ଗପ ସଙ୍କଳନ ଗୋପପୁର: ଗପ ସଙ୍କଳନ

ଗୋପପୁର ରାମଚନ୍ଦ୍ର ବେହେରାଙ୍କ ରଚିତ ଏକ ଗଳ୍ପ ସଙ୍କଳନ । କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏଥି ପାଇଁ ୨୦୦୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗୋପପୁର ଭାରତୀୟ ପରମ୍ପରା ଓ ଚିନ୍ତା ମାନସରେ ଗଭୀର ପ୍ରତ୍ୟୟବୋଧ ଓ କଲ୍ୟାଣଚେତନାର ଏକ ମହତୀ ଭାବଭୂମି । ସମସ୍ତ ପରାଜୟର ଗ୍ଳାନି ଓ ମନୋଭାବକୁ ଅତିକ୍ରମ କରି ମଣିଷଯେ ବଞ୍ଚିରହିବ, ଆଲୋକ ଓ ଆନନ୍ଦର ଅଭିଳାଷୀ ହେବ- ଏହି ପ୍ରକାର ଏକ ଆଲୋକିତ ଆଶ୍ୱାସନା ଓ ଆତ୍ମିକ ଅନ୍ୱେଷାବୋଧ ଗୋପପୁରର ଗଳ୍ପମାନଙ୍କର ଅନ୍ତଃସ୍ୱର ।

ଗୋପପୁର  
ଲେଖକରାମଚନ୍ଦ୍ର ବେହେରା
ମଲାଟ ଚିତ୍ରକରରଞ୍ଜିତ ପରିଜା
ଦେଶଗପ ସଙ୍କଳନ ଗୋପପୁର: ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ, ଆଧାର, ଆହୁରି ଦେଖନ୍ତୁ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶକବିଦ୍ୟା ପ୍ରକାଶନ, ବାଲୁବଜର, କଟକ
ପ୍ରକାଶ ତାରିଖ୨୦୦୩, ୨୦୦୬
ପୃଷ୍ଠା୨୬୦ (ଦ୍ୱିତୀୟ ମୁଦ୍ରଣ)
ISBN୮୧-୭୭୦୩-୦୪୬-୯

ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ

  1. ଗୋପପୁର
  2. ଭୂମିକା
  3. ବିସ୍ଫୋରଣ
  4. ଆୟୁଷ୍ମାନ
  5. ଦୀପୁର ଜେଜେମା
  6. ହେଡ଼ମାଷ୍ଟର
  7. ମା ଓ ପୁଅ
  8. ଘର ବାହୁଡା
  9. ଏକ ହତ୍ୟାକାଣ୍ଡ ପାଇଁ ଖସଡା
  10. ପିତୃସତ୍ୟ
  11. ଉତ୍ତର ପୁରୁଷ
  12. ପ୍ରସାରିତ ଆଲିଙ୍ଗନ
  13. ନର୍ସିଙ୍ଗ ହୋମ
  14. ରାଜକୀୟ ପୋଷାକ
  15. ପ୍ରତିଯୋଗିତା

ଆଧାର

ଆହୁରି ଦେଖନ୍ତୁ

ବାହାର ଲିଙ୍କ

Tags:

ଗପ ସଙ୍କଳନ ଗୋପପୁର ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକଗପ ସଙ୍କଳନ ଗୋପପୁର ଆଧାରଗପ ସଙ୍କଳନ ଗୋପପୁର ଆହୁରି ଦେଖନ୍ତୁଗପ ସଙ୍କଳନ ଗୋପପୁର ବାହାର ଲିଙ୍କଗପ ସଙ୍କଳନ ଗୋପପୁର

🔥 Trending searches on Wiki ଓଡ଼ିଆ:

କବିସୂର୍ଯ୍ୟ ବଳଦେବ ରଥଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାବୀର ଜୈନଜୟୀରାମ ସାମଲବାବା ବଳିଆବୀଣାପାଣି ମହାନ୍ତିଅର୍ଥଶାସ୍ତ୍ରଆରିଷ୍ଟୋଟଲଜଳ ପ୍ରଦୂଷଣଭର୍ତ୍ତୃହରି ମହତାବଜୀବାଣୁ ଭାଜିନୋସିସଦିଲୀପ ତିର୍କୀକାଜାଖସ୍ତାନଲକ୍ଷ୍ମୀଓଡ଼ିଆ ଭାଷାକାହ୍ନୁଚରଣ ମହାନ୍ତି୨ୟ ଓଡ଼ିଶା ବିଧାନ ସଭାସାରଦା ପ୍ରସାଦ ମିଶ୍ରଇଣ୍ତିଆ ଗେଟଅଯୋଧ୍ୟାସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହୃଷୀକେଶ ପଣ୍ଡାନମିତା ଅଗ୍ରୱାଲପାଲାପ୍ରତିଭା ରାୟବଳରାମ ଦାସଇସଲାମ ଧର୍ମଇନୋଟୁଜୁମାବ ଓଜୋଗାମିସିନଗୋଦାବରୀଶ ମହାପାତ୍ରପ୍ରଥମ ବିଶ୍ୱଯୁଦ୍ଧବୈଦେହୀଶ ବିଳାସପୋଇଚାନ୍ଦିପୁରଭାରତନବଦୁର୍ଗାରବୀନ୍ଦ୍ର କୁମାର ପ୍ରହରାଜଓଧପୃଥିବୀଡଙ୍ଗାପ୍ରଦୂଷଣରବି ନାରାୟଣ ନନ୍ଦଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉଇକିପିଡ଼ିଆଇଂରାଜୀ ଭାଷାଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୌରସଂସ୍ଥାଜୟା ଶର୍ମା (କାର୍ଯ୍ୟକର୍ତ୍ତା)କେନ୍ଦୁଝର ଜିଲ୍ଲାସମୀର ରଞ୍ଜନ ଦାଶସାହି ଯାତହାତମାସକାଳିନ୍ଦୀ ଚରଣ ପାଣିଗ୍ରାହୀବ୍ୟଞ୍ଜନ ବର୍ଣ୍ଣରାମଚନ୍ଦ୍ର ବେହେରାଆର୍ଯ୍ୟଭଟ୍ଟଅମର ସିଂହ ଚମକିଲାଅଚ୍ୟୁତାନନ୍ଦ ପ‌ତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୃଷ୍ଣସଉରାବି. ଆର. ଆମ୍ବେଦକରକଟକ ଜିଲ୍ଲାବିଜୟ ମିଶ୍ରବାଘହାଣ୍ଡିଓଡ଼ିଶାର ସଂସ୍କୃତିରାଜେନ୍ଦ୍ର କିଶୋର ପଣ୍ଡାକ୍ୟୁ. ଆର. କୋଡ଼ଓଡ଼ିଆ କାବ୍ୟ କବିତା🡆 More