ଜଳେଶ୍ୱର

ଜଳେଶ୍ୱର,ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସହର ।

ଜଳେଶ୍ୱର
—  ସହର  —
ଜଳେଶ୍ୱର
ଜଳେଶ୍ୱର
ଜଳେଶ୍ୱର
ଜଳେଶ୍ୱର
ଜଳେଶ୍ୱରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°30′N 86°54′E / 21.5°N 86.9°E / 21.5; 86.9
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବାଲେଶ୍ୱର
ଲୋକସଂଖ୍ୟା ୧,୩୧,୮୬୭ (2001)
ପୁରୁଷ-ନାରୀ ଅନୁପାତ 1000:942 ♂/♀
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
କୋଡ଼

ଜଳେଶ୍ୱର

ଜଳେଶ୍ୱର,ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସହର ।

ଜଳେଶ୍ୱର, ଓଡ଼ିଶାର ଏକ ପ୍ରାଚୀନ ସହର। ଏହା ଓଡ଼ିଶା ଏବଂ ପଶ୍ଚିମ ବଂଗର ସୀମାନ୍ତ । ସୁବର୍ଣ୍ଣରେଖାର ଉପକୂଳରେ ଏହା ଅବସ୍ଥିତ। ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ୫୦ କି:ମି ଦୂର।

ଇତିହାସ

ଦର୍ଶନୀୟ ସ୍ଥାନ

  • ଦୀଘା: ପଶ୍ଛିମବଙ୍ଗର ପ୍ରସିଦ୍ଧ ବେଳାଭୁମି ଦୀଘା ଏହାଠାରୁ ୩୮ କି:ମି ଦୂର। ପର୍ଯ୍ୟଟକମାନେ ଏଠାରୁ ବସ୍, ଅଟୋ, କାର୍ ମାଧ୍ୟମରେ ସେଠାକୁ ଯାଇ ପାରିବେ।
  • ଚନ୍ଦନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ୨୭ କି;ମି ଦୂରରେ ଅବସ୍ଥିତ। ମହା ବିଷୁବ ସଂକ୍ରାନ୍ତିରେ ଏଠାରେ ପ୍ରସିଦ୍ଧ ଚଡକ ଯାତ୍ରା ପାଳନ କରାଯାଏ (ଆଞ୍ଚଳିକ ଭାଷାରେ ଉଡା ପର୍ବ, ନୀଳ ପର୍ବ ଓ ପାଟ ଯାତ୍ରା)। ପ୍ରତି ବର୍ଷ ଏହି ଦିନ ଓଡ଼ିଶା ଏବଂ ପଡୋଶୀ ରାଜ୍ୟରୁ ପାଖାପାଖି ୩ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।
  • ତାଳସାରୀ ଓ ଉଦୟପୁର : ତାଳସାରୀ ଓ ଉଦୟପୁର, ଚନ୍ଦନେଶ୍ୱରଠାରୁ ୫ କି:ମି ଦୂର । ଏହା ଓଡ଼ିଶାର ସୀମାନ୍ତ ବେଳାଭୂମି। ଶାନ୍ତ ପରିବେଶ, ଲମ୍ବା ଲମ୍ବା ନଡିଆ ଗଛ, ତାଳ ଗଛ ଏବଂ ବୀସ୍ତିର୍ଣ୍ଣ ଝାଉଁ ବଣର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ସାମୁଦ୍ରିକ ନାଲି କଙ୍କଡା ଏଠାକାର ମୁଖ୍ୟ ଆକର୍ଷଣ।

ଶିକ୍ଷା

ଆଧାର

Tags:

ଜଳେଶ୍ୱର ଅବସ୍ଥିତିଜଳେଶ୍ୱରବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ସାଇକେଲରିୟା ସେନସଞ୍ଜୁ ଆଉ ସଞ୍ଜନାପ୍ଲୀହାଗୋପାଳ ଚନ୍ଦ୍ର ପ୍ରହରାଜଯକୃତବୈଶାଖବିଦ୍ୟୁତହନୁମାନଯାଜପୁରଭାଷାମଧୁମେହଅଚ୍ୟୁତାନନ୍ଦ ପ‌ତିଚିଲିକା ହ୍ରଦଅପରେଟିଙ୍ଗ ସିଷ୍ଟମଓଡ଼ିଶାର ଇତିହାସପ୍ରଦୀପ କୁମାର ପଣ୍ଡାଗାର୍ଗୀ ମହାନ୍ତି୧୯୨୦ରାଜନୀତି ବିଜ୍ଞାନବିଜ୍ଞାନଓଡ଼ିଆ ଭ୍ରମଣ ସାହିତ୍ୟହନୁମାନ ଚାଳିଶାରବୀନ୍ଦ୍ରନାଥ ଠାକୁରଇଣ୍ଡିଆନ ପ୍ରିମିଅର ଲିଗଜଣ୍ଡିସ୍ଗୋପୀନାଥ ମହାନ୍ତିଦେଓମାଳୀବାଜି ରାଉତଯଶୋବନ୍ତ ଦାସପାଟୁଆ ଯାତ୍ରାଗୁଗଲଶ୍ରାଦ୍ଧଅଣସରଓଡ଼ିଆ କଥାଚିତ୍ର ଜଗତଏସିଆକୃଷ୍ଣତାଳଚେରଓଡ଼ିଶା ସରକାରସ୍ନେହସାରସମ୍ବଲପୁରୀ ଭାଷାକାଜୁରାସାୟନିକ ମୌଳିକଅମ୍ଳଜାନଯୋଗରିୟା ଦେକୁଞ୍ଜବିହାରୀ ଦାଶଗଙ୍ଗଶିଉଳୀମୁସଲମାନବିର୍ସା ମୁଣ୍ଡାନବୀନ ପଟ୍ଟନାୟକ୨୫ ମାର୍ଚ୍ଚଭକ୍ତ ଚରଣ ଦାସଖାଦ୍ୟଓଡ଼ିଆ କବି ମାନଙ୍କର ତାଲିକାରାସନ କାର୍ଡ଼ (ଭାରତ)ରଜମହାଭାରତଆଲବର୍ଟ ଆଇନଷ୍ଟାଇନବକ୍ସି ଜଗବନ୍ଧୁଅଟିଜିମ୍‌ବୀର ସୁରେନ୍ଦ୍ର ସାଏବିଜୟ ମିଶ୍ରଆମ୍ବମେସିନ ଟ୍ରାନ୍ସଲେସନବୌଦ୍ଧ ଧର୍ମ🡆 More