ଚେକ୍ ଗଣରାଜ୍ୟ

ଚେକ ରିପବ୍ଲିକ (/ˈtʃɛk rˈpʌblɪk/ (listen) CHEK-rə-PUB-lik); ମଧ୍ୟ ଇଉରୋପରେ ଥିବା ଏକ ଦେଶ ।

ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ପତାକା
ଚେକ୍ ଗଣରାଜ୍ୟ
ଚେକ ରିପବ୍ଲିକ ଅବସ୍ଥିତି

ଇତିହାସ

୫ମ ଖ୍ରୀଷ୍ଟାବ୍ଦରେ ସ୍ଲେଭିକ ସମ୍ପ୍ରଦାୟର ଜନଜାତି ଚେକ୍‍ ରିପବ୍ଲିକରେ ବସବାସ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏହି ଦେଶ ଅଷ୍ଟ୍ରିଆ-ହଙ୍ଗେରୀ ନିୟନ୍ତ୍ରଣରେ ଥିଲା । ୧୯୧୮ରେ ଚେକ୍‍ ରିପବ୍ଲିକ ଓ ସ୍ଲୋଭାକ ଏକତ୍ର ହୋଇ ଚେକ୍‍ ରିପବ୍ଲିକ ଗଠନ କରିଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶକୁ ଜର୍ମାନୀ ଅକ୍ତିଆର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚେକ୍‍ ସାଧାରଣତନ୍ତ୍ର ସୋଭିଏତ ସଂଘର ମିିତ୍ରରାଷ୍ଟ ହୋଇଥିଲା । ୱାର୍ସ ଚୁକ୍ତିଅନୁଯାୟୀ ଚେକ୍‍ ରିପବ୍ଲିକ ରୁଷ ନେତୃତ୍ୱାଧୀନ ସାମରିକ ମେଣ୍ଟରେ ଯୋଗ ଦେଇଥିଲା । ସୋଭିଏତ ସଂଘର ପତନ ପରେ ୧୯୮୯ରେ ଚେକ୍‍ ରିପବ୍ଲିକ୍‍ ସୋଭିଏତ ସଂଘରୁ ମୁକ୍ତ ହୋଇ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ପରେ ଚେକ୍‍ ରିପବ୍ଲିକ ଆମେରିକା ନେତତ୍ତ୍ୱାଧୀନ ସାମରିକ ମେଣ୍ଟର ସଦସ୍ୟତା ଲାଭ କରିଥିଲା । ଅପ୍ରେଲ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପରେ ଚେକ୍‍ ରିପବ୍ଲିକରେ କମ୍ୟୁନିଷ୍ଟ ସରକାର କ୍ଷମତାସୀନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଦେଶ ଗଣତାନ୍ତ୍ରିକ ଶାସନକୁ ଆପଣାଇଥିଲା । ପ୍ରାୟ ୪୨ ବର୍ଷ କମୁନିଷ୍ଟ ଶାସନର ଅନ୍ତ ପରେ ୧୯୮୯ରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବେଲକାଭ ହାଭେଲ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୩ ଜାନୁଆରୀ ୧ତାରିଖରେ ଚେକ୍‍ ରିପବ୍ଲିକଠାରୁ ସ୍ଲୋଭାକିଆ ପୃଥକ ହୋଇଥିଲା । ୨୦୦୪ରେ ୟୁରୋପୀୟ ରାଷ୍ଟ୍ର ସଂଘରେ ଯୋଗ ଦେଇଥିଲା ।

ଭୂଗୋଳ

ଏହି ଦେଶକୁ ଅଷ୍ଟ୍ରିଆ, ଜର୍ମାନୀ, ପୋଲାଣ୍ଡ ଓ ସ୍ଲୋଭାକିଆ ଲାଗି ରହିଛି ।

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ଚେକ୍ ଗଣରାଜ୍ୟ ଇତିହାସଚେକ୍ ଗଣରାଜ୍ୟ ଭୂଗୋଳଚେକ୍ ଗଣରାଜ୍ୟ ଧର୍ମଚେକ୍ ଗଣରାଜ୍ୟ ପ୍ରଶାସନିକ ବିଭାଜନଚେକ୍ ଗଣରାଜ୍ୟ ଭାଷାଚେକ୍ ଗଣରାଜ୍ୟ ଆଧାରଚେକ୍ ଗଣରାଜ୍ୟAbout this soundEn-us-Czech Republic.oggଇଉରୋପଉଇକିପିଡ଼ିଆ:ଇଂରାଜୀ ଶବ୍ଦ ଉଚ୍ଚାରଣ ବିଧି

🔥 Trending searches on Wiki ଓଡ଼ିଆ:

ବିଜୁ ଜନତା ଦଳମଙ୍ଗଳା ମନ୍ଦିରଅଚ୍ୟୁତାନନ୍ଦ ପ‌ତିକଲେରାବିଦ୍ୟୁତପ୍ରସନ୍ନ ଦାସଭାରତଯକ୍ଷ୍ମାରାବଣଛାୟାଜୟା ଶର୍ମା (କାର୍ଯ୍ୟକର୍ତ୍ତା)କଳାପାହାଡ଼ପବିତ୍ର ମୋହନ ଜେନାଆଦିଶଙ୍କରକ୍ରେଡିଟ କାର୍ଡ଼କଥା (ପତ୍ରିକା)ଖାରବେଳଦଶାବତାରଯୋଗଲାଟିନ ଭାଷାକଳାହାଣ୍ଡି ଜିଲ୍ଲାଲକ୍ଷ୍ମୀଯୁକ୍ତରାଜ୍ୟମିଳିମିଳାକୁନ୍ତଳା କୁମାରୀ ସାବତକମ୍ପ୍ୟୁଟରବିଶ୍ୱ ଏଡ୍‌ସ ଦିବସମନମୋହନ ସାମଲକାଳୀଚରଣ ପଟ୍ଟନାୟକଜୟ ଶ୍ରୀରାମମୋହନ ସୁନ୍ଦର ଦେବ ଗୋସ୍ୱାମୀକଳିଙ୍ଗ ଯୁଦ୍ଧରାମ ନବମୀଓ ଅନ୍ଧଗଳିବାଲେଶ୍ୱର ଜିଲ୍ଲାଶ୍ରୀମନ୍ଦିର ବେଢ଼ା-ଦେବାଦେବୀଅଟଳ ବିହାରୀ ବାଜପେୟୀପୋଇବଲାଙ୍ଗୀର ଜିଲ୍ଲାମାରୀଚକୁନ୍ଦୁଲି ଗଣଦୁଷ୍କର୍ମ ମାମଲାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଣନବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଋଷିଆକୁମାର ପୂର୍ଣ୍ଣିମାମହାତ୍ମା ଗାନ୍ଧୀକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗ୍ରୀକ ଭାଷାଅଶୋକାଷ୍ଟମୀଗୁପ୍ତେଶ୍ୱରଧର୍ମରାମରାମାନୁଜ ଆଚାର୍ଯ୍ୟଚା’ରାଜ ଯୋଗୟୁନେସ୍କୋଚିକିତ୍ସା ବିଜ୍ଞାନବାଲେଶ୍ୱରବିଷ୍ଣୁଜଗଦୀଶ ମହାନ୍ତିଇତିହାସଗୋଦାବରୀଶ ମିଶ୍ରପ୍ରଦୂଷଣକଣାଦ (ମୁନି)ଯଦୁନାଥ ଦାସ ମହାପାତ୍ରଦଣ୍ଡ ନାଟସିଦ୍ଧାର୍ଥ ଭରତନଲକ୍ଷ୍ମୀକାନ୍ତ ମହାପାତ୍ରଭାରତର ନ୍ୟାୟୀକ ବ୍ୟବସ୍ଥାଜଳ ପ୍ରଦୂଷଣ🡆 More