ଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ

ଜଗନ୍ନାଥ ଧାମ ପୁରୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ନାରାୟଣ ଘଡ଼େଇ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସ‌ହ କାହାଣୀ ଓ ଚିତ୍ରନାଟ୍ୟ ରଚାନ କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସତ୍ୟ ପ୍ରକାଶ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ସଚ୍ଚି ମହାନ୍ତି ଏବଂ ସମିତ୍‌ ରଚନା କରିଥିଲେ । କଥାଚିତ୍ରଟିରେ କଣ୍ଠଦାନ କରିଥଲେ କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ।

ଜଗନ୍ନାଥ ଧାମ ପୁରୀ
ନିର୍ଦ୍ଦେଶକନାରାୟଣ ଘଡେଇ
ପ୍ରଯୋଜକନାରାୟଣ ଘଡେଇ
ସଂଳାପସତ୍ୟ ପ୍ରକାଶ
ଚିତ୍ରନାଟ୍ୟନାରାୟଣ ଘଡେଇ
କାହାଣୀନାରାୟଣ ଘଡେଇ
କଳାକାରଦେବଦତ୍ତ ସାହୁ
ରିତିକା ରଥ
ବିଜୟ ମହାନ୍ତି
ଦେବୀ ବାରିକ
ଚୌଧୁରୀ ବିକାଶ ଦାସ
ସଙ୍ଗୀତବିଦ୍ୟୁତ୍‌ ରୟ
ହିମାଂଶୁ ଶେଖର ମହାନ୍ତି
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକଜ୍ୟୋତି ପ୍ରକାଶ
ମୁକ୍ତିଲାଭ ତାରିଖ
୮ ଡିସେମ୍ବର ୨୦୧୭
ଦେଶଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ସାହୁ ଏବଂ ରିତିକା ରଥ । ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍‌, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍‌.କେ. ପଟ୍ଟନାୟକ, ଜୁଲି, ନୀରଦ ପରିଡା, ଚନ୍ଦ୍ରଶେଖର ଜେନା, ମହେଶ୍ୱର, ରିଣ୍ଟୁ, ଗୋପାଳ, ପୁନମ, ଟୁବୁ, ପି ଆଦ୍‌ ମିନି ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିକୁ ସେନ୍‌ସର୍ ତରଫରୁ 'ୟୁ' ସାର୍ଟିଫିକେଟ ମିଳିଥିଲା ।

ଅଭିନୟ

  • ଦେବଦତ୍ତ ସାହୁ
  • ରିତିକା ରଥ
  • ବିଜୟ ମହାନ୍ତି
  • ଦେବୀ ବାରିକ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବ୍ରହ୍ମା
  • କୁମୁଦ ତ୍ରିପାଠୀ
  • ପ୍ରିୟ ସୁନ୍ଦର ମିଶ୍ର
  • ଥିନ୍‌
  • ସରୋଜିନୀ
  • ଗୋପାଳ ଶର୍ମା
  • ପ୍ରଣତି
  • ମାମା
  • ଜ୍ୟୋତି
  • ନୀତୁ
  • ହିମାଂଶୁ
  • ଏସ୍‌.କେ. ପଟ୍ଟନାୟକ
  • ଜୁଲି
  • ନୀରଦ ପରିଡା
  • ଚନ୍ଦ୍ରଶେଖର ଜେନା
  • ମହେଶ୍ୱର
  • ରିଣ୍ଟୁ
  • ଗୋପାଳ
  • ପୁନମ
  • ଟୁବୁ
  • ପି ଆଦ୍‌ ମିନି

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି । ସଚ୍ଚି ମହାନ୍ତି ଏବଂ ସମିତ୍‌ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ ଅଭିନୟଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ କାହାଣୀଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ ଆଧାରଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ ବାହାର ଆଧାରଓଡ଼ିଆ କଥାଚିତ୍ର ଜଗନ୍ନାଥ ଧାମ ପୁରୀ

🔥 Trending searches on Wiki ଓଡ଼ିଆ:

ନାରୀବାଦଗୌତମ ବୁଦ୍ଧକିଶୋରୀ ଚରଣ ଦାସ୨୧ଛଉ ନାଚରାଜଧାନୀ ପ୍ରତିଷ୍ଠା ଦିବସମନୋରଞ୍ଜନ ଦାସଖାରବେଳଓଡ଼ିଶାର ସଂସ୍କୃତିଯକ୍ଷ୍ମାହରେକୃଷ୍ଣ ମହତାବଶାରଳା ପୁରସ୍କାରଭକ୍ତ ଚରଣ ଦାସବରଗଡ଼ ଜିଲ୍ଲାନମିତା ଅଗ୍ରୱାଲବିଷ୍ଣୁତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁକୁଣା ରଥଯାତ୍ରାଭୀମାଶଙ୍କର ମନ୍ଦିରପୃଥ୍ୱୀ (କ୍ଷେପଣାସ୍ତ୍ର)ଗଇଁଠାଗଣେଶପିଙ୍କି ପ୍ରଧାନଭଗବତୀ ଚରଣ ପାଣିଗ୍ରାହୀଗୁରୁପ୍ରସାଦ ମହାନ୍ତିପଦ୍ମଚରଣ ପଟ୍ଟନାୟକକରଣ (ଜାତି)ଅଚ୍ୟୁତ ସାମନ୍ତସେବିବାଳୁଙ୍ଗା ଟୋକାଚା’ମୋହନ ସୁନ୍ଦର ଦେବ ଗୋସ୍ୱାମୀରାଜନୀତି ବିଜ୍ଞାନଗ୍ରହମିଳିମିଳାଇରମଦାଶରଥି ଦାସପଥ ଓ ପୃଥିବୀତାରାତାରିଣୀ ମନ୍ଦିରନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଆର୍ଥିକ ସ୍ୱାଧୀନତାଭାରତୀୟ ଡାକ ସେବାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରମାଦେବୀ ଚୌଧୁରୀଭାରତୀୟ ଜନତା ପାର୍ଟିକୃପାସିନ୍ଧୁ ମିଶ୍ରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ଗାଁଶ୍ରୀନିବାସ ରାମାନୁଜନରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଭର୍ତ୍ତୃହରି ମହତାବଓଡ଼ିଆକଲେରାସାଧୁ ମେହେରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାହିମ ଦୁର୍ଗ , ମୁମ୍ବାଇଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନିତ୍ୟାନନ୍ଦ ମହାପାତ୍ରଅର୍ଜୁନ ଚରଣ ସେଠୀଗୋପୀନାଥ ମହାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରଇନଷ୍ଟାଗ୍ରାମଭାଷାମୁଁ ରାଜା ତୁ ରାଣୀଇରା ମହାନ୍ତିଗୋଦାବରୀଶ ମିଶ୍ରପୁଷ୍ଟିସାରଅଭିନେତ୍ରୀ (ନାରୀ କଳାକାର)୧୨ ଅପ୍ରେଲନୂଆ ଦିଲ୍ଲୀଅପରେଟିଙ୍ଗ ସିଷ୍ଟମ🡆 More