ଚକ୍ରଧର ମହାପାତ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚକ୍ରଧର ମହାପାତ୍ର (୧୮ ମାର୍ଚ୍ଚ ୧୯୦୮- ୨୪ ଅକ୍ଟୋବର ୧୯୮୨), ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ । ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ କୁନ୍ତଳା କୁମାରୀ ଜୀବନ ଚରିତ ପାଇଁ ସେ ୧୯୭୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଚକ୍ରଧର ମହାପାତ୍ର
ଜନ୍ମ(1908-03-18)୧୮ ମାର୍ଚ୍ଚ ୧୯୦୮
ନରସିଂହପୁର, କଟକ
ମୃତ୍ୟୁ୨୪ ଅକ୍ଟୋବର ୧୯୮୨(1982-10-24) (ବୟସ ୭୪)
ଜାତୀୟତାଭାରତୀୟ
ବୈବାହିକ-ସାଥୀକନକ ମଞ୍ଜରୀ ମହାପାତ୍ର
ସନ୍ତାନମନୋଜ ମଞ୍ଜରୀ ମିଶ୍ର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଚକ୍ରଧର ୧୯୦୮ ମସିହାରେ କଟକ ଜିଲ୍ଲାର ନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢ଼ିବା ପାଇଁ କଟକ ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ଇଂରାଜୀସଂସ୍କୃତ ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ କନକ ମଞ୍ଜରୀ ମହାପାତ୍ର ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ । ୧୯୮୨ ମସିହା ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ

ଉପନ୍ୟାସ

  • ଗୋବର ଗୋଟେଇ - ୧୯୩୦
  • ଅପୂର୍ଣ୍ଣ ପ୍ରେମ-୧୯୩୦
  • ବଳାଙ୍ଗୀ-୧୯୩୪
  • ଚନ୍ଦ୍ରିକା
  • ଖଞ୍ଜେଇ ନାହାକାଣୀ
  • ହସିଲା ଜହ୍ନ
  • ରୋଡ଼ଙ୍ଗ ବକ୍ସୀ-୧୯୪୮
  • ରଣମାଧୁରୀ-୧୯୩୪

ଜୀବନୀ

  • କୁନ୍ତଳା କୁମାରୀ ଜୀବନ ଚରିତ - ୧୯୭୨

ଗବେଷଣାଧର୍ମୀ

  • ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ
  • The real birth place of Buddha

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୪

ଆଧାର

ବାହାର ଲିଙ୍କ୍

Tags:

ଚକ୍ରଧର ମହାପାତ୍ର ଜୀବନୀଚକ୍ରଧର ମହାପାତ୍ର ରଚନାବଳୀଚକ୍ରଧର ମହାପାତ୍ର ସମ୍ମାନ ଓ ପୁରସ୍କାରଚକ୍ରଧର ମହାପାତ୍ର ଆଧାରଚକ୍ରଧର ମହାପାତ୍ର ବାହାର ଲିଙ୍କ୍ଚକ୍ରଧର ମହାପାତ୍ର

🔥 Trending searches on Wiki ଓଡ଼ିଆ:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗଞ୍ଜାମ ଜିଲ୍ଲାସୁରମା ପାଢ଼ୀଜଗନ୍ନାଥଙ୍କ ବେଶଜାପାନୀ ଭାଷାସଫ୍ଟୱେରମାଣବସା ଗୁରୁବାରଏଣ୍ଟ୍ରେକ୍ଟିନିବଟୁଇଟରମହାଭାରତଇନକ୍ଲିସିରାନକେଦାରନାଥ ମନ୍ଦିରରଥଯାତ୍ରାବ୍ରତସନ୍ତୋଷ ସିଂହ ସାଲୁଜାକାଳୀଚରଣ ପଟ୍ଟନାୟକବାଘଭାରତବଳରାମ ଦାସକଳିଙ୍ଗ ଯୁଦ୍ଧରାଶି ଓ ନକ୍ଷତ୍ରସାଲବେଗଭର୍ତ୍ତୃହରି ମହତାବଶବ୍ଦ (ପଦ)ୟାଓଇଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜୟ ଶ୍ରୀରାମଓଧଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କିଶୋରୀ ଚରଣ ଦାସଲିଙ୍ଗରାଜ ମନ୍ଦିରଶିଶୁ ଅନନ୍ତ ଦାସଓଡ଼ିଶାର ସଂସ୍କୃତିଲୋକ ସଭାଦଣ୍ଡ ନାଟଅକ୍ଷୟ ତୃତୀୟାସାରଦା ପ୍ରସାଦ ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନନ୍ଦ କିଶୋର ବଳସମ୍ବାଦ (ଖବରକାଗଜ)ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଉତ୍କଳ ଦୀପିକାଆମାଜନ୍.କମ୍‌ରାଜନୀତି ବିଜ୍ଞାନସ୍ୱୋର୍ଡ ମାଛପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପାର୍ବତୀବିଶ୍ୱଜିତ ଦାସଦିଗରାଜ ବ୍ରହ୍ମାଶ୍ରୀରାଧାବୀଣାପାଣି ମହାନ୍ତିଲକ୍ଷ୍ମଣଚନ୍ଦନ ଯାତ୍ରାରୋହିତ ପୂଜାରୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବାଳୁଙ୍ଗା ଟୋକାପଞ୍ଚାୟତ ରାଜରାସାୟନିକ ମୌଳିକନବଯୌବନ ବେଶବିର୍ସା ମୁଣ୍ଡାଓଡ଼ିଆ ସାହିତ୍ୟର ଇତିହାସୟୁନିଫର୍ମ ରିସୋର୍ସ ଲୋକେଟରହନୁମାନଚିଲିକା ହ୍ରଦ🡆 More