା କରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଜହ୍ନ ପୃଷ୍ଠରେ କୋଟି କୋଟି ବର୍ଷ ଧରି ତିଆରି ହୋଇଥିବା ସଂଖ୍ୟାଧିକ ସଂଘାତ ଗହ୍ୱର ଏ କଥାର ପ୍ରମାଣ ଦିଏ।

ଭୌଗଳିକ ଗଠନ

ଚନ୍ଦ୍ର ସୃଷ୍ଟି ସମ୍ବନ୍ଧରେ ଦିଆ ଯାଇଥିବା ଅନେକ ମତ ଭିତରୁ ସର୍ବାଧିକ ସମ୍ମତ ମତଟି ଏହିପରି। ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ପୃଥିବୀ ସହିତ ମଙ୍ଗଳ ଆକାରର ଏକ ପିଣ୍ଡର ସଂଘାତ ହୁଏ। ଏହି ସଂଘାତରୁ ନିର୍ଗତ ଅବଶେଷ ପୃଥିବୀର ମାଧ୍ୟାକର୍ଷଣ ଫଳରେ ପରିକ୍ରମା କରନ୍ତି। କାଳକ୍ରମେ ଅବଶେଷମାନେ ପରସ୍ପରର ଆକର୍ଷଣରେ ଏକ ବିଶାଳ ପିଣ୍ଡ ସୃଷ୍ଟି କରନ୍ତି। ପୃଥିବୀ ଦିଗରେ ସଂଘାତ ପାଇଁ ଆସୁଥିବା ଅନେକ ମହାକାଶୀୟ ପିଣ୍ଡ ପୃଥିବୀ ବଦଳରେ ଚନ୍ଦ୍ରରେ ସଂଘାତ କରନ୍ତି। ଅନେକ ପ୍ରାକୃତିକ କାରଣ ଯୋଗୁ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଇ ଏବେକାର ଅବସ୍ଥିତିରେ ପୃଥିବୀକୁ ପରିକ୍ରମା କରେ।

ଭୌତିକ ଗୁଣ

ଜହ୍ନର କେନ୍ଦ୍ରରୁ ୨୪୦ କିମି ପର୍ଯ୍ୟନ୍ତ କଠିନ ଲ୍ଔହ ଓ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ତରଳ ଲ୍ଔହର ଅବସ୍ଥିତି ଜଣାପଡେ଼। ଚନ୍ଦ୍ର ପୃଷ୍ଠରେ ଅନେକ ମୃତ ଆଗ୍ନେୟଗିରି ଦେଖାଯାଏ। ଚନ୍ଦ୍ର ପୃଷ୍ଠରେ ଥିବା ସଂଘାତ ଗହ୍ୱରମାନ ଖାଲି ଆଖିକୁ ମଧ୍ୟ ଦେଖାଯାଏ। ଦୃଶ୍ୟମାନ ପାର୍ଶ୍ୱରେ ଥିବା ବିଶାଳ ଗର୍ତ୍ତ ଏକ ଜଳାଶୟର ଭ୍ରମ ସୃଷ୍ଟି କରେ।

ଜଳର ଅବସ୍ଥିତି

ସୌର ତାପ ଯୋଗୁ ଚନ୍ଦ୍ରରେ ତରଳ ଜଳ ଉପସ୍ଥିତି ସମ୍ଭବ ନୁହେଁ। ଅତି ନଗଣ୍ୟ ବାୟୁମଣ୍ଡଳ ଓ ଦୁର୍ବଳ ମାଧ୍ୟାକର୍ଷଣ ଜଳୀୟବାଷ୍ପକୁ ମଧ୍ୟ ଧରି ରଖି ପାରେ ନାହିଁ। ସଂଘାତ ଗହ୍ୱରମାନଙ୍କ ନିମ୍ନଭାଗରେ କଠିନ ଜଳ ବରଫ ଆକାରରେ ଥିବାର ଅନୁମାନ କରାଯାଏ। ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ପ୍ରମାଣିତ କଲା ଯେ ଜହ୍ନ ପୃଷ୍ଠରେ କଠିନ ଜଳ ଅଛି।

ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି

ପୃଥିବୀ ସହ ସମ୍ପର୍କ

ପୃଥିବୀ ଚାରିପଟେ ଜହ୍ନର ପରିକ୍ରମଣ ସମୟ ହେଉଛି ୨୭.୩ ଦିନ। କିନ୍ତୁ ପୃଥିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଯୋଗୁ ସମାନ ଚନ୍ଦ୍ରକଳା ପ୍ରାୟ ୨୯.୫ ଦିନରେ ଦେଖାଯାଏ।

ଆଧାର

Bibliography

ଅଧିକ ପଠନ

ଅଧିକ ତଥ୍ୟ

Cartographic resources

Observation tools

Tags:

ଜହ୍ନ ଆକାର ପ୍ରକାରଜହ୍ନ ଭୌଗଳିକ ଗଠନଜହ୍ନ ଭୌତିକ ଗୁଣଜହ୍ନ ଜଳର ଅବସ୍ଥିତିଜହ୍ନ ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତିଜହ୍ନ ପୃଥିବୀ ସହ ସମ୍ପର୍କଜହ୍ନ ଆଧାରଜହ୍ନ ଅଧିକ ପଠନଜହ୍ନ ଅଧିକ ତଥ୍ୟଜହ୍ନ

🔥 Trending searches on Wiki ଓଡ଼ିଆ:

ଇଣ୍ଡିଆନ ପ୍ରିମିଅର ଲିଗଉପେନ୍ଦ୍ର ଭଞ୍ଜଗୌତମ ବୁଦ୍ଧଅଶୋକ (ସମ୍ରାଟ)ହୃଷୀକେଶ ମଲ୍ଲିକଭାଷାବୈଷୟିକ ବିଜ୍ଞାନରାଜ୍ୟ ସଭାସାଲବେଗବସନ୍ତ କୁମାର ଶତପଥୀଶିଶୁପାଳଗଡ଼ହୋ ଜନ‌ଜାତିଭର୍ତ୍ତୃହରି ମହତାବଜ୍ଞାନପୀଠ ପୁରସ୍କାରସର୍ବପଲ୍ଲୀ ରାଧାକୃଷ୍ଣନଶ୍ରୀତମ ଦାସହିନ୍ଦୁସ୍ତାନ ପେଟ୍ରୋଲିୟମମୋହନ ସୁନ୍ଦର ଦେବ ଗୋସ୍ୱାମୀଶାରଳା ପୁରସ୍କାରନିତ୍ୟାନନ୍ଦ ମହାପାତ୍ରଦାଶରଥି ଦାସଉଇକିପିଡ଼ିଆରମାଦେବୀ ଚୌଧୁରୀମାଗୁଣିର ଶଗଡ଼ (କଥାଚିତ୍ର)ଭୀମ ଭୋଇସୁଭାଷ ଚନ୍ଦ୍ର ବୋଷବଲାଙ୍ଗୀର ଜିଲ୍ଲାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାବା ବଳିଆମନମୋହନ ସାମଲଜହ୍ନଇରମଚାଣକ୍ୟବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହରେକୃଷ୍ଣ ମହତାବଦିଲୀପ ତିର୍କୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକିଶୋରୀ ଚରଣ ଦାସକବିସୂର୍ଯ୍ୟ ବଳଦେବ ରଥମଟର ସାଇକେଲଚିକିତ୍ସା ବିଜ୍ଞାନସୀତାଲାଟିନ ଭାଷାରାଧାକ୍ରିକେଟଜାଭା (ପ୍ରୋଗ୍ରାମିଂ ଭାଷା)ବିର୍ସା ମୁଣ୍ଡାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଫେସବୁକଜର୍ମାନୀଓଡ଼ିଶାର ସଂସ୍କୃତିବିଜୁ ଜନତା ଦଳବୈଶାଖସରଳା ଦେବୀରବୀନ୍ଦ୍ର କୁମାର ପ୍ରହରାଜଗୋଦାବରୀଶ ମିଶ୍ରଜଗନ୍ନାଥଙ୍କ ବେଶପ୍ରସନ୍ନ ଆଚାର୍ଯ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋପାଳ ଛୋଟରାୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଇଂରାଜୀ ଭାଷାଜୟ ଶ୍ରୀରାମଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୂଆ ଦିଲ୍ଲୀଗଞ୍ଜାମ ଜିଲ୍ଲାକେଦାରନାଥ ମନ୍ଦିରମେକ୍ସିକୋଲକ୍ଷ୍ମଣ ନାୟକବାଟମଙ୍ଗଳା🡆 More