କୋଇଲି

କୋଇଲି ଏକ ପ୍ରକାର ପକ୍ଷୀ ı ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ıଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି । କୋଇଲିର ଆକାର ୩୯ରୁ ୪୬ ସେ.ମି ଓ ରଙ୍ଗ କଳା ıଏହାର ଲାଞ୍ଜ ଲମ୍ବା ହେଇଥିବା ବେଳେ ପରରେ ସାମାନ୍ୟ ଚିହ୍ନ ରହିଥିବା ଦେଖିବାକୁ ମିଳେ । ଥଣ୍ଟ ଛୋଟ ଓ ମୁନିଆଯୁକ୍ତ ıଅଣ୍ଡିରା ପକ୍ଷୀଙ୍କ ଆକାର ସମ୍ପୂର୍ଣ୍ଣ କଳାହେଇଥିବା ବେଳେ ଥଣ୍ଟ ହଳଦିଆ ଓ ସବୁଜ ମିଶା । ମାଈ ପକ୍ଷୀ ଗାଢ ଧୂସର ı ଏମାନଙ୍କ ଶରୀରରେ ଧଳା ଚିହ୍ନ ଦେଖିବାକୁ ମିଳେ । ମାଈ ପକ୍ଷୀଙ୍କର ଥଣ୍ଟ ସବୁଜ ଓ ଆଖି ଲାଲ । ଅଣ୍ଡିରା ପକ୍ଷୀଙ୍କଠାରୁ ମାଈ ପକ୍ଷୀ ସାମାନ୍ୟ ଛୋଟ । ଏମାନେ ଅଧିକ ଉଚ୍ଚ ଗଛରେ ବସା ବାନ୍ଧି ରହିଥାନ୍ତି ıଏମାନେ ମାଂସାଶୀ ı

କୋଇଲି
କୋଇଲି
ମାଇ ପକ୍ଷୀ
କୋଇଲି
ଅଣ୍ଡିରା ପକ୍ଷୀ
Conservation status
କୋଇଲି
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Cuculiformes
କୁଳ: Cuculidae
ପ୍ରଜାତି: Eudynamys
ଜାତି: E. scolopaceus
ବାଇନୋମିଆଲ ନାମ
Eudynamys scolopaceus
(Linnaeus, 1758)
କୋଇଲି
The distribution of Asian Koel in black
Synonyms

Cuculus scolopaceus
Eudynamis honorata
Eudynamys scolopacea

କୋଇଲି
Eudynamys scolopaceus + Corvus splendens

ଆଧାର

ବାହାର ଆଧାର


Tags:

🔥 Trending searches on Wiki ଓଡ଼ିଆ:

୧୯ ଫେବୃଆରୀପଦାର୍ଥ ବିଜ୍ଞାନଗ୍ରେଗୋରି ପାଞ୍ଜିଭାରତର ସଂସ୍କୃତିବୈଦେହୀଶ ବିଳାସଫାଲଗୁନଓଡ଼ିଶାର କଳାରବି ସିଂସରଳା ଦେବୀଶାନ୍ତନୁ କୁମାର ଆଚାର୍ଯ୍ୟବର୍ଷାଭୃସଙ୍ଗ ଗଛ୧୪୦୫କଣ୍ଡୋମଖଜ୍ଜିଆରନାରୀବାଦ୨ ଜୁନଚନ୍ଦକା ହାତୀ ଅଭୟାରଣ୍ୟ୨୧ ମାର୍ଚ୍ଚଭକ୍ତ ଚରଣ ଦାସଅଷ୍ଟ୍ରେଲିଆଚିଲିକା ହ୍ରଦଉତ୍କଳ ସମ୍ମିଳନୀହିଙ୍ଗୁଳା ମନ୍ଦିରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଇଟାଲୀଲଣ୍ଡନରାମକୃଷ୍ଣ ନନ୍ଦଡାଉନ ସିଣ୍ଡ୍ରୋମଦ୍ରାଘିମାଜିନା ସାମଲବିଭୂତି ପଟ୍ଟନାୟକଓଡ଼ିଶା ସରକାରସ୍ୱସ୍ତିକପଖାଳଦୀପକ ମିଶ୍ରସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉପେନ୍ଦ୍ର ଭଞ୍ଜ୧୯୮୯ପ୍ଲୀହାବିର୍ସା ମୁଣ୍ଡାକଲମ୍ବିଆଚନ୍ଦ୍ରଗୁପ୍ତରମାକାନ୍ତ ରଥଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶକ୍ତି ପୀଠଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଟାୱାନଦୀଗୁରୁ ପ୍ରସାଦ ମହାନ୍ତିଲାଟିନ ଭାଷାଗୋଦାବରୀଶ ମିଶ୍ରଜ୍ଞାନକୋଷଅଶୋକ (ସମ୍ରାଟ)ମାଳତୀ ଚୌଧୁରୀସତ୍ୟବାଦୀ ବନ ବିଦ୍ୟାଳୟଇମେଲଜୀବସାର୫ ଫେବୃଆରୀଶବ୍ଦ (ଧ୍ୱନି)ମହାବୀର ଜୈନବିରଜା ମନ୍ଦିରଗୋପାଳ ଛୋଟରାୟରଥ🡆 More