ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ଅନ୍ତର୍ଜାତୀୟ ରାଷ୍ଟ୍ରମାନଙ୍କର ସଙ୍ଘ ଅଟେ, ଯେଉଁମାନେ ଶୀତଳ ଯୁଦ୍ଧ ଅନ୍ତର୍ଗତ କୌଣସି ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହଁନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ପରେ ୧୨୦ଟି ରାଷ୍ଟ୍ରବିଶିଷ୍ଟ ଏହି ଗୋଷ୍ଠୀ ବିଶ୍ୱରେ ଦ୍ୱିତୀୟ ବୃହତ ଗୋଷ୍ଠୀ ଅଟେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଉଭୟ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ ରୁଷ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାଙ୍କ ପ୍ରତି ନିରପେକ୍ଷ ଥିବା ରାଷ୍ଟ୍ରଙ୍କୁ ନେଇ ତୃତୀୟ ବିଶ୍ୱର ପରିକଳ୍ପନା ହୋଇଥିଲା ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ସଂଶ୍ଳିଷ୍ଟ ରାଷ୍ଟ୍ରସମୂହ (ଘନନୀଳ ରଙ୍ଗରେ ଚିହ୍ନିତ ରାଷ୍ଟ୍ରମାନେ ସକ୍ରିୟ ପ୍ରତିଭାଗୀ ଏବଂ ନୀଳ ଚିହ୍ନିତମାନେ ଦର୍ଶକ ରାଷ୍ଟ୍ର)

ଇଣ୍ଡୋନେସିଆର ବାନ୍ଦୁଙ୍ଗଠାରେ ଅନୁଷ୍ଠିତ ଆଫ୍ରିକୀୟ ଏବଂ ଏସୀୟ ରାଷ୍ଟ୍ରମାନଙ୍କର ସମ୍ମିଳନୀ (୧୯୫୫)ରେ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଦ୍ୱାରା ଆନ୍ଦୋଳନଟିର ସୂତ୍ରପାତ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ୧୯୬୧ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରାରମ୍ଭ ହୋଇଥିଲା ।

ଆଧାର

Tags:

ଋଷିଆଯୁକ୍ତରାଷ୍ଟ୍ର ଆମେରିକା

🔥 Trending searches on Wiki ଓଡ଼ିଆ:

ଇଣ୍ଡୋନେସିଆଫତୁରାନନ୍ଦଓଡ଼ିଶାର ଭୂଗୋଳକୋଣାର୍କଭାରତର ଜାତୀୟ ପତାକାହନୁମାନ ଚାଳିଶାକିଶୋରୀ ଚରଣ ଦାସବନମାଳୀ ଦାସପଶ୍ଚିମ ଓଡ଼ିଶାଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଆ ରାମାୟଣଓଡ଼ିଆ ସାହିତ୍ୟର ଇତିହାସସୋଫିଆ ଆଲାମସାଲବେଗପଞ୍ଚାୟତ ରାଜକଟକ୬ ମାର୍ଚ୍ଚସିଦ୍ଧାନ୍ତ ମହାପାତ୍ରଖୋର୍ଦ୍ଧା ଜିଲ୍ଲାଇନଷ୍ଟାଗ୍ରାମପ୍ରାଣବନ୍ଧୁ କରଇନକ୍ଲିସିରାନପ୍ରସନ୍ନ ଆଚାର୍ଯ୍ୟଓଡ଼ିଆ ସାହିତ୍ୟରବି ନାରାୟଣ ନନ୍ଦଶିଶୁପାଳଗଡ଼ରାମାୟଣପ୍ଲୀହାରୋହିତ ପୂଜାରୀପଞ୍ଚସଖାଏକାଦଶୀନବୀନ ପଟ୍ଟନାୟକଓଡ଼ିଆ ଭାଷାଅଯୋଧ୍ୟାକମ୍ପ୍ୟୁଟରରକ୍ତରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଏଚଆଇଭି/ଏଡସଇନ୍‌ଫ୍ଲୁଏଞ୍ଜାବିଜୁ ଜନତା ଦଳଇସଲାମ ଧର୍ମwiki.phtmlଶ୍ରାଦ୍ଧପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନେପାଳୟୁ ଟ୍ୟୁବକଟକ ଜିଲ୍ଲାଗୋଦାବରୀଶ ମହାପାତ୍ରବକ୍ସି ଜଗବନ୍ଧୁହନୁମାନ ଜୟନ୍ତୀଯଦୁମଣି ମହାପାତ୍ରକରଞ୍ଜବାଲେଶ୍ୱର ଜିଲ୍ଲାବିଧାନ ସଭା ସଭ୍ୟସଚ୍ଚିଦାନନ୍ଦ ରାଉତରାୟକେନ୍ଦୁଝର ଜିଲ୍ଲାଫେସବୁକଲାରି ସାଙ୍ଗରନୀଳକଣ୍ଠ ଦାସସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଂଶୁଘାତନବକୃଷ୍ଣ ଚୌଧୁରୀ🡆 More