ଛୁରିଅନା

ଛୁରିଅନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏ ଗଛର ପତ୍ର ମୋଟା ଓ ଶାଖାର ପ୍ରତି ଗଣ୍ଠିରେ ତିନୋଟି ପତ୍ର ଥାଏ । ଏହା ପୁଲାଙ୍ଗ ପରି ବଡ଼ ଡ଼େମ୍ଫ ଥିବା ଧଳା ଫୁଲ ଧାରଣ କରେ ।ଏହାର ଫୁଲ ଡ଼େରିରେ ଫୁଟେ ଏବଂ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହୋଇଥାଏ ।ଏ ଗଛ ସାଧାରଣତଃ ଭାରତର ପଶ୍ଚିମ ଉପକୂଳ, ମାନ୍ଦ୍ରାଜ ପ୍ରଦେଶ, ଓଡ଼ିଶା ଓ ଚଟ୍ଟଗ୍ରାମରେ ଦେଖାଯାଏ । ଏ ଗଛ ସତ୍ୟବାଦୀ ଗୋପୀନାଥଙ୍କ ମନ୍ଦିର ନିକଟସ୍ଥ ବକୁଳବନରେ ପ୍ରଚୁର ପରିମାଣରେ ଅଛି । ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହାର ଫଳ କୋଣାକାର ଓ ୨-୩ ସେମି ଲମ୍ବ । ଏହାର ମଞ୍ଜିଗୁଡିକ ଧୂସର ରଙ୍ଗର ଅଟେ । ଏହ ଫେବୃଆରୀ-ଏପ୍ରିଲରେ ଫୁଲ ଫୁଟେ ଓ ସେପ୍ଟେମ୍ବରରେ ଫଳ ଧରେ ।

ଛୁରିଅନା
ଛୁରିଅନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malpighiales
କୁଳ: Calophyllaceae
ପ୍ରଜାତି: Ochrocarpos
ଜାତି: longifolius
ବାଇନୋମିଆଲ ନାମ
Ochrocarpus_longifolius
Benth. & Hook.fil. ex T.Anders.
Synonyms

Mammea suriga

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଛୁରିଅନା 
ଛୁରିଅନା ଡାଳ
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଛୁରିଅନା
ସଂସ୍କୃତ ନାଗ କେସରମ୍
ହିନ୍ଦୀ सुरंगी
ତାମିଲ வழை மரம்
ତେଲୁଗୁ సురపొన్న
ବଙ୍ଗଳା নাগকেশর

ବ୍ୟବହାର

ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ । ଏହା ଆସବାବପତ୍ର ତିଆରି , ଗୃହ ନିର୍ମାଣ , ଡଙ୍ଗା ତିଆରିରେ ବ୍ୟବହୃତ ହୁଏ। ଛୁରିଅନା ଫୁଲରୁ ଅତର ତିଆରି ହୁଏ। ଫଳ ଖାଇବାଯୋଗ୍ୟ ଏବଂ ସ୍ୱାଦିଷ୍ଟ |

ଆଧାର

ଅଧିକ ତଥ୍ୟ

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

ଛୁରିଅନା ବିବିଧ ଭାରତୀୟ ପ୍ରାଦେଶିକ ନାମଛୁରିଅନା ବ୍ୟବହାରଛୁରିଅନା ଆଧାରଛୁରିଅନା ଅଧିକ ତଥ୍ୟଛୁରିଅନା

🔥 Trending searches on Wiki ଓଡ଼ିଆ:

୩୦ ଅପ୍ରେଲଉତ୍କଳ ସମ୍ମିଳନୀଇରା ମହାନ୍ତିଓଟାୱାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରନବୀନ ପଟ୍ଟନାୟକପକ୍ଷତମନ୍ନା ବ୍ୟାସଓଡ଼ିଶାର ଦୋଳଯାତ୍ରାଆସନହନୁମାନମାର୍ଚ୍ଚଭାସ୍କୋ ଡା ଗାମାହୃଷୀକେଶ ପଣ୍ଡାମହମ୍ମଦଯକୃତବ୍ରାହ୍ମଣଭାରତୀୟ ଡାକ ସେବାଖଜ୍ଜିଆରକାଳିନ୍ଦୀ ଚରଣ ପାଣିଗ୍ରାହୀଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପକ୍ଷୀକୁନ୍ତଳା କୁମାରୀ ସାବତଆଣ୍ଟିଅକ୍ସିଡାଣ୍ଟବିଜୁ ପଟ୍ଟନାୟକବିଶ୍ୱଜିତ ଦାସଝୁଲଣ ଯାତ୍ରାଜାନକୀ ବଲ୍ଲଭ ପଟ୍ଟନାୟକଉତ୍ତମ ମହାନ୍ତିଖ୍ରୀଷ୍ଟ ଧର୍ମଅଷ୍ଟ୍ରେଲିଆଗୋପାଳ ଚନ୍ଦ୍ର ପ୍ରହରାଜକୋଷରାମଚନ୍ଦ୍ର ବେହେରା୧ ସେପ୍ଟେମ୍ବରଇନଷ୍ଟାଗ୍ରାମବୌଦ୍ଧ ଜିଲ୍ଲା୧ ଅପ୍ରେଲଗୋପାଳ ଛୋଟରାୟଧର୍ମମଧୁସୂଦନ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିର୫ ଫେବୃଆରୀଲୋକ ସଭାକଟକ ଜିଲ୍ଲାଶିମିଳିପାଳ ଜାତୀୟ ଉଦ୍ୟାନରସାୟନ ବିଜ୍ଞାନବିଭୂତି ପଟ୍ଟନାୟକସୁଦର୍ଶନ ପଟ୍ଟନାୟକଗୌରୀଶଙ୍କର ରାୟଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଶ୍ରୀରାଧାଓଡ଼ିଶାର କଳାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅକ୍ଷୟ ତୃତୀୟାଜଳବିଦ୍ୟୁତ୍ଓଡ଼ିଆ ଭାଷାଓଡ଼ିଶୀସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଉଇକିଅଭିଧାନଗୁଣନଶୀତଳ ଷଷ୍ଠୀ ଯାତ୍ରାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଖାରବେଳ ସ୍ୱାଇଁଆଜରବାଇଜାନଭାଷାମହାତ୍ମା ଗାନ୍ଧୀ🡆 More