ଜଗନ୍ନାଥ କୁଅଁର: ଓଡ଼ିଆ ମର୍ଦ୍ଦଳ ବାଦକ ଓ ଗୁରୁ

ଜଗନ୍ନାଥ କୁଅଁର, ଜଣେ ଓଡ଼ିଆ ମର୍ଦ୍ଦଳ ବାଦକ ଓ ଗୁରୁ । ସେ ଆକାଶବାଣୀର ଜଣେ ଏ ଗ୍ରେଡ଼ ଶିଳ୍ପୀ । ଓଡ଼ିଶୀ ତାଳବାଦ୍ୟର ପ୍ରଥମ ପୁସ୍ତକ ମର୍ଦ୍ଦଳ ବିଜ୍ଞାନ ତାଙ୍କଦ୍ୱାରା ରଚିତ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ପତ୍ନୀ ମହାପାତ୍ର ମିନତି ଭଞ୍ଜଙ୍କ ସହ ମିଶି, ଜଗନ୍ନାଥ କୁଅଁର ପ୍ରତିବର୍ଷ ନାଦ ବ୍ରହ୍ମ ସଙ୍ଗୀତ ମହୋତ୍ସବ ନାମକ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି ।

ଜଗନ୍ନାଥ କୁଅଁର
ଜଗନ୍ନାଥ କୁଅଁର: ଓଡ଼ିଆ ମର୍ଦ୍ଦଳ ବାଦକ ଓ ଗୁରୁ
ଜଗନ୍ନାଥ କୁଅଁର ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମରେ ମର୍ଦ୍ଦଳ ବାଦନ କରୁଛନ୍ତି
ଜନ୍ମ
ଜଗନ୍ନାଥ କୁଅଁର

ଦୋଳସାହି ବୁଡ଼ଙ୍ଗ, ଭଦ୍ରକ
ଜାତୀୟତାଭାରତୀୟ
ଶିକ୍ଷାପିଏଚଡି(ତାଳବାଦ୍ୟ)
ପ୍ରସିଦ୍ଧିମର୍ଦ୍ଦଳ ବାଦକ
ବୈବାହିକ-ସାଥୀମହାପାତ୍ର ମିନତି ଭଞ୍ଜ
ସନ୍ତାନଜୟସ୍ମିତା
ପିତାମାତାଧନେଶ୍ୱର କୁଅଁର

ସମ୍ମାନ

  • ଯଦୁମଣି ଦାଶ ସ୍ମୃତି ପୁରସ୍କାର - ୨୦୧୮

ଆଧାର

Tags:

ଆକାଶବାଣୀ କଟକଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଭାରତୀୟ ଦଣ୍ଡ ସଂହିତା, ୧୮୬୦ଗୋଦାବରୀଶ ମିଶ୍ରମେସିନ ଟ୍ରାନ୍ସଲେସନବ୍ୟାସଦେବଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହନୁମାନ ଚାଳିଶାଚିତ୍ତରଞ୍ଜନ ଦାସକେନ୍ଦୁଝର ଗଡ଼ଜାତ ରାଜ୍ୟ୨୪ ଅପ୍ରେଲକଳିଙ୍ଗ ଯୁଦ୍ଧମାଇକ୍ରୋସଫ୍ଟରାଜା ରାମମୋହନ ରାୟବିଜ୍ଞାନଚଇତି ଘୋଡ଼ା ନାଚପଞ୍ଚସଖା୧ ଫେବୃଆରୀମରିସସଗୋପାଳ ଚନ୍ଦ୍ର ପ୍ରହରାଜସାଦୃଶ୍ୟପ୍ରତିଭା ରାୟନଟବର ସାମନ୍ତରାୟଭାରତ ସରକାରଯୋଗ୧୯୨୦କେଶବ କୋଇଲିଭଗବତ ଗୀତାରାଜେନ୍ଦ୍ର କିଶୋର ପଣ୍ଡାସ୍ୱାଧୀନତା ଦିବସ‌ (ଭାରତ)ମୃଣାଳ ସେନଭକ୍ତ ଚରଣ ଦାସଭାରତୀୟ ଜନତା ପାର୍ଟିପୁରୀପୂର୍ଣ୍ଣାନନ୍ଦ ଦାନୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଧାନ ସଭା ସଭ୍ୟଅକ୍ଷି ତୃତୀୟାମିଳିତ ଜାତିସଂଘଏ. ପି. ଜେ. ଅବଦୁଲ କଲାମଉଇକିପିଡ଼ିଆ ସମୂହର ତାଲିକାୟୁରୋପମଙ୍ଗଳା ମନ୍ଦିରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନେରାଟିନିବରାକ୍ଷୀ ବାନ୍ଧିଲି ମୋ ରଖିବ ମାନବିମ୍ବାଧର କୁଅଁରଜର୍ଜ କ୍ୟାଣ୍ଟରବିରଜା ମନ୍ଦିରଗଜଲବାଘମାଟିର ମଣିଷଓକିଲ ଦିବସଓଡ଼ିଆ କଥାଚିତ୍ର ଜଗତଆସିକାଓଡ଼ିଶାର ମାପ ବ୍ୟବସ୍ଥାଶ୍ରୀରାମ ପଣ୍ଡାଚନ୍ଦ୍ରଶେଖର ଆଜାଦଚନ୍ଦନ ବୋଡ଼ାପୁରୀ ଜିଲ୍ଲାବୃହସ୍ପତିବିଭୂତି ପଟ୍ଟନାୟକମହିଳା ଯୌନାଙ୍ଗ ଛେଦନଗାଲୁଆତରୁଣକାନ୍ତି ମିଶ୍ରଆନନ୍ଦପୁର🡆 More