ଗୁରୁ ନାନକ: ଭାରତୀୟ ଗୁରୁ

ଗୁରୁ ନାନକ ଲାହୋର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ ଭାରତର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ ଇସଲାସ ଧର୍ମର ମୂଳତତ୍ତ୍ୱ ଅବଗତ ହେବା ନିମିତ୍ତ ସୁଦୂର ମକ୍କା ଓ ବାଗଦାଦକୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ ପଞ୍ଜାବର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ୱ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ ।

ଗୁରୁ ନାନକ
ଗୁରୁ ନାନକ: ପ୍ରାଥମିକ ଜୀବନ, ଧର୍ମ ପ୍ରଚାର, ଆଧାର
ଉନବିଂଶ ଶତାବ୍ଦୀର ଏକ ଦୁର୍ଲଭ ଚିତ୍ରରେ ଶିଖ ଧର୍ମର ଦଶ ଜଣ ଗୁରୁଙ୍କୁ ଦର୍ଶାଯାଇଛି ( ଗୁରୁ ନାନକ ମଧ୍ୟଭାଗରେ)
ଜନ୍ମ୧୫ ଏପ୍ରିଲ ୧୪୬୯
ନନକାନା ସାହିବ
(ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)
ମୃତ୍ୟୁ୨୨ ସେପ୍ଟେମ୍ବର ୧୫୩୯
କର୍ତାରପୁର
(ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)
ପିତାମାତା(s)ପିତା:କାଲୁ ମେହତା
ମାତା: ମାତା ତ୍ରିପ୍ତା

ପ୍ରାଥମିକ ଜୀବନ

ଧର୍ମ ପ୍ରଚାର

ହିନ୍ଦୁଇସଲାମର ମୌଳିକ ସତ୍ୟଗୁଡିକ ଏକତ୍ର କରି ସେ ଶିଖ ନାମକ ନୂତନ ଧର୍ମ ପ୍ରଚାର କରିଥିଲେ । ଏହାର ମୂଳତତ୍ତ୍ୱ ହେଲା ହିନ୍ଦୁ ଓ ମୁସଲମାନମାନେ ଅଭିନ୍ନ ଏବଂ ଇଶ୍ୱର ଏକ ଓ ଇଶ୍ୱରପ୍ରେମ ହିଁ ମୋକ୍ଷଲାଭର ଏକମାତ୍ର ଉପାୟ । ନାମ (ଈଶ୍ୱର ନାମକୀର୍ତ୍ତନ) , ଦାନ ଓ ସ୍ନାନ ଶିଖ ଧର୍ମର ସାରମର୍ମ । ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ ।

ଆଧାର

ବାହାର ତଥ୍ୟ

Tags:

ଗୁରୁ ନାନକ ପ୍ରାଥମିକ ଜୀବନଗୁରୁ ନାନକ ଧର୍ମ ପ୍ରଚାରଗୁରୁ ନାନକ ଆଧାରଗୁରୁ ନାନକ ବାହାର ତଥ୍ୟଗୁରୁ ନାନକପଞ୍ଜାବବାଗଦାଦଭାରତ

🔥 Trending searches on Wiki ଓଡ଼ିଆ:

ଚନ୍ଦନ ଯାତ୍ରାନେମାଳଜୀବସାର ଖପ୍ରାଣୀହନୁମାନ ଜୟନ୍ତୀଡାଲିବିବାହମନୋଜ ପଟ୍ଟନାୟକ (ଗୀତିକାର)ମି ଠୁ (ହ୍ୟାସଟ୍ୟାଗ)ଯାଜପୁରଧର୍ମଇଣ୍ଟରନେଟଅଂଶୁଘାତଚଉଷଠି ଯୋଗିନୀ ମନ୍ଦିର, ହୀରାପୁରନବକଳେବରତାରିଣୀ ମନ୍ଦିର, ଘଟଗାଁସ୍ତନଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମେସିନ ଟ୍ରାନ୍ସଲେସନଓଡ଼ିଆ ଭାଗବତରାମଚନ୍ଦ୍ର ବେହେରାଅଭିମନ୍ୟୁ ସାମନ୍ତସିଂହାରମନୋଜ ଦାସଗୋଦାବରୀଶ ମିଶ୍ରକୁଞ୍ଜବିହାରୀ ଦାଶଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଠଚମ୍ପାକଦଳୀରଥଯାତ୍ରାଜଗନ୍ନାଥ ଦାସକଳିଙ୍ଗ ଯୁଦ୍ଧବଙ୍ଗୋପସାଗରସାଇକେଲଜୟ ଜଗନ୍ନାଥଚେରୋ ଜାତିଆଲବର୍ଟ ଆଇନଷ୍ଟାଇନଫିଲିପାଇନ୍ସଆସିକାଇବାଣ୍ଡ୍ରୋନିକ ଏସିଡଦେଓମାଳୀବେଣୁଧର ରାଉତଭାରତୀୟ ସ୍ୱାଧୀନତା ଆନ୍ଦୋଳନଶାନ୍ତନୁ କୁମାର ଆଚାର୍ଯ୍ୟଶ୍ରୀରାଧାଓଡ଼ିଶାର ଲୋକନୃତ୍ୟନଟବର ସାମନ୍ତରାୟମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଟୋଲକାପୋନଚିନ୍ତାମଣି ବେହେରାସୁରେନ୍ଦ୍ର ମହାନ୍ତିଚନ୍ଦ୍ରଶେଖର ଆଜାଦପ୍ରଥମାଷ୍ଟମୀହେମନ୍ତ ଦାସଶ୍ରୀକାନ୍ତ ସାହୁରାଧାନାଥ ରାୟଓଡ଼ିଶାବୋବ୍ୱିଲିବନ୍ଧୁ ମହାନ୍ତିପାଟୁଆ ଯାତ୍ରାଗୋଦାବରୀଶ ମହାପାତ୍ରବନ୍ଧୁତାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସତ୍ୟ ସାଇ ବାବାହରେକୃଷ୍ଣ ମହତାବଶାରଳା ପୁରସ୍କାରପୁରୁଷୋତ୍ତମ ଦେବ🡆 More