ଗୁଣ୍ଡିଚା କୂଅ

ଗୁଣ୍ଡିଚା କୂଅ ଭାରତର ଓଡ଼ିଶାସ୍ଥିତ ଚିଲିକା ଗଡ଼ରେ ଥିବା ନଈରୀଠାରେ ଅବସ୍ତିତ ଏକ କୂପବିଶେଷ । ଏହା ଜଗନ୍ନାଥଙ୍କର ଏକ ସ୍ମୃତି ରୁପ ।

ଇତିହାସ

୧୯୩୨ ମସିହାରେ ଚିଲିକା ଗଡ଼ର ନଈରୀଠାରେ ରଥଯାତ୍ରା ହେଇଥିଲା । ଚିଲିକା କୂଳର ଲୁଣିପାଣି ଅଞ୍ଚଳର ହେଇଥିଲା ଗୁଣ୍ଡିଚା ବାଡି । ରଥଯାତ୍ରା କରି ଚତୁର୍ଦ୍ଧାମୂର୍ତ୍ତି ସେଠାରେ ବିଜେ କରିଥିଲେ । ଗୁଣ୍ଡିଚା ବାଡ଼ିରେ ଠାକୁରମାନେ ବିଜେ କରିବା ପରେ ନୀତି ପାଇଁ ପାଣି କେଉଠୁଁ ଆସିବ ଗାଁଲୋକେ ବିଚାର କରୁଥିଲେ । ଗଜପତି ରାମଚନ୍ଦ୍ରଙ୍କ ପୁତ୍ର କୃଷ୍ଣ ରାୟ ସେତେବେଳେ ଗଞ୍ଜାମର ଆଠଗଡ଼ରେ ରହୁଥିଲେ । ନଈରୀରେ ଠାକୁର ରହିଥିବା ଜାଣି ସେ ନିଜ ପ୍ରଚେଷ୍ଟାରେ ସେଠାରେ ରଥଯାତ୍ରା କରାଇଥିଲେ। ରଥଯାତ୍ରା ହେବାର ମାତ୍ର ଛଅଦିନ ପୂର୍ବରୁ ନବ ନିର୍ମିତ ଗୁଣ୍ଡିଚା ଘର ନିକଟରେ କୂଅ ଖୋଳାଯାଇଥିଲା । ଗାଁଲୋକେ ଚିଲିକା କୂଳରେ ଏହି କୂଅ ଖୋଳିଥିଲେ । ଏହା ମାତ୍ର ଗୋଟିଏ ଦିନରେ ଖୋଳା ଯାଇଥିଲା । ଏହି କୂଅରୁ ପ୍ରସାଦ ସେବା ପାଇଁ ପାଣି କଢ଼ାଯାଇଥିଲା । ଏହି କୂଅରୁ ଠାକୁରଙ୍କ ପାଣି ଯାଇଥିବାରୁ ସ୍ଥାନୀୟ ଲୋକ କୂଅପାଣି ବ୍ୟବହାର କରନ୍ତି ନାହିଁ।

କିମ୍ବଦନ୍ତୀ

ଲୋକପ୍ରବାଦ ଅନୁସାରେ ଲୁଣି ହ୍ରଦ ଚିଲିକା କୂଳରେ ଖୋଦିତ ହୋଇଥିଲେ ମଧ୍ୟ ଏହି କୂଅର ପାଣି ମଧୁର ଥିଲା । ଏହି କାରଣରୁ କୂଅର ନାମ ଗୁଣ୍ଡିଚା କୂଅ ଦିଆଯାଇଥିଲା ବୋଲି ବିଦିତ ।

ଆଧାର

Tags:

ଚିଲିକାଜଗନ୍ନାଥନଈରୀ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥଚିନ୍ତାମଣି ବେହେରାକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଭୂଗୋଳ୭ ଅପ୍ରେଲଓଡ଼ିଆ ସାହିତ୍ୟମାସଜାତୀୟ ସଂସଦ (ଜାପାନ)ଝୁଲଣ ଯାତ୍ରାଆଶ୍ୱିନଅନ୍ତରା ଚକ୍ରବର୍ତ୍ତୀଫକୀର ମୋହନ ସେନାପତିଧର୍ମେନ୍ଦ୍ର ପ୍ରଧାନଚୈତ୍ର ପୂର୍ଣ୍ଣିମା୧୯୭୦ରଥରଜସାରଳା ମହାଭାରତସୁରେନ୍ଦ୍ର ମହାନ୍ତିକଟକ ଜିଲ୍ଲାଇରା ମହାନ୍ତିୟୁରୋପଜ୍ଞାନପୀଠ ପୁରସ୍କାରଦ୍ୱିତୀୟ ବିଶ୍ୱଯୁଦ୍ଧସୀତାକାନ୍ତ ମହାପାତ୍ରଯୌନ ସମ୍ଭୋଗଚକ୍ଷୁଗୋଲକ ଫାଟ୨୦୨୨ ଫିଫା ବିଶ୍ୱକପ୍ନାରୀବାଦବାଘବିଜୁ ଜନତା ଦଳଲିଙ୍ଗରାଜ ମନ୍ଦିରପୂର୍ବେଶ୍ୱର ଶିବ ମନ୍ଦିରପ୍ରଥମ ବିଶ୍ୱଯୁଦ୍ଧ୮ ଅପ୍ରେଲଦେବ୍ରାଜ ଲେଙ୍କାବ୍ୟଞ୍ଜନ ବର୍ଣ୍ଣଚଇତି ଘୋଡ଼ା ନାଚ୧ ଅପ୍ରେଲବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଗୋପୀନାଥ ମହାନ୍ତିଅଚ୍ୟୁତାନନ୍ଦ ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀଟୋକିଓମନୋଜ ଦାସଙ୍କ କଥା ଓ କାହାଣୀଉଦ୍‌ଜାନବୌଦ୍ଧ ଜିଲ୍ଲାଖଜ୍ଜିଆରକାନାଡ଼ାମିଳିତ ଜାତିସଂଘରବି ସିଂଆଚାର୍ଯ୍ୟ ହରିହରଆମ୍ବବିଭୂତି ପଟ୍ଟନାୟକଇଟାମାଟି ଗ୍ରାମଭାରତୀୟ ଜନତା ପାର୍ଟିମହାନଦୀକୁଞ୍ଜବିହାରୀ ଦାଶଓଡ଼ିଆ କାବ୍ୟ କବିତା୧୯ ଫେବୃଆରୀସ୍ୱାମୀ ବିବେକାନନ୍ଦତ୍ରିଭୁଜଉତ୍ତମ ମହାନ୍ତିଭାନୁଜୀ ରାଓବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳାପାହାଡ଼ମାର୍ଚ୍ଚଗୋପବନ୍ଧୁ ଦାସ🡆 More