ଗଞ୍ଜାମ ଜିଲ୍ଲା: ଓଡ଼ିଶାର ଜିଲ୍ଲା, ଭାରତ

]

ଗଞ୍ଜାମ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବ୍ରହ୍ମପୁର, ଆସ୍କା, କନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୧୩ଟି ଆସନ
 
Population
 (୨୦୧୧)
 • ଜିଲ୍ଲା୩୫୨୦୧୫୧
 • Rankଓଡ଼ିଶାରେ ପ୍ରଥମ (୧/୩୦)
 • Density429/km2 (1,110/sq mi)
 • Urban
୭୬୬୫୬୩
 • Rural
୨୭୫୩୫୮୮
 • ୬ ବର୍ଷରୁ କମ୍ ଶିଶୁ
୩୯୭୯୨୦
Time zoneଭାରତୀୟ ମାନକ ସମୟ (IST) +୫.୩୦
ଡାକ କୋଡ଼ (ପିନ୍)
୭୬୧ xxx
ଯାନବାହାନ ପଞ୍ଚୀକରଣOR/07, OD/07 (ଛତ୍ରପୁର RTO) OD/32 (ଭଞ୍ଜନଗର RTO)
ଜିଲ୍ଲାପାଳଦିବ୍ୟଜ୍ୟୋତି ପରିଡ଼ା
WebsiteOfficial website

ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ ।

ଗଞ୍ଜାମ ଜିଲ୍ଲା: ଭୂଗୋଳ, ଇତିହାସ ଓ ସଂସ୍କୃତି, ଶିକ୍ଷା
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ବିନାୟକ ଆଚାର୍ଯ୍ୟ ଓ ଦ୍ୱିତୀକୃଷ୍ଣ ପଣ୍ଡା

ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ।

ଭୂଗୋଳ

ବିଶେଷ ତଥ୍ୟ

  • ଆୟତନ: ୮୦୭୦.୬ ବର୍ଗ କି.ମି.

ଅବସ୍ଥିତି

ଦିଗବାରେଣି: 19°13′48″N 82°33′0″E / 19.23000°N 82.55000°E / 19.23000; 82.55000

ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଗଞ୍ଜାମ ଜିଲ୍ଲାର ମୋଟ ଲୋକସଂଖ୍ୟା ୩୫,୨୦,୧୫୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୭,୫୩,୫୮୮ ଓ ସହରାଞ୍ଚଳରେ ୭,୬୬,୫୬୩ ଲୋକ ବାସ କରନ୍ତି ।

  • ପୁରୁଷ: ୧୭,୭୭,୩୨୪
    • ଗ୍ରାମାଞ୍ଚଳ: ୧୩,୮୧,୦୫୧
    • ସହରାଞ୍ଚଳ: ୩,୯୬,୨୭୩
  • ମହିଳା: ୧୭,୪୨,୮୨୭
    • ଗ୍ରାମାଞ୍ଚଳ: ୧୩,୭୨,୫୩୭
    • ସହରାଞ୍ଚଳ: ୩,୭୦,୨୯୦
  • ଛ ବର୍ଷରୁ କମ: ୩,୯୭,୯୨୦
    • ଗ୍ରାମାଞ୍ଚଳ: ୩,୨୫,୩୫୯
    • ସହରାଞ୍ଚଳ: ୭୨,୫୬୧
  • ସାକ୍ଷରତା ହାର: ୭୧.୮୮%
    • ପୁରୁଷ: ୮୧.୫୫%
    • ମହିଳା: ୬୧.୮୪%

ଇତିହାସ ଓ ସଂସ୍କୃତି

ଗଞ୍ଜାମ ଜିଲ୍ଲା: ଭୂଗୋଳ, ଇତିହାସ ଓ ସଂସ୍କୃତି, ଶିକ୍ଷା 
ମା ଖମ୍ବେଶ୍ୱରୀ, ଆସିକା

ଗଞ୍ଜାମ ପ୍ରାଚୀନ ଦକ୍ଷିଣ କଳିଙ୍ଗ ପ୍ରଦେଶର ଏକ ଅଂଶବିଶେଷ ଥିଲା । ଅଶୋକ କଳିଙ୍ଗ ବିଜୟ କରି ଋଷିକୁଲ୍ୟା ନଦୀତଟସ୍ଥ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଜଉଗଡ଼ଠାରେ ଏକ ଶିଳାଲିପି ଖୋଦନ କରିଥିଲେ । ଏଥିରୁ ଅନୁମିତ ହୁଏ ଯେ, ଗଞ୍ଜାମର ଅଞ୍ଚଳ ସମ୍ରାଟ ଅଶୋକଙ୍କ ଶାସନାଧୀନ ଥିଲା । ଅନେକ କାଳ ପରେ ୧୫୭୨ରେ ଗୋଲକୁଣ୍ଡା ସୁଲତାନ ଇବ୍ରାହୀମ କୁତାବସାହୀ ଚିଲିକା ହ୍ରଦଠାରୁ ଆରମ୍ଭ କରି ଏକ ବିଶାଳ ଭୂଖଣ୍ଡକୁ ଦଖଲ କରିଥିଲେ, ଯାହା ଉତ୍ତର ସରକାର ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ଏ ଅଞ୍ଚଳକୁ ପାରସ୍ୟ ଭାଷାରେ ଗଂଜ୍-ଇ-ଆମ୍ (ସାଧାରଣ ବଜାର ସ୍ଥଳ) ନାମରେ ନାମିତ କରାଯାଇଥିଲା । ସାଧାରଣତଃ 'ଗଂଜ'ରୁ ଏହାର ସୃଷ୍ଟି ବୋଲି କୁହାଯାଏ ; ଗଂଜ ଅର୍ଥାତ୍ କୌଣସି ସ୍ଥାନ ବା ଅଞ୍ଚଳ । ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି । ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀ ବେଳର କଂଗୋଦ ଶବ୍ଦରୁ ଗଞ୍ଜାମ ହୋଇଛି । କଳିଙ୍ଗ ସୀମାରେ ସମତଳ ସମୁଦ୍ର ଉପକୂଳ ଅଞ୍ଚଳକୁ ନେଇ କଂଗୋଦ ରାଜ୍ୟ ଗଠିତ ହୋଇଥିଲା । ଶବ୍ଦଟି ପରିବର୍ତ୍ତନ କ୍ରମରେ କଂଗୋଦ > ଗଂଗୋଦ > ଗଂଗୋ > ଗଂଜୋ > ଗଂଜା > ଗଂଜାମ > ଗଞ୍ଜାମ ଏଭଳି ରୂପାନ୍ତରିତ ହୋଇଛି ।

ଶିକ୍ଷା

ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୦୩): ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର
  • ତହସିଲ: (୧୨):
  • ବ୍ଳକ: (୨୨):
  • ସହର: ୧୮
  • ଗ୍ରାମ ପଞ୍ଚାୟତ: ୪୭୫
  • ଗ୍ରାମ: ୩,୨୨୯

ନିର୍ବାଚନ ମଣ୍ଡଳୀ

ଲୋକ ସଭା ନିର୍ବାଚନ ମଣ୍ଡଳୀ

  1. ବ୍ରହ୍ମପୁର
  2. ଆସ୍କା
  3. କନ୍ଧମାଳ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୧୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଭଞ୍ଜନଗର (୧୨୩)
  2. ପୋଲସରା (୧୨୪)
  3. କବିସୂର୍ଯ୍ୟନଗର (୧୨୫)
  4. ଖଲିକୋଟ (୧୨୬)
  5. ଛତ୍ରପୁର (୧୨୭)
  6. ଆସ୍କା (୧୨୮)
  7. ସୋରଡ଼ା (୧୨୯)
  8. ସାନଖେମୁଣ୍ଡି (୧୩୦)
  9. ହିଞ୍ଜିଳି (୧୩୧)
  10. ଗୋପାଳପୁର (୧୩୨)
  11. ବ୍ରହ୍ମପୁର (୧୩୩)
  12. ଦିଗପହଣ୍ଡି (୧୩୪)
  13. ଚିକିଟି (୧୩୫)

ପର୍ଯ୍ୟଟନ ସ୍ଥଳୀ

  ଆସିକା  
  • ଖମ୍ବେଶ୍ୱରୀ ମନ୍ଦିର, ଆସିକା
  • ବୁଢ଼ାଖୋଲ
  • କଳିଙ୍ଗା ଘାଟୀ
  • ଧବଳେଶ୍ୱର
  • ତପ୍ତପାଣି ଜଳପ୍ରପାତ
  • ଉପେନ୍ଦ୍ରନଗର (କୁଲାଡ଼, ଦୁର୍ଗ, ବ୍ୟାଘ୍ରଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର)


  • ଚନ୍ଦ୍ରଗିରି ବୌଦ୍ଧ ବିହାର
  • ଜଉଗଡ଼ର ବୌଦ୍ଧ କୀର୍ତ୍ତି, ପାଣ୍ଡିଆ
  • ନିର୍ମଳଝର, ଖଲ୍ଲିକୋଟ
  • ଜଗନ୍ନାଥ ମନ୍ଦିର, ଖଲ୍ଲିକୋଟ
  • ଶ୍ରୀ ଶ୍ରୀ ଝାଡେଶ୍ୱର, ଖଲ୍ଲିକୋଟ
  • ନାରାୟଣୀ ଖୋଲ, ଖଲ୍ଲିକୋଟ
  • ମା ବଡ଼ରାଉଳ, ଖଲ୍ଲିକୋଟ
  • ବରକୁଦା, ଖଲ୍ଲିକୋଟ
  • ଶ୍ରୀ ଶ୍ରୀ ଶକଳେଶ୍ୱର ମନ୍ଦିର, ବିକ୍ରମ ପୁର,ଖଲ୍ଲିକୋଟ
  • ମା ନିଜ ବାନ୍କେଶ୍ୱରୀ ମନ୍ଦିର,
  • ବି.ତୁରୁବୁଡି,ଦିଗପହଣ୍ଡି
  • ବଟେଶ୍ୱର
  • ମା ବାଳକୁମାରୀ ମନ୍ଦିର, ଚିକିଟି
  • ମା ବ୍ରାଘ୍ୟଦେବୀ ମିନ୍ଦର , ପାତ୍ରପୁର

ମହାନ ବ୍ୟକ୍ତିବିଶେଷ

ଆଧାର

ଅଧିକ ତଥ୍ୟ

Tags:

ଗଞ୍ଜାମ ଜିଲ୍ଲା ଭୂଗୋଳଗଞ୍ଜାମ ଜିଲ୍ଲା ଇତିହାସ ଓ ସଂସ୍କୃତିଗଞ୍ଜାମ ଜିଲ୍ଲା ଶିକ୍ଷାଗଞ୍ଜାମ ଜିଲ୍ଲା ବିଭାଗଗଞ୍ଜାମ ଜିଲ୍ଲା ନିର୍ବାଚନ ମଣ୍ଡଳୀଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀଗଞ୍ଜାମ ଜିଲ୍ଲା ମହାନ ବ୍ୟକ୍ତିବିଶେଷଗଞ୍ଜାମ ଜିଲ୍ଲା ଆଧାରଗଞ୍ଜାମ ଜିଲ୍ଲା ଅଧିକ ତଥ୍ୟଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରଘୁବଂଶସଞ୍ଜୟ ହାତୀରେବତୀ (କ୍ଷୁଦ୍ରଗଳ୍ପ)ଘଟଗାଁପଦାର୍ଥସଚ୍ଚିଦାନନ୍ଦ ରାଉତରାୟପଞ୍ଚସଖାରାଶି ଓ ନକ୍ଷତ୍ରନାନବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଅର୍ଥଶାସ୍ତ୍ରଦରମାବୌଦ୍ଧ ଧର୍ମଗରୁଡ଼ଗୋପବନ୍ଧୁ ଦାସଉଇଲିୟମ୍ ହେନେରୀ ପର୍କିନଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସାଲବେଗସରଳା ଦେବୀକମ୍ପ୍ୟୁଟରଓଡ଼ିଆ ଭାଗବତକାଳିନ୍ଦୀ ଚରଣ ପାଣିଗ୍ରାହୀସୁଧାକର ନନ୍ଦପୋଡ଼ ପିଠାକୁମାରିଲ ଭଟ୍ଟସୀତା ବିବାହପାଇଥନ୍ (ପ୍ରୋଗ୍ରାମିଂ ଭାଷା)ମହାପାତ୍ର ନୀଳମଣି ସାହୁଗୁରୁ ପ୍ରସାଦ ମହାନ୍ତିଓଡ଼ିଶା ଉଚ୍ଚ ନ୍ୟାୟାଳୟରାଧାରାଧାନାଥ ରାୟରାବଣଛାୟାବଲାଙ୍ଗୀରଗୋପାଳ ଛୋଟରାୟଚନ୍ଦ୍ରଶେଖର ନନ୍ଦମଟର ସାଇକେଲରାମଶଙ୍କର ରାୟପିଙ୍କି ପ୍ରଧାନଚୈତ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପରଦେଶୀ ବାବୁବାବୁଶାନ୍ଶିଶୁପାଳଗଡ଼ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଗଇଁଠାଜଳସିଦ୍ଧାର୍ଥ ଭରତନକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଦୁମଣି ମହାପାତ୍ରସର୍ବପଲ୍ଲୀ ରାଧାକୃଷ୍ଣନଥାଲାସେମିଆଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ଦାସwiki.phtmlବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ରାଓଜଗଦୀଶ ମହାନ୍ତିଗୌରହରି ଦାସତାଜମହଲଓଡ଼ିଶାର ଇତିହାସଭାରତୀୟ ଜନଗଣନାଲାଟିନ ଭାଷାଜଗନ୍ନାଥ ଦାସଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନ୍‌ଫ୍ଲୁଏଞ୍ଜାପାରିକୁଦଚା’🡆 More