ଛବିଳ ମଧୁ ବର୍ଣ୍ଣବୋଧ

ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।

ଛବିଳ ମଧୁ ବର୍ଣ୍ଣବୋଧ  
ମଲାଟ
ଉପର ମଲାଟ
ଲେଖକମଧୁସୂଦନ ରାଓ
ଦେଶଭାରତ
ଭାଷାଓଡ଼ିଆ
ବିଷୟଓଡ଼ିଆ ବର୍ଣ୍ଣମାଳା ଶିକ୍ଷା
ପ୍ରକାଶ ତାରିଖ୧୮୯୫

ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା । ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା ।

ଆହୁରି ଦେଖନ୍ତୁ

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଶାମଧୁସୂଦନ ରାଓ

🔥 Trending searches on Wiki ଓଡ଼ିଆ:

ବ୍ରହ୍ମପୁତ୍ର ନଦୀମୋଗଲ ସାମ୍ରାଜ୍ୟବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଓମ୍୨ ଅପ୍ରେଲସୀତା ବିବାହଆଳୁ ପୋଟଳ ଭଜାରାମାୟଣ୨୪ ଅକ୍ଟୋବରଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଏକାଦଶୀମଟର ସାଇକେଲଇନ୍ଦ୍ରଦ୍ୟୁମ୍ନସାରଳା ଦାସଚାଖି ଖୁଣ୍ଟିଆତପସ୍ୱିନୀପକ୍ଷୀଘରଭୂଗୋଳପରଜା ଜନଜାତିଓଡ଼ିଆ ନବବର୍ଷଅଖିଳ ମୋହନ ପଟ୍ଟନାୟକକତରଓଡ଼ିଶାରାସେଶ୍ୱରୀ ପାଣିଗ୍ରାହୀଅନଙ୍ଗ ତ୍ରୟୋଦଶୀମଦନମୋହନଗୋପୀନାଥ ମହାନ୍ତିଥାଇଲାଣ୍ଡବିରଜା ରାଉତରାୟରବିବାରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଓଡ଼ିଆ ଭାଗବତପ୍ରତୀକ୍ଷା୨୨ ଅଗଷ୍ଟଯୌନ ସମ୍ଭୋଗସଂଘମିତ୍ରା ମିଶ୍ରଲକ୍ଷ୍ମୀପ୍ରିୟା ମହାପାତ୍ରରୁପାରାମଚନ୍ଦ୍ର ମିଶ୍ରଓଡ଼ିଶା ସରକାରଅକ୍ଷାଂଶମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ରଥକାମାକ୍ଷା ପ୍ରସାଦ ସିଂହଦେଓଚଇତି ଘୋଡ଼ା ନାଚ୧୨୦୦ରବୀନ୍ଦ୍ରନାଥ ଠାକୁରକୃଷ୍ଣ ଜନ୍ମାଷ୍ଟମୀମୁଚୁକୁନ୍ଦ୭ ଅପ୍ରେଲବେଣୁଧର ରାଉତସୁନାଦ୍ୱିତୀୟ ବିଶ୍ୱଯୁଦ୍ଧତୁଳସୀ ଦାସଆଲାପ୍ପୁଝାଧନୁର୍ଜୟ ସିଦୁ୨୨ ଅକ୍ଟୋବର୧୪୮୩ଗୋକର୍ଣ୍ଣେଶ୍ୱର ଦେଉଳଭକ୍ତ ଚରଣ ଦାସଗୋଦାବରୀଶ ମିଶ୍ରପ୍ରେମଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାମୌଳିକ ସଂଖ୍ୟା🡆 More