ଗୁଫି ପେଣ୍ଟାଲ: ଭାରତୀୟ ଅଭିନେତା

ଗୁଫି ପେଣ୍ଟଲ (୪ ଅକ୍ଟୋବର ୧୯୪୪ - ୫ ଜୁନ ୨୦୨୩) ଜଣେ ଭାରତୀୟ ଫିଲ୍ମ ଓ ଟିଭି ଅଭିନେତା ଥିଲେ । ସେ ୧୯୮୦ ଦଶକରୁ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ସିରିୟାଲରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ମହାଭାରତ ଧାରାବାହିକରେ ତାଙ୍କର 'ଶକୁନି ' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହେଇଥିଲେ । ସେ ହାସ୍ୟାଭିନେତା କନବରଜିତ ପେଣ୍ଟାଲଙ୍କ ବଡ଼ ଭାଇ । ସେ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 

ଗୁଫି ପେଣ୍ଟଲ
ଗୁଫି ପେଣ୍ଟାଲ: ଅଭିନୟ , ମୃତ୍ୟୁ, ଆଧାର 
୨୦୧୦ ମସିହାରେ ପେଣ୍ଟଲ
ଜନ୍ମ
ସରବଜିତ ସିଂହ ପେଣ୍ଟଲ

(1944-10-04)୪ ଅକ୍ଟୋବର ୧୯୪୪
ତରନ ତାରନ, ପଞ୍ଜାବ
ମୃତ୍ୟୁ୫ ଜୁନ ୨୦୨୩(2023-06-05) (ବୟସ ୭୮)
ବୃତ୍ତି(ସମୂହ)ଅଭିନେତା, କାଷ୍ଟିଂ ନିର୍ଦ୍ଦେଶକ
ସକ୍ରିୟ ବର୍ଷ1978–2023
ବୈବାହିକ-ସାଥୀରେଖା ପେଣ୍ଟଲ
ସନ୍ତାନ
ସମ୍ପର୍କୀୟକନବରଜିତ ପେଣ୍ଟାଲ (ଭାଇ)
ହିତେନ ପେଣ୍ଟଲ (ପୁତୁରା)
ସାରା ପେଣ୍ଟଲ (ନାତୁଣୀ)


ପ୍ରଥମରୁ ଇଞ୍ଜିନିଅର ଭାବରେ ନିଜ ଜୀବିକା ନିର୍ବାହ କରୁଥିବା ଗୁଫି ପରେ ଫିଲ୍ମ ଓ ଟିଭି ପ୍ରତିଷ୍ଠାନରୁ ଶିକ୍ଷଣ ନେଇ ତାଙ୍କର ଅଭିନେତା ଜୀବନ ଆରମ୍ଭ କରିଥିଲେ । ୧୯୬୯ରେ ମୁମ୍ବାଇ ଆସି ପ୍ରଥମେ ମଡେଲିଂ ଓ ସହ ନିର୍ଦ୍ଦେଶକ ଭାବେ କାମ କଲା ପରେ ସେ ଫିଲ୍ମ ଓ ଟିଭି ଜଗତରେ ପ୍ରବେଶ କଲେ ଚରିତ୍ର ଅଭିନେତା ଭାବେ । ବି ଆର ଚୋପ୍ରାଙ୍କ ମହାଭାରତ ଧାରାବାହିକରେ 'ଶକୁନି' ଭୂମିକାରେ ସେ ଅଭିନୟ କରି ବିଖ୍ୟାତ ହେଇଯାଇଥିଲେ । 

'ଶ୍ରୀ ଚୈତନ୍ୟ ମହାପ୍ରଭୁ " ନାମକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ମୁମ୍ବାଇ ଅଭିନୟ ପ୍ରତିଷ୍ଠାନରେ ସେ ମୁଖ୍ୟ ଅଭିନୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । 

ଅଭିନୟ 

ଅଭିନୀତ ଚଳଚ୍ଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ଟିପଣୀ
୧୯୭୮ ଦିଲ୍ଲଗୀ ଗଣେଶ
୧୯୭୮ ଦେଶ ପରଦେଶ
୧୯୯୪ ସୁହାଗ ଅଜୟ ଦେବଗନଙ୍କର ମାମୁଁ
୧୯୯୫ ମୈଦାନ-ଏ-ଜଙ୍ଗ ମାମାଜୀ
୨୦୧୪ ସମ୍ରାଟ ଆଣ୍ଡ କୋ ଦିନେଶ ଦାସ

ଟିଭି ସିରିୟାଲ

  • ୧୯୮୮-୯୦: ମହାଭାରତ – ଶକୁନୀ
  • ୧୯୯୮-୨୦୦୦: ଆକବାର ବିରବଲ bal– ମୁଲ୍ଲା ଦୋ ପ୍ୟାଜା
  • ୨୦୦୨ :ଶଃ କୋଇ ହେ– (ଡଃ ଜାର୍କୋସ)
  • ୨୦୧୨-୧୩: ମିଃ କୌସିକ କି ପାଞ୍ଚ ବହୁୟେଁ – ବ୍ରିଜଭୂଷଣ ଭଲ୍ଲା
  • ୨୦୧୩: ମହାରାଣା ପ୍ରତାପ - ହୁମାୟୁନ

ମୃତ୍ୟୁ

ଗୁଫି ପେଣ୍ଟଲଙ୍କର ୨୦୨୩ ମସିହା ଜୁନ ମାସ ୫ ତାରିଖରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ଘଟିଥିଲା ।

ଆଧାର 

ବାହ୍ୟ ଆଧାର 

Tags:

ଗୁଫି ପେଣ୍ଟାଲ ଅଭିନୟ ଗୁଫି ପେଣ୍ଟାଲ ମୃତ୍ୟୁଗୁଫି ପେଣ୍ଟାଲ ଆଧାର ଗୁଫି ପେଣ୍ଟାଲ ବାହ୍ୟ ଆଧାର ଗୁଫି ପେଣ୍ଟାଲ

🔥 Trending searches on Wiki ଓଡ଼ିଆ:

ଚେକ୍ ଗଣରାଜ୍ୟଆସନଉତ୍କଳ ଦିବସସ୍ୱସ୍ତିକସାହି ଯାତwiki.phtmlଭୀମ ଭୋଇନରେନ୍ଦ୍ର ମୋଦୀକାନାଡ଼ାଅର୍ଥଶାସ୍ତ୍ରମୋଗଲ ସାମ୍ରାଜ୍ୟGlobe ruptureଓଡ଼ିଆ ଲିପିପଖାଳବୈକୁଣ୍ଠନାଥ ପଟ୍ଟନାୟକରେବତୀ (କ୍ଷୁଦ୍ରଗଳ୍ପ)ବିବାହ୨୦୨୨ ଫିଫା ବିଶ୍ୱକପ୍ଜଗନ୍ନାଥ ମନ୍ଦିରଭାରତର ସଂସ୍କୃତିଅଶୋକ (ସମ୍ରାଟ)ରାମଚନ୍ଦ୍ର ବେହେରାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସରସ୍ୱତୀଗ୍ରେଗୋରି ପାଞ୍ଜିଆଣ୍ଟିଅକ୍ସିଡାଣ୍ଟକାହ୍ନୁଚରଣ ମହାନ୍ତି୨୧ ମାର୍ଚ୍ଚଇଂଲଣ୍ଡଶାନ୍ତନୁ କୁମାର ଆଚାର୍ଯ୍ୟମଇ୧୯୭୦ପ୍ରଥମ ବିଶ୍ୱଯୁଦ୍ଧଦେଓମାଳୀଗୁଗଲକୋଣାର୍କ ସୂର୍ଯ୍ୟ ମନ୍ଦିରହିନ୍ଦୁ ବିବାହ ଅଧିନିୟମ, ୧୯୫୫ଆଙ୍ଗୋଲାନମିତା ଅଗ୍ରୱାଲମୂରଲୀଧର କୁଅଁରଇଣ୍ଟରନେଟଯକୃତରାସନ କାର୍ଡ଼ (ଭାରତ)ପ୍ରାଣୀ ବିଜ୍ଞାନଜଳବିଦ୍ୟୁତ୍୧୯୯୦ମାଲଟାଚନ୍ଦ୍ରଧର୍ମଚୈତ୍ର ପୂର୍ଣ୍ଣିମା୮ ଫେବୃଆରୀଲୋକ ସଭାକଟକଖାଦ୍ୟ ଖଣିଜ ଲବଣଉତ୍କଳ ବ୍ରାହ୍ମଣଆଚାର୍ଯ୍ୟ ହରିହରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସମହାତ୍ମା ଗାନ୍ଧୀପଦାର୍ଥ ବିଜ୍ଞାନ୧୯୫୩ସାରଳା ମହାଭାରତରାଉରକେଲାବେଲପରିସଂଖ୍ୟାନତରଳ ଝାଡ଼ାନୀଳକଣ୍ଠ ଦାସଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଗୁରୁପରିବେଶବାଘଜାନକୀ ବଲ୍ଲଭ ପଟ୍ଟନାୟକ🡆 More