ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (English: Institute of Mathematics and Applications ବା IMA), ଭୁବନେଶ୍ୱର, ଓଡ଼ିଶା ସରକାରଙ୍କଦ୍ୱାରା 1999 ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷା ଅନୁଷ୍ଠାନ ଅଟେ । ଏହାର ଦୁଇଟି ମୂଳ ଉଦ୍ଦେଶ୍ୟ ହେଲା ପ୍ରୟୋଗାତ୍ମକ ଓ ଶୁଦ୍ଧ ଗଣିତଶାସ୍ତ୍ର ଉପରେ ଉଚ୍ଚତର ଗବେଷଣା ଏବଂ ଗଣିତରେ(mathematics, computation and computational finance) ସ୍ନାତକୋତ୍ତର ଶିକ୍ଷା ପ୍ରଦାନ । ଗଣିତ ବିଷୟରେ ଆଗ୍ରହ ସୃଷ୍ଟି ନିମନ୍ତେ ଏହି ଅନୁଷ୍ଠାନ ବିଭିନ୍ନ ବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ କରିଥାଏ ଓ ଗଣିତ ଅଲମ୍ପିଆଡ(Mathematics Olympiads) ଆୟୋଜନ ମଧ୍ୟ କରିଥାଏ ।

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ(IMA)
ସ୍ଥାପିତ୧୯୯୯
ପ୍ରକାରସର୍ବସାଧାରଣଙ୍କ ପାଇଁ
ନିର୍ଦ୍ଦେଶକପ୍ରଫେସର ଏ.କେ. ମିଶ୍ର
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସରସହରାଞ୍ଚଳ (Urban)
ୱେବସାଇଟhttp://www.iomaorissa.ac.in
ଭୁବନେଶ୍ୱର is located in Odisha
ଭୁବନେଶ୍ୱର
ଭୁବନେଶ୍ୱର
ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଅବସ୍ଥିତି

ଇତିହାସ

ରାଜନୈତିକ ଇତିହାସ

  • ପ୍ରଫେସର ବାମାଚାରଣ ଦାସ ଓଡ଼ିଶା ଗଣିତ ସଂସଦର ସଭାପତି ଥିବା ସମୟରେ ୧୯୭୫, ୧୯୭୬, ୧୯୮୧ ମସିହାରେ ଓଡ଼ିଶାରେ ଗଣିତ ପ୍ରତିଷ୍ଠାନ (Institute of Mathematics) ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ ।
  • ପ୍ରଫେସର ଘନଶ୍ୟାମ ସାମଲ ସଭାପତି ଥିବା ସମୟରେ ଗଣିତ ପ୍ରତିଷ୍ଠାନ ସ୍ଥାପନା ପାଇଁ ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟିବା ପାଇଁ ପ୍ରସ୍ତାବ ଗ୍ରହଣ ।
  • ୧୯୯୩ ମସିହାରେ ପ୍ରଫେସର ତ୍ରିବିକ୍ରମ ପତି ସଭାପତି ହେଲେ ଓ ସେ ଏହି ପଦବୀରେ ରହିଲେ ୨୦୦୧ ମସିହା ପର୍ଯ୍ୟନ୍ତ । ଓଡ଼ିଶାରେ ଗଣିତ ପ୍ରତିଷ୍ଠାନର ସ୍ଥାପନା କରିବା ପାଇଁ ସେ ଏହି ସମୟରେ ସକ୍ରିୟ ଭୂମିକା ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କୁ ସେ ଏକା ଏକା ଅନେକ ଥର ସାକ୍ଷାତ କରିଛନ୍ତି । ଏକାଧିକବାର ଅନୁଷ୍ଠାନ କରିବା ପାଇଁ Memorandum ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତୁତିକରଣ ପ୍ରକ୍ରିୟା ଓ ଆଲୋଚନା ବେଳେ ଏହାର ନାମକରଣ ହେଲା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (Institute of Mathematics and Application) ଓ ଉଦ୍ଦେଶ୍ୟଗୁଡିକ ଲିପିବଦ୍ଧ ହୋଇଥିଲା ।

ବିବାଦ

କ୍ୟାମ୍ପସ

କାର୍ଯ୍ୟକ୍ରମ

ଅଧିକ ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଇତିହାସଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ କ୍ୟାମ୍ପସଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ କାର୍ଯ୍ୟକ୍ରମଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଅଧିକ ଦେଖନ୍ତୁଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଆଧାରଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ବାହାର ଲିଙ୍କଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ

🔥 Trending searches on Wiki ଓଡ଼ିଆ:

ଦୁର୍ଗାନିତାଇ ପାଲିତପ୍ରଧାନମନ୍ତ୍ରୀ ଜନଧନ ଯୋଜନାବିଜୟ କୁମାର ଶତପଥୀମିହିର ଦାସwiki.phtmlଆର୍ଯ୍ୟଭଟ୍ଟପଞ୍ଚସଖାଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟପାଳୁଅଅନନ୍ତ ପଟ୍ଟନାୟକଜ୍ଞାନପୀଠ ପୁରସ୍କାରଭାରତଆଣ୍ଟୋନ ଚେକୋଭୱିଲିଅମ ସେକ୍ସପିଅରରଘୁନାଥ ମୁର୍ମୁଯଶୋବନ୍ତ ଦାସଭୂଖାଓଡ଼ିଆ ଲିପିଡ୍ରିମ୍ ଗାର୍ଲଓଡ଼ିଆ ଭାଗବତ୨୦୨୨ ଫିଫା ବିଶ୍ୱକପ୍ଗାଲୁଆଉତ୍ତମ କୁମାର ପ୍ରଧାନପୁରାଣପ୍ରସନ୍ନ କୁମାର ମିଶ୍ରନୀଳକଣ୍ଠ ଦାସହିରୋଶ୍ରୀରାମ ପଣ୍ଡାଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଟୋପିକ ଡର୍ମାଟାଇଟିସଗୀତଗୋବିନ୍ଦହିନ୍ଦୀପୋଡୋଫାଇଲମ ରେଜିନଭାରତୀୟ ସ୍ୱାଧୀନତା ଆନ୍ଦୋଳନସଂସଦୀୟ ଗଣତନ୍ତ୍ରପଣସବିଷ୍ଣୁଉଦ୍‌ଜାନଖାରବେଳ ସ୍ୱାଇଁଆର୍ମେନିଆବ୍ୟାଙ୍କଦକ୍ଷିଣ କୋଏଲ ନ‌ଦୀଦିସପୁରସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସIndiaଇତିହାସଅଞ୍ଜନାକବିସୂର୍ଯ୍ୟ ବଳଦେବ ରଥବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡିଆନ ପ୍ରିମିଅର ଲିଗସଚ୍ଚିଦାନନ୍ଦ ରାଉତରାୟଅଭିଗମ୍ୟତାଜଗନ୍ନାଥଙ୍କ ବେଶକ୍ୟୁ. ଆର. କୋଡ଼ଭିକାରୀ ବଳଓଡ଼ିଶାର ଭୂଗୋଳଅନୁଭବ ମହାନ୍ତିପାରମିତା ଶତପଥୀ୨୯ ମାର୍ଚ୍ଚସୌର ଜଗତଚୈତ୍ରସୁରେନ୍ଦ୍ର ମହାନ୍ତି🡆 More