ଘନଶ୍ୟାମ ମିଶ୍ର

ଘନଶ୍ୟାମ ମିଶ୍ର ଜଣେ ଭାରତୀୟ ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ ଥିଲେ । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ, ତାଙ୍କୁ ଆୟୁର୍ବେଦ ବାଚସ୍ପତି ସମ୍ମାନରେ ଭୂଷିତ କରାଯାଇଛି । ସେ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ଆୟୁର୍ବେଦ ଔଷଧର ପ୍ରସ୍ତୁତି ଓ ଗବେଷଣା କାର୍ଯ୍ୟ ନିମନ୍ତେ ସେ 'ନ୍ୟାସନାଲ ଆୟୁର୍ବେଦ ଫାର୍ମାସୀ' ପ୍ରତିଷ୍ଠା କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ତାଙ୍କ ନାମରେ ଏକ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟ ରହିଛି । ନିଜ ଜନ୍ମସ୍ଥାନ ରାଇସିଂପୁରରେ ପିତା, ବାଉରୀବନ୍ଧୁ ମିଶ୍ରଙ୍କ ନାମରେ 'ବାଉରୀବନ୍ଧୁ ପ୍ରାଥମିକ ବିଦ୍ୟାଳୟ' ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପିତାମାତାଙ୍କ ନାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପାସକରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱର୍ଣ୍ଣପଦକ ପୁରସ୍କାରର ପ୍ରବର୍ତ୍ତନ ମଧ୍ୟ କରିଛନ୍ତି । ଏହା ବ୍ୟତିତ ସେ ଓଡ଼ିଶା ଷ୍ଟେଟ କାଉନସିଲ, ଫାକଲ୍ଟି ଅଫ ଆୟୁର୍ବେଦ ମେଡିସିନ, ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନର ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି । ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସିନେଟ ଓ ସିଣ୍ଡିକେଟ ସଭ୍ୟ ମଧ୍ୟ ରହିଥିଲେ । ସେ 'ଦ୍ରବ୍ୟଗୁଣ କଳ୍ପତରୁ', 'ନେତ୍ରୋତ୍ତମ' ଆଦି ବହୁ ଆୟୁର୍ବେଦ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି ।

ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର
ଘନଶ୍ୟାମ ମିଶ୍ର
ଜନ୍ମ (1922-10-10) ୧୦ ଅକ୍ଟୋବର ୧୯୨୨ (ବୟସ ୧୦୧)
ଖଣ୍ଡଦେଉଳି, ରାଇସିଂପୁର, ଆସିକା
ମୃତ୍ୟୁ୧ ଜୁନ ୨୦୧୪(2014-06-01) (ବୟସ ୯୧)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଆୟୁର୍ବେଦ ଚିକିତ୍ସକ
ସନ୍ତାନଡା. ଅକ୍ଷୟ କୁମାର ମିଶ୍ର
ପିତାମାତା(s)ବାଉରୀବନ୍ଧୁ ମିଶ୍ର, ଚିତ୍ରକଳା

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ - ୨୦୦୬
  • ଆୟୁର୍ବେଦ ବାଚସ୍ପତି
  • ଆୟୁର୍ବେଦାଚାର୍ଯ୍ୟ

ଆଧାର

Tags:

କବିସୂର୍ଯ୍ୟ ନଗରପୁରୀବ୍ରହ୍ମପୁର ବିଶ୍ୱବିଦ୍ୟାଳୟଭାରତଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଗାଲୁଆପଣା ସଂକ୍ରାନ୍ତିଭାରତୀୟ ସ୍ୱାଧୀନତା ଆନ୍ଦୋଳନଜୟ ଜଗନ୍ନାଥସମାଜ (ଖବରକାଗଜ)ସୁରେନ୍ଦ୍ର ମହାନ୍ତିବିଜ୍ଞାନବୋବ୍ୱିଲିବିବାହପ୍ରଦୀପ କୁମାର ପାଣିଗ୍ରାହୀଜଣ୍ଡିସ୍ପ୍ରଥମ ବିଶ୍ୱଯୁଦ୍ଧପରିବେଶକୋଣାର୍କ ସୂର୍ଯ୍ୟ ମନ୍ଦିରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନେରାଟିନିବରାଜା ରାମମୋହନ ରାୟବାସନ୍ତୀ୧୫ ଫେବୃଆରୀଅଟିଜିମ୍‌ବିଧାନ ସଭା ସଭ୍ୟବାଘଓଡ଼ିଶାର ଇତିହାସତରୁଣକାନ୍ତି ମିଶ୍ରସମ୍ବଲପୁରୀ ଭାଷାରୋହିତ ପୂଜାରୀସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମିଳିତ ଜାତିସଂଘବିଲେଇଅଣସରହିଙ୍ଗୁଳା ମନ୍ଦିରବାରାକ ଓବାମାହୀରାକୁଦ ବନ୍ଧଅମରକଣ୍ଟକ ଏକ୍ସପ୍ରେସସମ୍ବଲପୁର ଜିଲ୍ଲାଗୋପାଳ ଚନ୍ଦ୍ର ପ୍ରହରାଜ୧୯୨୦ସାରଳା ଦାସହନୁମାନ ଚାଳିଶାମନୋରଞ୍ଜନ ଦାସତାରାତାରିଣୀ ମନ୍ଦିରମହାତ୍ମା ଗାନ୍ଧୀପୃଥିବୀଲକ୍ଷ୍ମଣ ନାୟକବିଦୁସ୍ମିତାଚିଲିକା ହ୍ରଦଆନନ୍ଦପୁରପରଶୁରାମବୈଷ୍ଣବ ଚରଣ ସାମଲରେବତୀ (କ୍ଷୁଦ୍ରଗଳ୍ପ)ପ୍ରଦ୍ୟୁମ୍ନ ଲେଙ୍କାରାଧାନାଥ ରାୟଭାଷାପୁରୀ ଜିଲ୍ଲାଋଷିଆଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବିଶ୍ୱଜିତ ଦାସଯକୃତବଙ୍ଗୋପସାଗରବନ୍ଧୁ ମହାନ୍ତିଅପରେଟିଙ୍ଗ ସିଷ୍ଟମରମାକାନ୍ତ ରଥଅକ୍ଷି ତୃତୀୟାସଞ୍ଜୀବ କୁମାର ମଲ୍ଲିକଅର୍ଜୁନ ଗଛଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମହାପାତ୍ରବୀର ସୁରେନ୍ଦ୍ର ସାଏଭୁବନେଶ୍ୱର ବେହେରା🡆 More