ଜଉଗଡ଼

19°31′21.2″N 84°48′44.1″E / 19.522556°N 84.812250°E / 19.522556; 84.812250 ଜଉଗଡ଼, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର ମାଳତୀ ପର୍ବତର ଅଂଶବିଶେଷ । ଦୁର୍ଗାର କାନ୍ଥ ଜଉ ବା ଲାଖରେ ନିର୍ମାଣ କରାଯାଇଥିବାରୁ, ଏହା ଖୁବ ପିଚ୍ଛିଳ । ଏଥିଯୋଗୁ ଦୁର୍ଗାର ଅନ୍ୟନାମ ଜଉ ଦୁର୍ଗା ବା ଲାଖ ଦୁର୍ଗା । ଆୟତାକାର ଏହି ଦୁର୍ଗାରେ ରହିଛି ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପି । ତିରିଶ ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ ପଥରରେ ଏହି ଶିଳାଲିପିଗୁଡ଼ିକ ଲେଖାଯାଇଛି । ଏଠାରେ ମୋର୍ଯ୍ୟ ଯୁଗର କିଛି ମୁଦ୍ରା ଆବିଷ୍କୃତ ହୋଇଛି । ଜଉଗଡ଼କୁ ଋଷିକୁଲ୍ୟା ନଦୀ ସଭ୍ୟତାର ମୂକସାଖୀ ବୋଲି କୁହାଯାଏ ।

ଜଉଗଡ଼
Jaugada

ଆଧାର

Tags:

ଅଶୋକ (ସମ୍ରାଟ)ଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀଭାରତୀୟ ଦଣ୍ଡ ସଂହିତା, ୧୮୬୦ପୁରୁଷୋତ୍ତମ ଦେବକିଶୋରୀ ଚରଣ ଦାସହନୁମାନ ଚାଳିଶା୨୩ ଅପ୍ରେଲଗୀତଗୋବିନ୍ଦମହାତ୍ମା ଗାନ୍ଧୀବିଶ୍ୱତାପନମୀନ (ମାସ)ଗୋଦାବରୀଶ ମହାପାତ୍ରଅଟିଜିମ୍‌ପିଆଜପ୍ରଦୀପ କୁମାର ପାଣିଗ୍ରାହୀକୁକୁରୱିଲିଅମ ସେକ୍ସପିଅରପଦ୍ମଚରଣ ପଟ୍ଟନାୟକରାଜନୀତି ବିଜ୍ଞାନଶ୍ରୀରାମ ପଣ୍ଡାଜଳ ପ୍ରଦୂଷଣଆଇଜାକ ନିଉଟନଅଚ୍ୟୁତାନନ୍ଦ ଦାସରିୟା ଦେଜୀଜାଜୀ ଛତ୍ ପର୍ ହେଁମାଳିକାମହିମା ଧର୍ମରାଜ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସ୍ନେହସାରଇରା ମହାନ୍ତିଭୂମିଜ ଜାତିଭାରତପୂର୍ଣ୍ଣାନନ୍ଦ ଦାନୀବନ୍ଧୁତାଅନୁଗୋଳ ଜିଲ୍ଲାଓଡ଼ିଆ ଲିପିଓଡ଼ିଶା ଆଦର୍ଶ ବିଦ୍ୟାଳୟଅଖିଳ ନାୟକମହେନ୍ଦ୍ରଗିରିଭକ୍ତ ଚରଣ ଦାସପଣା ସଂକ୍ରାନ୍ତିଦ୍ରାଘିମା୧୯୨୦ଯଶୋବନ୍ତ ଦାସବର୍ଷା ପ୍ରିୟଦର୍ଶିନୀ୧୭୩୬ଗୁଗଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୂମିକମ୍ପଚୈତ୍ରଚୈତ୍ର ମଙ୍ଗଳବାର ଓଷାଫକୀର ମୋହନ ସେନାପତିପ୍ରଥମ ବିଶ୍ୱଯୁଦ୍ଧଗୁରୁ ପ୍ରସାଦ ମହାନ୍ତିକବିସୂର୍ଯ୍ୟ ବଳଦେବ ରଥବିବାହଅମର ପ୍ରସାଦ ଶତପଥୀଅଷ୍ଟ୍ରେଲିଆଅକ୍ଷୟ ତୃତୀୟାଉଇକିପିଡ଼ିଆଖଣ୍ଡାୟତଇବାଣ୍ଡ୍ରୋନିକ ଏସିଡଚନ୍ଦନଲାଗି ବେଶରାମଚନ୍ଦ୍ର ବେହେରା🡆 More