ଘର ବାହୁଡ଼ା: ୧୯୭୩ର ଓଡ଼ିଆ କଥାଚିତ୍ର

ଘର ବାହୁଡ଼ା ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର। ଏକାମ୍ର ଚିତ୍ରମ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ କଥାଚିତ୍ର ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।

ଘର ବାହୁଡ଼ା
ଘର ବାହୁଡ଼ା: ଅଭିନୟରେ, ଗୀତ ଓ ସଙ୍ଗୀତ[୨], ଆଧାର
ଘର ବାହୁଡ଼ା କଥାଚିତ୍ରର ପୋଷ୍ଟର
ନିର୍ଦ୍ଦେଶକସୋନା ମୁଖାର୍ଜୀ
ପ୍ରଯୋଜକସୋମନାଥ ସାହୁ
ସଂଳାପକିଶୋରୀ ଚରଣ ଦାସ
ମୂଳ ଆଧାରକମଳଲୋଚନ ମହାନ୍ତିଙ୍କ ନାଟକ ସଂଗ୍ରାମୀ
କଳାକାରସୁଜାତା ଆନନ୍ଦ, ନିରଞ୍ଜନ ଶତପଥୀ, ସାମୁଏଲ ସାହୁ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୬ ଫେବୃଆରୀ୧୯୭୩
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୭ଲକ୍ଷ୨୦ ହଜାର ଟଙ୍କା

ଅଭିନୟରେ

'ଘର ବାହୁଡ଼ା' କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ଗୀତ ଗୁଡ଼ିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ଏକା ଏକା ମନେ ମନେ ନରସିଂହ ମହାପାତ୍ର ନିର୍ମଳା ମିଶ୍ର
୨) ମନର ଶାମୁକା ବୁକେ ନରସିଂହ ମହାପାତ୍ର ଅକ୍ଷୟ ମହାନ୍ତିତୃପ୍ତି ଦାସ
୩) ମାରିନେଲେ ମହାପାତ୍ରେ କାଳୀଚରଣ ପଟ୍ଟନାୟକ ବାଳକୃଷ୍ଣ ଦାଶ
୪) ତୋର ଚିକିମିକି ଚିକିମିକି ଶିବବ୍ରତ ଦାସ ଅକ୍ଷୟ ମହାନ୍ତି
୫) ମୋ ସାଙ୍ଗେ ଲାଗନାରେ ଦେବଦାସ ଛୋଟରାୟ ଅକ୍ଷୟ ମହାନ୍ତିସିପ୍ରା ବୋଷ
୬) ଦିହୁଡ଼ି ଜଳୁଛି କାହିଁରେ କାହିଁ ପର୍ଶୁରାମ ପଟ୍ଟନାୟକ ମହମ୍ମଦ ସିକନ୍ଦର ଆଲାମ, ଧନଞ୍ଜୟ ଶତପଥୀ ଓ ସାଥୀ
୭) ଏ ମାୟାବିନୀ ବନ ଜୋଛନା ପର୍ଶୁରାମ ପଟ୍ଟନାୟକ ମହମ୍ମଦ ସିକନ୍ଦର ଆଲାମନିର୍ମଳା ମିଶ୍ର

ଆଧାର

ଅଧିକ ତଥ୍ୟ

Tags:

ଘର ବାହୁଡ଼ା ଅଭିନୟରେଘର ବାହୁଡ଼ା ଗୀତ ଓ ସଙ୍ଗୀତ[୨]ଘର ବାହୁଡ଼ା ଆଧାରଘର ବାହୁଡ଼ା ଅଧିକ ତଥ୍ୟଘର ବାହୁଡ଼ା

🔥 Trending searches on Wiki ଓଡ଼ିଆ:

ଅନ୍ତରା ଚକ୍ରବର୍ତ୍ତୀଆଷାଢ଼ଓଡ଼ିଶା ସରକାରଉଇକିକମନ୍ସସ୍ୱାମୀ ବିବେକାନନ୍ଦଲୁଣଓଡ଼ିଶାକୃଷ୍ଣ ଜନ୍ମାଷ୍ଟମୀଇନଷ୍ଟାଗ୍ରାମ୧୯ ଫେବୃଆରୀଗନ୍ଧମାର୍ଦନଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାୟୋନ୍ ମନ୍ଦିରବିଜୁ ଜନତା ଦଳସୀତା ବିବାହଓଡ଼ିଶାର ତହସିଲ ତାଲିକାଅରବିନ୍ଦ କେଜରିୱାଲରାମକୃଷ୍ଣ ନନ୍ଦହଂକଂଶାରଳା ପୁରସ୍କାରଭାରତୀୟ ଜନତା ପାର୍ଟିଯକ୍ଷ୍ମାଶିମିଳିପାଳ ଜାତୀୟ ଉଦ୍ୟାନଜାପାନୀ ଭାଷାବାଞ୍ଛାନିଧି ମହାନ୍ତିରାସନ କାର୍ଡ଼ (ଭାରତ)ଓଡ଼ିଶାର ଦୋଳଯାତ୍ରାବର୍ଷା ପ୍ରିୟଦର୍ଶିନୀଶ୍ରୀଧର ଦାସରାୟଗଡ଼ା ରେଳ ଷ୍ଟେସନଭଗବତ ଗୀତାନନ୍ଦିଘୋଷକଟକଇମେଲନାରୀବାଦବିଜୁ ପଟ୍ଟନାୟକବ୍ରାଉଜରରାମ ନବମୀସଂକ୍ରାନ୍ତିଅଚ୍ୟୁତ ସାମନ୍ତ୧୫ ଅପ୍ରେଲସୌଭାଗ୍ୟ କୁମାର ମିଶ୍ରମୁକ୍ତେଶ୍ୱର ଦେଉଳଅଶୋକ ସମ୍ରାଟମହେଶ ସାହୁଲୋକ ସଭାମଧୁସୂଦନ ରାଓରମାକାନ୍ତ ରଥଶ୍ୱେତସାରଶନିଓଟାୱାଉଦ୍‌ବେଗଓଡ଼ିଶାର ଲୋକନୃତ୍ୟଭାରତର ସଂସ୍କୃତିଆଚାର୍ଯ୍ୟ ହରିହରଗୋପାଳ ଛୋଟରାୟବୌଦ୍ଧ ଜିଲ୍ଲାରଥଯାତ୍ରାମହାବୀର ଜୈନମହୁମାଛିମୟୂରଭଞ୍ଜ ଜିଲ୍ଲାଯୁକ୍ତରାଜ୍ୟଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬🡆 More