ଗାୟତ୍ରୀ ସରାଫ: ଓଡ଼ିଆ ଗାଳ୍ପିକା

ଗାୟତ୍ରୀ ସରାଫ (୧୭ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକା ଓ ଶିକ୍ଷୟତ୍ରୀ । ୨୦୧୭ ମସିହାରେ ସେ ନିଜ ଗଳ୍ପ ସଂକଳନ ଇଟାଭାଟିର ଶିଳ୍ପୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିସାରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି । ଆଲୋକିତ ଅନ୍ଧାର ତାଙ୍କ ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ । ଏହା ଆତ୍ମ ପ୍ରକାଶନୀ, ବଲାଙ୍ଗୀରଦ୍ୱାରା ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା ଓ ଅସିତ ମୁଖାର୍ଜୀ ବହିଟିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିଲେ ।

ଗାୟତ୍ରୀ ସରାଫ
ଜନ୍ମ ଓ ଜନ୍ମସ୍ଥାନ (1952-08-17) ୧୭ ଅଗଷ୍ଟ ୧୯୫୨ (ବୟସ ୭୧)
ବଲାଙ୍ଗୀର
ବୃତ୍ତିଶିକ୍ଷୟତ୍ରୀ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ

ରଚନାବଳୀ

ଗଳ୍ପ ସଙ୍କଳନ

  • ସ୍ମୃତିର ଚିତ୍ରନଦୀ (୨୦୦୭)
  • ନୀଳ ଜହ୍ନର ଜୁଇ (୨୦୦୬)
  • ବାପା ଭଲ ଅଛନ୍ତି (୨୦୦୩)
  • ପ୍ରେମିକା ପରି କେହି ଜଣେ (୧୯୯୮)
  • ନିଜସ୍ୱ ବସନ୍ତ (୧୯୯୬)
  • ଆଇନାର ଜହ୍ନ (୧୯୯୫)
  • ଆଲୋକିତ ଅନ୍ଧାର (୧୯୮୮)
  • ଶେଷ ବିଦାୟର ଗୀତ
  • ବର୍ଷାର ଓଢଣା ତଳେ
  • ଇଟାଭାଟିର ଶିଳ୍ପୀ
  • ଅନାହତ ପରମ୍ପରା(ସମ୍ପାଦନା)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୭( ଗଳ୍ପ ପୁସ୍ତକ ଇଟାଭାଟିର ଶିଳ୍ପୀ ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୧୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶ୍ରେଷ୍ଠ ଶିକ୍ଷୟତ୍ରୀ(ରାଷ୍ଟ୍ରପତି ପୁରସ୍କାର‌) - ୨୦୦୫
  • କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୦୭
  • ସୁଚରିତା ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର, ୧୯୯୬
  • ପ୍ରଜାତନ୍ତ୍ର ସାହିତ୍ୟ ସମ୍ମାନ, ୨୦୦୦
  • ଧରିତ୍ରୀ ସମ୍ମାନ
  • ସୁଧନ୍ୟା ସମ୍ମାନ
  • ପ୍ରଫୁଲ୍ଲ ମହାକୂଳ ସାହିତ୍ୟ ରତ୍ନ ସମ୍ମାନ, ୧୯୯୫
  • ଭୁବନେଶ୍ୱର ବେହେରା ପ୍ରଜ୍ଞା ସମ୍ମାନ
  • ଶ୍ରେଷ୍ଠ ଜିଲ୍ଲା ଗାଇଡ କମିଶନର ପୁରସ୍କାର

ଆଧାର

Tags:

ଗାୟତ୍ରୀ ସରାଫ ରଚନାବଳୀଗାୟତ୍ରୀ ସରାଫ ସମ୍ମାନ ଓ ପୁରସ୍କାର[୪]ଗାୟତ୍ରୀ ସରାଫ ଆଧାରଗାୟତ୍ରୀ ସରାଫଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

🔥 Trending searches on Wiki ଓଡ଼ିଆ:

ମନୋଜ ଦାସମୋହନ ସୁନ୍ଦର ଦେବ ଗୋସ୍ୱାମୀଭାରତୀୟ ସମ୍ବିଧାନଲିଙ୍ଗରାଜ ମନ୍ଦିରବନମାଳୀ ଦାସ୧୨୦୦ଭାଷାରବୀନ୍ଦ୍ରନାଥ ଠାକୁରପୂର୍ବ ଭାଦ୍ରପଦ (ନକ୍ଷତ୍ର)ଶୁକଦେବତୁର୍କୀକଳିକେଶ ନାରାୟଣ ସିଂହଦେଓକଳିଙ୍ଗ ଯୁଦ୍ଧବିଜ୍ଞାନଭାରତୀୟ ସଂଖ୍ୟା ପ୍ରଣାଳିଗ୍ରହଆମ୍ବେଦକର ଜୟନ୍ତୀକିଶୋର ପାଣିଗ୍ରାହୀନିଗମାନନ୍ଦ ପରମହଂସଧର୍ମଲକ୍ଷ୍ମୀକାନ୍ତ ମହାପାତ୍ରବିଲଙ୍କା ରାମାୟଣଲକ୍ଷ୍ମୀପ୍ରିୟା ମହାପାତ୍ରଲକ୍ଷ୍ମଣ ନାୟକଅର୍ଚ୍ଚନା (କବିତା ସଙ୍କଳନ)ଦାସକାଠିଆଗୀତଗୋବିନ୍ଦଆଲାପ୍ପୁଝାଆନି ବେସାନ୍ତଅଭିରାମ ପରମହଂସ୨ ନଭେମ୍ବରସୁରେଶ କୁମାର ରାଉତରାୟଆପଲ ଇନକର୍ପୋରେଟେଡଶ୍ରବଣ ( ରାମାୟଣ ର ଚରିତ୍ର )ଓଡ଼ିଶାର ମାପ ବ୍ୟବସ୍ଥାମୁକ୍ତେଶ୍ୱର ଦେଉଳଅରିନ୍ଦମ ରାୟଅଟିଜିମ୍‌ବି. ଆର. ଆମ୍ବେଦକରରାଜ୍ୟ ସଭାବୀର ସୁରେନ୍ଦ୍ର ସାଏନଡ଼ିଆବରଗଛଦେଓମାଳୀମହାବୀର ଜୈନସ୍ୱର ବର୍ଣ୍ଣଭୈରବୀ୨୧ ଅପ୍ରେଲଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ଭାଷାବିନୋଦ ଚନ୍ଦ୍ର ନାୟକସବ୍ୟସାଚୀ ମିଶ୍ରବିଜୁ ପଟ୍ଟନାୟକଚୈତନ୍ୟବସନ୍ତ କୁମାରୀ ପଟ୍ଟନାୟକପଞ୍ଚତନ୍ତ୍ରପଶ୍ଚିମ ଓଡ଼ିଶାଅଶ୍ୱିନୀ କୁମାର ଘୋଷବନ୍ଦେ ଉତ୍କଳ ଜନନୀଚରକମହିମା ଧର୍ମବୈଶାଖନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଖିଳ ନାୟକବୀଜାଣୁ୧୭ ଫେବୃଆରୀକୁନ୍ତଳା କୁମାରୀ ସାବତଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡଯୋଗଓଡ଼ିଶା ପ୍ରିମିଅର ଲିଗଚୌଧୁରୀ ହେମକାନ୍ତ ମିଶ୍ରଓଡ଼ିଆ ରାନ୍ଧଣା🡆 More