କିଶନ ବପତ୍ ବାବୁରାଓ ହଜାରେ

କିଶନ ବାପତ୍ ବାବୁରାଓ ହଜାରେ (ଜନ୍ମ: ୧୫ ଜୁନ, ୧୯୩୭), ଭାରତରେ ଗାନ୍ଧୀବାଦୀ ସାମାଜିକ କାମ ପାଇଂ ସେ ପ୍ରସିଦ୍ଧ। ଆନ୍ନା ହଜାରେ ନାମରେ ସେ ଲୋକଙ୍କ ମଧ୍ୟରେ ପରିଚିତ । ସିଏ ଅନେକ ପୁରସ୍କାରରେ ସମ୍ମାନୀତ ହେଇଅଛନ୍ତି। ସେ ମହାରାଷ୍ତ୍ର୍ ରାଜ୍ୟର ରାଲେଗାଓନ୍ ସିଦ୍ଦିରେ ଜନ୍ମ୍ ଗ୍ରହଣ କରିଥିଲେ। ଅରବିନ୍ଦ୍ କେଜ୍ରିବାଲ୍ଙ୍କ ସାଙ୍ଗରେ ମିଶି ସେ ଦୁର୍ନିତି ବିରୁଦ୍ଦରେ ଆନ୍ଦୋଳନ ଆରମ୍ବ କରି ଦେଶ ସାରା ଜନ ମାନସରେ ସଚେତନତା ସ୍ରୁଷ୍ଟି କରିପାରିଛନ୍ତି।

ଅନ୍ନା ହଜାରେ
କିଶନ ବପତ୍ ବାବୁରାଓ ହଜାରେ
ଜନ୍ମ (1937-06-15) ୧୫ ଜୁନ ୧୯୩୭ (ବୟସ ୮୬)
ଭିଙ୍ଗାର, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ରାଜ
ଜାତୀୟତାଭାରତୀୟ
ଅନ୍ୟ ନାମକିଶନ ବପତ୍ ବାବୁରାଓ ହଜାରେ
ପିତାମାତା(s)ଲକ୍ଷ୍ମୀବାଇ ହଜାରେ (ମା)
ବାବୁରାଓ ହଜାରେ
ୱେବସାଇଟannahazare.org

Tags:

🔥 Trending searches on Wiki ଓଡ଼ିଆ:

ବି. ଆର. ଆମ୍ବେଦକରଲୋକ ସଭାଇରା ମହାନ୍ତିଇଂରାଜୀ ଭାଷାଓଡ଼ିଆବିଦୁସ୍ମିତାରମାଦେବୀ ଚୌଧୁରୀଚୈତ୍ର ପୂର୍ଣ୍ଣିମାରମାକାନ୍ତ ପଣ୍ଡାଚିଲିକା (କବିତା)ଭକ୍ତ ଚରଣ ଦାସସଂସ୍କୃତଚାରି ଶମ୍ଭୁ ମନ୍ଦିରପାରାଥାଇରଏଡ ଗ୍ରନ୍ଥିହିନ୍ଦୁ ଧର୍ମପ୍ରେମଖାଦ୍ୟନବରଙ୍ଗପୁର ଜିଲ୍ଲାମାଟିର ମଣିଷକେନ୍ଦୁଝର ଜିଲ୍ଲାଗଉଡ଼ ବାଡ଼ି ଖେଳଡାହାଣୀ ଖୋଜାପାଇମେକ୍ରୋଲିମସଲସ ଏଞ୍ଜଲେସ ଲେକର୍ସପଦ୍ମଚରଣ ପଟ୍ଟନାୟକଗୋଲୋକ ବିହାରୀ ଧଳବୋଉ (୧୯୯୮ର କଥାଚିତ୍ର)ପି. ଭି. ନରସିଂହ ରାଓଭାରତୀୟ ସମ୍ବିଧାନବିଶ୍ୱଜିତ ଦାସଲିଆଦିବ୍ୟସିଂହ ଦେବସୁରେଶ କୁମାର ରାଉତରାୟପୃଥିବୀର ବାୟୁମଣ୍ଡଳନୀଳକଣ୍ଠ ଦାସଜୈନ ଧର୍ମମହିମା ଧର୍ମଭାରତୀୟ ଦଣ୍ଡ ସଂହିତା, ୧୮୬୦୧୯ ଅପ୍ରେଲଗଜ ଉଦ୍ଧାରଣ ବେଶବିଶ୍ୱନାଥ କରସୁନ୍ଦରଗଡ଼ ଜିଲ୍ଲାଓଡ଼ିଶାର ଲୋକନୃତ୍ୟପଶୁପତିଚୈତନ୍ୟଉଇକିଡାଟାରସଗୋଲାବାଇଚଢେଇଓଡ଼ିଆ ଚଉତିଶାଅକ୍ଷର କଳାହିମାଳୟମହେନ୍ଦ୍ର ସିଂହ ଧୋନିଆଠମଲ୍ଲିକ ଗଡ଼ଜାତ ରାଜ୍ୟଓଡ଼ିଶାବିଜୟ ମହାନ୍ତିଦୁର୍ଗା ପୂଜାପରଶୁରାମଗୌରହରି ଦାସ୧୧ ଅପ୍ରେଲମଥୁରା ମଙ୍ଗଳରହସ୍ୟଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନଜହ୍ନମାମୁଁନୀଳାଦ୍ରି ବିଜୟ (ଉପନ୍ୟାସ)ଫେସୋଟେରୋଡାଇନଗୋପିକା ଅନିଲ୧୮୭୪ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)ମେଲାଟୋନିନ🡆 More