କୃଷ୍ଣଚରଣ ବେହେରା: ଭାରତୀୟ ଦଳିତ ଓଡ଼ିଆ ଲେଖକ

କୃଷ୍ଣଚରଣ ବେହେରା (୦୨ ଜୁନ ୧୯୩୨ - ୨୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ ।

କୃଷ୍ଣଚରଣ ବେହେରା
ଜନ୍ମ(1932-06-02)୨ ଜୁନ ୧୯୩୨
ଅର୍ଜୁନବିନ୍ଧା, ଭଦ୍ରକ
ମୃତ୍ୟୁ୨୯ ଜୁଲାଇ ୨୦୧୭(2017-07-29) (ବୟସ ୮୫)
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି ୧୯୬୭

କୃଷ୍ଣଚରଣ ୧୯୩୨ମସିହାରେ ଭଦ୍ରକ ଜିଲ୍ଲାର ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୫ ମସିହାରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଓ ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷାବିତ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ଭାଷାବିଭାଗରେ ଅଧ୍ୟାପକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ(୧୯୯୦-୯୨) କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ଯୁବ ଲେଖକ ସମ୍ମିଳନର ଅଧ୍ୟକ୍ଷ ଓ ଓଡ଼ିଆ ଗବେଷଣ ପରିଷଦ, କଟକର ପ୍ରତିଷ୍ଠାତା (୧୯୮୦) ଅଧ୍ୟକ୍ଷ ଥିଲେ । ୨୦୧୭ ମସିହା ଜୁଲାଇ ୨୯ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।

ରଚନାବଳୀ

  • ଓଡ଼ିଶାର ଯ଼ାତ୍ରା ଓ ପାରଂପରିକ ଲୋକପ୍ରିୟ ନାଟ୍ୟଧାରା (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୭)
  • କଥା ସାହିତ୍ୟ (ସୋମନାଥ ତ୍ରିପାଠୀ,୧୯୬୦)
  • ଦଶହରା (କୃଷ୍ଣଚରଣ ବେହେରା,୧୯୬୦)
  • ପ୍ରଗତି ସାହିତ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ (ସୋମନାଥ ତ୍ରିପାଠୀ, ୧୯୫୮)
  • ଅଶ୍ଳୀଳତା ବିପକ୍ଷରେ (ଜଗନ୍ନାଥ ରଥ, ୧୯୬୬)
  • କେତୋଟି ସାହିତ୍ୟିକ ଅଭିଭାଷଣ (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୭୦)
  • ଶ୍ରୀ ଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ (ପୁସ୍ତକ ଭଣ୍ଡାର, ୧୯୭୪)
  • ଚା କପରେ ଝଡ଼ (କୃଷ୍ଣଚରଣ ବେହେରା, ୧୯୫୩)
  • ଐତରେୟ ଓ ଅନ୍ୟାନ୍ୟ ଗଳ୍ପ (ଏସ୍ ଏନ୍ ଚୌଧୁରୀ, ୧୯୮୨)
  • ନାରୀ ଏକ ନଦୀର ନାମ (ଓଡ଼ିଶା ବୁକ୍ ଷ୍ଚୋର, ୧୯୭୬)
  • କୃଷ୍ଣଚରଣ ବୀଥିକା (ବିଦ୍ୟା ପ୍ରକାଶନ , ୧୯୯୯)
  • କବିତାଶ୍ରୀ କୃଷ୍ଣଚରଣ ବେହେରାଙ୍କଦ୍ୱାରା ସଂପାଦିତ (ବିଦ୍ୟା ପ୍ରକାଶନ, ୨୦୦୦)
  • ନାଟ୍ୟ ସାହିତ୍ୟ ପରିଚୟ (ଫ୍ରେଣ୍ଡସ୍ ପବ୍ଲିଶର୍ସ ୧୯୭୮)
  • ପ୍ରସଙ୍ଗ: ନାଟକ-ଏକାଙ୍କିକା (ଫ୍ରେଣ୍ଡସ ପବ୍ଲିଶର୍ସ , ୧୯୯୭)
  • କୁସୁମ କେଳି (ସାଥିମହଲ, ୧୯୯୫)
  • ବେଦୀ ଇତ୍ୟାଦି ଗଳ୍ପ (ଜେ ମହାପାତ୍ର ୧୯୭୧)
  • ଦର୍ପକ ଦର୍ପଣ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ୨୦୦୪)
  • ଇତର ଇତରା (ଖରସ୍ରୋତା ପବ୍ଲିକେଶନ୍ସ, ୨୦୦୮)
  • ନାରୀ ମେଧ ଓ ଅନ୍ୟାନ୍ୟ ଗଳ୍ପ (ଓଡ଼ିଶା ବୁକ ଷ୍ଟୋର, ୧୯୮୯)
  • ସମ୍ପାନ ସନ୍ଦର୍ଭ (ଉତ୍କଳିକା, ୧୯୮୧)
  • ପ୍ରସଙ୍ଗ: ଧର୍ମ ଓ ଶିକ୍ଷା (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୩)
  • ପଣ୍ଡିତ ନୀଳମଣି ବିଦ୍ୟାରତ୍ନ (ଓଡ଼ିଶା ସାହିତ୍ୟ ଏକାଡେମୀ , ୨୦୦୨)

ସମ୍ପାଦନା

  • ଅଗ୍ରଣୀ
  • କବିତା
  • ଡଗର(ସହ ସମ୍ପାଦକ)
  • ଏଷଣା

ସମ୍ମାନ ଓ ପୁରସ୍କାର

  • ବିଷୁବ ମିଳନ ପୁରସ୍କାର - ୧୯୭୯
  • ରାଜ୍ୟ ଶିକ୍ଷା ବିଭାଗ ପୁରସ୍କାର - ୧୯୫୯
  • ସାହିତ୍ୟ ଭାରତୀ ସମ୍ମାନ - ୨୦୦୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ପ୍ରବନ୍ଧ ଓ ସମାଲୋଚନା) - ୧୯୯୮ (ପ୍ରସଙ୍ଗ:ନାଟକ-ଏକାଙ୍କିକା)

ଆଧାର

Tags:

କୃଷ୍ଣଚରଣ ବେହେରା ରଚନାବଳୀକୃଷ୍ଣଚରଣ ବେହେରା ସମ୍ପାଦନାକୃଷ୍ଣଚରଣ ବେହେରା ସମ୍ମାନ ଓ ପୁରସ୍କାରକୃଷ୍ଣଚରଣ ବେହେରା ଆଧାରକୃଷ୍ଣଚରଣ ବେହେରା

🔥 Trending searches on Wiki ଓଡ଼ିଆ:

ଜଳପଣା ସଂକ୍ରାନ୍ତିପୋଡ଼ ପିଠାରାଧାମୋହନ ଗଡ଼ନାୟକବର୍ଷାକୃଷ୍ଣପ୍ରସାଦ ମିଶ୍ରମୁମ୍ବାଇପଞ୍ଚାୟତ ରାଜକୋଣାର୍କ ସୂର୍ଯ୍ୟ ମନ୍ଦିରବନ୍ଦେ ଉତ୍କଳ ଜନନୀରବୀନ୍ଦ୍ରନାଥ ଠାକୁରବର କୋଳିବାଜି ରାଉତଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାଲାବଣ୍ଡ (ଅର୍ଥ)ଧର୍ମସୀତା ବିବାହରଥଯାତ୍ରାଦିବ୍ୟସିଂହ ଦେବମାୟାଧର ମାନସିଂହବାଟମଙ୍ଗଳାସଚ୍ଚିଦାନନ୍ଦ ରାଉତରାୟଏଡା ଲଭ୍‌ଲେସ୍‌କଳାପାହାଡ଼ଆଚାର୍ଯ୍ୟ ହରିହରପ୍ରାଣବନ୍ଧୁ କରପ୍ରଦୂଷଣପାଳଙ୍ଗନାରୀବାଦକଥା (ପତ୍ରିକା)ନବଦୁର୍ଗାପଶ୍ଚିମ ବଙ୍ଗଦିଗରାଜ ବ୍ରହ୍ମାହରେକୃଷ୍ଣ ମହତାବବୈଷୟିକ ବିଜ୍ଞାନଆରିଷ୍ଟୋଟଲଚନ୍ଦ୍ରଶେଖର ନନ୍ଦରାମଚନ୍ଦ୍ର ମିଶ୍ରକୁନ୍ତଳା କୁମାରୀ ସାବତଥାଲାସେମିଆପରଦେଶୀ ବାବୁQR codeଦୀପକ ମିଶ୍ରସମୀର ରଞ୍ଜନ ଦାଶଆହାର ଯୋଜନାଚିକିତ୍ସା ବିଜ୍ଞାନରାଜକିଶୋର ରାୟଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଖିଲିପାନଗୌତମ ବୁଦ୍ଧଗୌରହରି ଦାସଅଭିମନ୍ୟୁ ସାମନ୍ତସିଂହାରଗୁରୁପ୍ରସାଦ ମହାନ୍ତିମନୋଜ ଦାସବିଧାନ ସଭା ସଭ୍ୟରାଶି ଓ ନକ୍ଷତ୍ରଏ. ପି. ଜେ. ଅବଦୁଲ କଲାମମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଚାଳିଶାପ୍ରାଣୀରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଛାନ୍ଦବିଷ୍ଣୁଦାରିଙ୍ଗବାଡ଼ିଇରମଜଗନ୍ନାଥ ମନ୍ଦିରକମ୍ପ୍ୟୁଟରଜାନକୀ ବଲ୍ଲଭ ପଟ୍ଟନାୟକଚବିଶ ଗୁରୁଭଗବତୀ ଦେଉଳଜର୍ମାନୀ🡆 More