ଚକୁଳିଆ ପଣ୍ଡା

ଚକୁଳିଆ ପଣ୍ଡା ଓଡ଼ିଶାରେ ବାସ କରୁଥିବା ଏକ ଜାତିର ଲୋକ । ଏମାନେ ତଳ କୁଳର ବ୍ରାହ୍ମଣ ଓ ଦୁଆର ଦୁଆର ବୁଲି ଗୀତ ଗାଇ ଭିକ ମାଗି ଚଳିଥାନ୍ତି । ଏମାନେ କାଶ୍ୟପ ଗୋତ୍ରୀ ଅଟନ୍ତି । ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଧା ସବଡ଼ିଭିଜନ 'ଦାଣ୍ଡିମାଳ ପ୍ରଗଣା'ରେ ଏମାନଙ୍କ ମଧ୍ୟରୁ ଅନେକ ବାସ କରନ୍ତି । ଏମାନେ କାହା ଦ୍ୱାରକୁ ଭିକ୍ଷା କରିବାକୁ ନ ଯାଇ ଗ୍ରାମ ଦାଣ୍ଡରେ ବୁଲି ବୁଲି ଉଚ୍ଚ ସ୍ୱରରେ ଦେବ, ଦ୍ୟାଇବ, ଦେ ପଦ ବୋଲିବ, ପଡ଼ିଆ ଭୂମିରେ ଗୋଧନ ଚରାଇବେ; ଦେଇଥିଲେ ପାଇ ବୁଣିଥିଲେ ଦାଇ ଇତ୍ୟାଦି ବାକ୍ୟ ଆବୃତ୍ତି କରନ୍ତି ଓ ଯେ ଯାହା ଦିଏ ତାହା ଗ୍ରହଣ କରନ୍ତି ।

ଚକୁଳିଆ ପଣ୍ଡା
ଚକୁଳିଆ ପଣ୍ଡା
ଚକୁଳିଆ ପଣ୍ଡା
ଦୁଆର ଦୁଆର ବୁଲୁଥିବା ଜଣେ ଚକୁଳିଆ ପଣ୍ଡା

କିମ୍ବଦନ୍ତୀ

କଥିତ ଅଛି ଚକୁଳିଆ ପଣ୍ଡାମାନେ ପର୍ଶୁରାମଙ୍କ ବଂଶଧର ଏବଂ ରାମଙ୍କ ଆଭିଶାପରୁ ଭିକ୍ଷା ମାଗନ୍ତି ।ଆଉ ଏକ କିମ୍ବଦନ୍ତୀ ଅନୁସାରେ ଭୀମ ବିରାଟ ଭବନରେ ଛଦ୍ମବେଶରେ ଅଜ୍ଞାତବାସ କରିବା ସମୟରେ ବିରାଟ ରାଜାଙ୍କର ପାଚକ ରୂପରେ ବଲ୍ଲଭ ପଣ୍ଡା ନାମ ଧରିଥିଲେ ସେହି ସମୟରେ ସେ ଦେଶ ବୁଲି 'ଚକ୍ର ଭିକ୍ଷା' କରୁଥିଲେ ଭିକ୍ଷାନ୍ନ ସଂଗ୍ରହାର୍ଥ ସେ ଗ୍ରାମର କାହାର ଦ୍ୱାରସ୍ଥ ନ ହୋଇ ଗ୍ରାମ ଦାଣ୍ଡରେ ତିନି ଥର ବୁଲିଯାଉଥିଲେ ଓ ଯେ ଯାହା ଦେଉଥିଲେ ନେଉଥିଲେ, ତାଙ୍କ ସଙ୍ଗେ ଚକ୍ରଭିକ୍ଷା ସମୟରେ ଯେଉଁ ବ୍ରାହ୍ମଣମାନେ ଯୋଗ ଦେଇଥିଲେ ଆଧୁନିକ ଚକୁଳିଆ ପଣ୍ଡାମାନେ ସେମାନଙ୍କ ବଂଶଧର ଅଟନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାପୁରୀ ଜିଲ୍ଲାବ୍ରାହ୍ମଣ

🔥 Trending searches on Wiki ଓଡ଼ିଆ:

ବିବାହଜାଭା (ପ୍ରୋଗ୍ରାମିଂ ଭାଷା)ଚିଲିକା ହ୍ରଦବର୍ଷା ପ୍ରିୟଦର୍ଶିନୀ୬ ଜୁଲାଇପୌଷବିଜୁ ଜନତା ଦଳଭାନୁଜୀ ରାଓ୩ ସେପ୍ଟେମ୍ବରବେଣୁଧର ରାଉତଭୁବନେଶ୍ୱର ରେଳ ଷ୍ଟେସନଗନ୍ଧମାର୍ଦନରବୀନ୍ଦ୍ରନାଥ ଠାକୁରଅକ୍ଷାଂଶୟୁ ଟ୍ୟୁବଓଡ଼ିଆ ଖାଦ୍ୟଉତ୍ତମ ମହାନ୍ତି୨୦୧୪ଓଡ଼ିଶୀସତ୍ୟବାଦୀ ବନ ବିଦ୍ୟାଳୟଚେକ୍ ଗଣରାଜ୍ୟଉପବାସଜଳବିଦ୍ୟୁତ୍୨୦୦୩ଦୀନକୃଷ୍ଣ ଦାସଚନ୍ଦକା ହାତୀ ଅଭୟାରଣ୍ୟଗୋଦାବରୀଶ ମହାପାତ୍ରପଞ୍ଚତନ୍ତ୍ରବ୍ରହ୍ମୋତ୍ରୀ ମହାନ୍ତିଉଇକିକମନ୍ସମେଟ୍ରୋନିଡାଜୋଲବିରଜା ମନ୍ଦିରଫତୁରାନନ୍ଦସୁଭାଷ ଚନ୍ଦ୍ର ବୋଷଶୁକ୍ର୮ ଫେବୃଆରୀଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସମଧୁସୂଦନ ରାଓରାମ ନବମୀଭାରତର ସଂସ୍କୃତିଲଣ୍ଡନଅଶୋକ (ସମ୍ରାଟ)୧ ଅପ୍ରେଲବୁଦ୍ଧ ପୂର୍ଣ୍ଣିମାନଦୀପ୍ରଣବ ପ୍ରକାଶ ଦାସAnifrolumabନଅଙ୍କ ଦୁର୍ଭିକ୍ଷଆଚାର୍ଯ୍ୟ ହରିହରମ୍ୟାଲେରିଆ୩୪୩ଲବଣ ସତ୍ୟାଗ୍ରହନେପୋଲିୟନ ବୋନାପାର୍ଟଦ୍ରାଘିମାବ୍ୟଞ୍ଜନ ବର୍ଣ୍ଣGlobe ruptureସମୟମଣ୍ଡଳକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବଡ଼ିଯୁକ୍ତରାଜ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରମାଦେବୀ ଚୌଧୁରୀନନ୍ଦ କିଶୋର ବଳଯମୁନା🡆 More