ଚଢ଼େଇଆ ସଙ୍ଗୀତ

ଚଢ଼େଇଆ ସଙ୍ଗୀତ ଏକ ପାରମ୍ପାରିକ ଓଡ଼ିଆ ବାଲେଶ୍ୱରୀ ଲୋକସଙ୍ଗୀତ । ଯାହା ଚଢ଼େଇଆ ନାଟ ବେଳରେ ବୋଲାଯାଇଥାଏ ।

ଚଢ଼େଇଆ ସଙ୍ଗୀତ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିବାଲେଶ୍ୱର, ଓଡ଼ିଶା
ଚଢ଼େଇଆ ସଙ୍ଗୀତ ଭାରତ
କଳାକାରଚଢ଼େଇଆ, ଚଢ଼େଇଆଣି

ଗୀତର ପଦ

ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।

ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ

ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଳାସିନୀ

ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥

— ଚଢ଼େଇଆ ସଙ୍ଗୀତ, ବାଲେଶ୍ୱର ଜିଲା

ଚଢ଼େଇଆ ଚଢ଼େଇଆଣିକୁ-

ଶୁଣ ହେ ନାଗର      କୁହ ମୋ ଆଗର

      ପୃଥିବୀ କାହୁଁ ହୋଇଲା
    କିଏ ଜାତ କଲା      କାହୁ ସେ ଅଇଲା
      ଏକଥା କହିବ ଭଲା ॥

ଚଢ଼େଇଆର ଉତ୍ତର-

ସେ ସତ୍ୟ ଯୁଗେଣ        ନିଜେ ନାରାୟଣ

      ବଟ ପତ୍ରରେ ଭାସିଲେ ଗୋ

ମେଦାସୁରକୁ ସେ        ବଧ ଯେ କରିଣ

      ମେଦିନୀ ତିଆରି କଲେଗୋ

ସେ ସତ୍ୟ ଯୁଗର        ସତ ନାହିଁ ଦରକାର ଗୋ....

            --ଚଢ଼େଇଆ ସଙ୍ଗୀତ

Tags:

ଓଡ଼ିଆ ଭାଷାଚଢ଼େଇଆ ନାଟ

🔥 Trending searches on Wiki ଓଡ଼ିଆ:

ପୋଲିଓମାୟେଲାଇଟିସଉତ୍କଳ ସମ୍ମିଳନୀଧ୍ରୁବୀୟ ଜ୍ୟୋତିଭୀମ ଭୋଇମାଉସଜଗନ୍ନାଥଆଇଜାକ ନିଉଟନପ୍ରଥମ ବିଶ୍ୱଯୁଦ୍ଧଓଡ଼ିଆ କବି ମାନଙ୍କର ତାଲିକାରମାକାନ୍ତ ରଥପଣସହିନ୍ଦୁସୀତା ବିବାହମାଇକ୍ରୋମିଟର (ଉପକରଣ)ଗୋପବନ୍ଧୁ ଦାସହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଭୁବନେଶ୍ୱର ବେହେରାଯବକ୍ଷାରଜାନଉଇକିକମନ୍ସମାଇକ୍ରୋସଫ୍ଟସମାଜ (ଖବରକାଗଜ)ଗଙ୍ଗା (ହିନ୍ଦୁଧର୍ମରେ)ଅଣଧର୍ମବାଦ୨୫ ନଭେମ୍ବରସୌଭାଗ୍ୟ କୁମାର ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଝାରସୁଗୁଡା - ବିଜୟନଗରମ୍ ରେଳପଥଚିଲିକା ହ୍ରଦଉଦ୍ଭିଦବୈଶାଖସାବିତ୍ରୀ ଓଷାବରଗଡ଼ ଜିଲ୍ଲାଇମେଲ୨୮ ଅପ୍ରେଲବଦ୍ରୀନାଥ ମନ୍ଦିରମହାଦେଶଓଡ଼ିଆ ରାନ୍ଧଣାଯକ୍ଷ୍ମାଓଡ଼ିଶାର ପଞ୍ଚାୟତ ସମିତି ତାଲିକାକାଳୀଚରଣ ପଟ୍ଟନାୟକରାମ ନବମୀହିଲାରୀ କ୍ଲିଣ୍ଟନଗୁଲଜାରଢେଙ୍କାନାଳ ଜିଲ୍ଲାଚିନ୍ତାମଣି ବେହେରାବଳରାମ ଦାସନୀଳକଣ୍ଠ ଦାସରାଜେନ୍ଦ୍ର ନାରାୟଣ ସିଂହଦେଓରାମଶଙ୍କର ରାୟନବମୀଓଡ଼ିଆ ନାଟକଶ୍ୱେତସାରଦିଲୀପ ତିର୍କୀ୨୯ ଅପ୍ରେଲବାଣପୁରକମ୍ପ୍ୟୁଟର ବିଜ୍ଞାନକଣ୍ଡୁରୀ ଚରଣ ଦାସସାହି ଯାତଚାରି ଧାମଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଆ ଲିପିଭାରତର ଜାତୀୟ ପତାକାବିଶ୍ୱନାଥ କରଅପ‌ପଠନଫତୁରାନନ୍ଦଲକ୍ଷ୍ମଣ ନାୟକ🡆 More