ଗୋପୀନାଥ ଗଜପତି: ପାରଳାଖେମୁଣ୍ଡି ରାଜା

ଗୋପୀନାଥ ଗଜପତି (୬ ମାର୍ଚ୍ଚ ୧୯୪୩ - ୧୦ ଜାନୁଆରୀ ୨୦୨୦) ; ଜନ୍ମନାମ: ଗୋପୀନାଥ ଗଜପତି ନାରାୟଣ ଦେଓ) ପାରଳାଖେମୁଣ୍ଡିର ରାଜା ଏବଂ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ବାଙ୍ଗାଲୋରରୁ ଆସିଥିଲେ ଏବଂ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧ ଭାବରେ ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଏବଂ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ପୁଣି ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ଗୋପୀନାଥ ଗଜପତି
ସାଂସଦ: ୯ମ ଏବଂ ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୬
ପୂର୍ବ ଅଧିକାରୀଜଗନ୍ନାଥ ରାଓ
ପର ଅଧିକାରୀପି. ଭି. ନରସିଂହ ରାଓ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଗୋପୀନାଥ ଗଜପତି ନାରାୟଣ ଦେଓ

(1943-03-06)୬ ମାର୍ଚ୍ଚ ୧୯୪୩
ପାରଳାଖେମୁଣ୍ଡି, ଓଡ଼ିଶା
ମୃତ୍ୟୁ୧୦ ଜାନୁଆରୀ ୨୦୨୦(2020-01-10) (ବୟସ ୭୬)
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି (୧୯୯୮-୨୦୦୯),
ବିଜୁ ଜନତା ଦଳ (୨୦୦୯-ଏବେଯାଏଁ)
ଜୀବନ ସାଥୀପୂର୍ଣ୍ଣା ଦେବୀ ଗଜପତି
ସନ୍ତାନଗୋଟିଏ ପୁଅ, ଗୋଟିଏ ଝିଅ
ଶିକ୍ଷାନୁଷ୍ଠାନଅଲାଗାପ୍ପା କଲେଜ ଅଫ୍ ଟେକ୍ନୋଲୋଜି

ଆଧାର

Tags:

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିଜୁ ଜନତା ଦଳବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟିଭାରତୀୟ ଜାତୀୟ କଂଗ୍ରେସ୧୦ମ ଲୋକ ସଭା୯ମ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ସଫ୍ଟୱେରଚାନ୍ଦିପୁରରୁକୁଣା ରଥଯାତ୍ରାଏଣ୍ଟ୍ରେକ୍ଟିନିବହନୁମାନ ଜୟନ୍ତୀ୫ ଜୁନବିଶ୍ୱଜିତ ଦାସତାରିଣୀ ମନ୍ଦିର, ଘଟଗାଁଶ୍ରୀରାଧାପିପିଲିଚିଲିକା ହ୍ରଦଅଷ୍ଟ୍ରେଲିଆପାଳୁଅମ୍ୟୁଚୁଆଲ ଫଣ୍ଡକେନ୍ଦୁଝର ଜିଲ୍ଲାଶିଶୁ ଅନନ୍ତ ଦାସବାରବାଟି ଦୁର୍ଗସମାଜ (ଖବରକାଗଜ)ଓଡ଼ିଶାର ଦଶହରାବିଜୁ ପଟ୍ଟନାୟକଇରା ମହାନ୍ତିସାହି ଯାତଓଡ଼ିଆ ନାଟକଗୁପ୍ତେଶ୍ୱରବୁଦ୍ଧ ପୂର୍ଣ୍ଣିମାବିଷ୍ଣୁଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେବତୀ (କ୍ଷୁଦ୍ରଗଳ୍ପ)ରବୀନ୍ଦ୍ରନାଥ ଠାକୁରଭକ୍ତ ଚରଣ ଦାସଇଣ୍ଡୋନେସିଆପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବିଦୁସ୍ମିତାରାଜଧାନୀ ପ୍ରତିଷ୍ଠା ଦିବସଚିତ୍ତରଞ୍ଜନ ଦାସଚନ୍ଦ୍ରଶେଖର ନନ୍ଦନୂଆ ଦିଲ୍ଲୀ୨ୟ ଓଡ଼ିଶା ବିଧାନ ସଭାପୋଡ଼ ପିଠାwiki.phtmlଜୀବାଣୁ ଭାଜିନୋସିସରଜକ୍ଷୀରଲକ୍ଷ୍ମୀକାନ୍ତ ମହାପାତ୍ରମେକ୍ସିକୋବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଇନଷ୍ଟାଗ୍ରାମନୀଳକଣ୍ଠ ଦାସପରଦେଶୀ ବାବୁଶାନ୍ତନୁ କୁମାର ଆଚାର୍ଯ୍ୟମିଳିତ ଜାତିସଂଘସିଦ୍ଧାନ୍ତ ମହାପାତ୍ରଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସପ୍ରାଣୀକରଞ୍ଜଚନ୍ଦ୍ରଗୁପ୍ତମଙ୍ଗଳା ମନ୍ଦିରହାଡ଼ି ଦାସଇତିହାସଇସଲାମ ଧର୍ମ🡆 More