କ୍ୟୁ. ଆର. କୋଡ଼

କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସ‌ହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରି ଓ କାଞ୍ଜି) ସ୍ଟାଣ୍ଡାର୍ଡ ଏନ‌କୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବ‌ହାର କରେ । ଅଟୋମୋଟିଭ ଇଣ୍ଡସ୍ଟ୍ରି ବାହାରେ ମଧ୍ୟ କ୍ୟୁ.ଆର.କୋଡ଼ ସିସ୍ଟମ ବ୍ୟବ‌ହାର ହେଉଛି । ୟୁପିସି ବାରକୋଡ଼ ଅପେକ୍ଷା ଏହାର ଷ୍ଟୋର କରିବା ଶକ୍ତି ଅଧିକ । ପ୍ରୋଡକ୍ଟ ଟ୍ରାକିଙ୍ଗ, ସମୟ ଟ୍ରାକିଙ୍ଗ, ଡକୁମେଣ୍ଟ ମ୍ୟାନେଜମେଣ୍ଟ, ଜେନେରାଲ ମାର୍କେଟିଙ୍ଗ ଇତ୍ୟାଦିରେ ବ୍ୟବ‌ହାର ହୁଏ । କ୍ୟୁ.ଆର.କୋଡ଼ରେ ଏକ ବର୍ଗାକାର ଗ୍ରିଡ ଉପରେ କଳା ମୋଡ୍ୟୁଲ ବା ବର୍ଗାକାର ଡଟ ସଜାହୋଇଥାଏ । ଏହ ଇମେଜିଙ୍ଗ ଡିଭାଇସ ଯେପରିକି କ୍ୟାମେରାଦ୍ୱାରା ପଢ଼ି ହୁଏ। ଏହା ରିଡ-ସୋଲୋମାନ ଏରର ( Reed–Solomon error correction ) କରେକସନ କରି ଚିତ୍ରକୁ ଭାଷାନ୍ତର(interprete) କରେ । ତାପରେ ସେହି ଛବି ପାଟର୍ନର ଆଲମ୍ବ ଓ ଭୁସମାନ୍ତର ଡାଟା ନିର୍ଗତ କରାଯାଏ । ଏହା ଅଧୁନା ସ୍ମାର୍ଟ ଫୋନରେ ବ୍ୟବ‌ହାର କରାଯାଉଛି ।

କ୍ୟୁ. ଆର. କୋଡ଼
QR code for the URL of this page.
କ୍ୟୁ. ଆର. କୋଡ଼
QR code for the URL of the English Wikipedia Mobile main page, "http://en.m.wikipedia.org"

ଇତିହାସ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କୃଷ୍ଣ ଜନ୍ମାଷ୍ଟମୀଇଣ୍ତିଆ ଗେଟଉଇକିପିଡ଼ିଆକେଦାରନାଥ ମନ୍ଦିରବାଲିଯାତ୍ରାମଧୁସୂଦନ ଦାସପ୍ରଦୂଷଣଯବକ୍ଷାରଜାନଉତ୍କଳ ଦୀପିକାଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଚିଲିକା ହ୍ରଦଗୁରୁ ପ୍ରସାଦ ମହାନ୍ତିକାଳୀଚରଣ ପଟ୍ଟନାୟକସମ୍ବଲପୁର ଜିଲ୍ଲାସାଲବେଗତାରିଣୀ ମନ୍ଦିର, ଘଟଗାଁଲକ୍ଷ୍ମୀପଥ ଓ ପୃଥିବୀଜଗନ୍ନାଥଇନକ୍ଲିସିରାନକବିସୂର୍ଯ୍ୟ ବଳଦେବ ରଥଗୁରୁପ୍ରସାଦ ମହାନ୍ତିଭକ୍ତ ଚରଣ ଦାସଦକ୍ଷିଣ କୋରିଆପଦାର୍ଥ ବିଜ୍ଞାନକନ୍ଧମାଳ ଜିଲ୍ଲାଭୀମ ଭୋଇପୋଡ଼ ପିଠାଇଣ୍ଟରନେଟଶ୍ରୀମନ୍ଦିର ବେଢ଼ା-ଦେବାଦେବୀଅଶୋକ ସମ୍ରାଟଏକାଦଶୀରାଜକିଶୋର ପଟ୍ଟନାୟକକାହ୍ନୁଚରଣ ମହାନ୍ତିପାର୍ବତୀସୀତାକାନ୍ତ ମହାପାତ୍ରଓଡ଼ିଶାମୁଁ ରାଜା ତୁ ରାଣୀଦୁର୍ଗାସମାଜ (ଖବରକାଗଜ)ଲିଙ୍ଗରାଜ ମନ୍ଦିରସୁଧାକର ନନ୍ଦଯଦୁମଣି ମହାପାତ୍ରଅର୍ଥଶାସ୍ତ୍ରରୋହିତ ପୂଜାରୀ୧୮ ଅପ୍ରେଲଅଭିନେତ୍ରୀ (ନାରୀ କଳାକାର)ରବୀନ୍ଦ୍ର କୁମାର ପ୍ରହରାଜରବି ନାରାୟଣ ନନ୍ଦଚବିଶ ଗୁରୁକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମଣରାସନ କାର୍ଡ଼ (ଭାରତ)ଇନ୍‌ଫ୍ଲୁଏଞ୍ଜାବ୍ୟଞ୍ଜନ ବର୍ଣ୍ଣଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଜ୍ୟୋତି ପ୍ରକାଶ ପାଣିଗ୍ରାହୀପାଲାକଣାଦ (ମୁନି)ଚିନ୍ତାମଣି ବେହେରାବିର୍ସା ମୁଣ୍ଡାଓଡ଼ିଶାର ଲୋକନୃତ୍ୟଦାଶରଥି ଦାସବାରବାଟି ଦୁର୍ଗ୨ (ସଂଖ୍ୟା)ବିଶ୍ୱଜିତ ଦାସମାହିମ ଦୁର୍ଗ , ମୁମ୍ବାଇରାଜେନ୍ଦ୍ର କିଶୋର ପଣ୍ଡାକ୍ଷୀରବାଲେଶ୍ୱର🡆 More