କରମା ନୃତ୍ୟ

କରମା ନାଚ ଏକ ଆଦିବାସୀ ସଂପ୍ରଦାୟର ଲୋକନୃତ୍ୟ । ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଗଣ୍ଡ, ଓରାମ,କିଷାନ , ଲୋଲହ ଓ ଅନନ୍ୟ ସଂପ୍ରଦାଯର ଆଦିବାସୀ ସମରଦୟାଙ୍କ ମଧ୍ୟରେ ଏହି ନୃତ୍ୟ ପାରମ୍ପରିକ ନୃତ୍ୟ ହିସାବରେ ବହୁକାଳରୁ ପ୍ରଚଳିତ । ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନରୁ କରମା ଉତ୍ଶବ ପାଳିତ ହୁଏ ଏହି ସଂପ୍ରଦାଯ ସମୂହର ଆଦିବାସୀମାନଙ୍କ ଭିତରେ । ସେହି ସମୟରେ ସେମାନେ କରମା ଦେବତା ( GOD of FATE)ଙ୍କ ପୂଜା ଅର୍ଚନା କରନ୍ତି ଓ ଖୁସିରେ ଏହି ନୃତ୍ୟ ପ୍ରଦର୍ଶନ କରନ୍ତି । ପାରମ୍ପରିକ ଢୋଲ , ମହୁରି ବାଦ୍ୟର ତାଲ ସହିତ ରଙ୍ଗୀନ ପୋଷାକ ପରିହିତ ତରୁଣା ତରୁଣୀଙ୍କ ଏକତ୍ରିତ ନୃତ୍ୟ ଖୁବ ଆକର୍ଷଣୀୟ.

References

Tags:

ଛତିଶଗଡ଼ମଧ୍ୟପ୍ରଦେଶ

🔥 Trending searches on Wiki ଓଡ଼ିଆ:

ଗୋଦାବରୀଶ ମହାପାତ୍ରଅର୍ଥଶାସ୍ତ୍ରଗଙ୍ଗା ଦଶହରାଭାରତୀୟ ସମ୍ବିଧାନସାରଳା ଦାସଉଇକିମିଡ଼ିଆ ଫାଉଣ୍ଡେସନପ୍ରାଣକୃଷ୍ଣ ପରିଜାଭାରତୀୟ ଜନତା ପାର୍ଟି୨୫ ନଭେମ୍ବରଫକୀର ମୋହନ ସେନାପତିମଣିଷGlobe ruptureଗ୍ରେଗୋରି ପାଞ୍ଜିଦଅଣାଅମରପୋଇ୨୦୧୪Wikisourceଜୈନ ଧର୍ମଅଶୋକ (ସମ୍ରାଟ)ଯୁକ୍ତରାଜ୍ୟମହାନଦୀସୁଶାନ୍ତ ସିଂହଉଦ୍‌ବେଗବିଜୁ ଜନତା ଦଳଗନ୍ଧମାର୍ଦନପରିସଂଖ୍ୟାନବିଶ୍ୱନାଥ କର୧୪ ଅପ୍ରେଲପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରମନୋଜ ଦାସଙ୍କ କଥା ଓ କାହାଣୀମୟୂରଭଞ୍ଜ ଜିଲ୍ଲାଓଡ଼ିଶାର କଳାଚକ୍ଷୁଗୋଲକ ଫାଟନେପୋଲିୟନ ବୋନାପାର୍ଟବାଲେଶ୍ୱରମଧ୍ୟ ଏସିଆଏ. ପି. ଜେ. ଅବଦୁଲ କଲାମମଇ୧୭ ଅପ୍ରେଲବିଜ୍ଞାନ୨୪ ଅପ୍ରେଲଆହେ ଦୟାମୟ ବିଶ୍ୱ ବିହାରୀବିନୋଦ ଚନ୍ଦ୍ର ନାୟକତରଳ ଝାଡ଼ାସୁଭାଷ ଶତପଥୀକ୍ଲାଉଡ଼ ଟେକ୍ନୋଲୋଜିଅଚ୍ୟୁତ ସାମନ୍ତଗୌରୀଶଙ୍କର ରାୟ୧୯୫୩ବଳଦେବଜୀଉ ମନ୍ଦିରଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳ୧୯୯୦୬ ଜୁଲାଇଉପେନ୍ଦ୍ର ଭଞ୍ଜଉପବାସଟିକୋନାଜୋଲଯାଜପୁରନକ୍ସଲବାଦବିବାହକିଶୋର ପାଣିଗ୍ରାହୀ୧୪୧୭ଇନଷ୍ଟାଗ୍ରାମପ୍ରତୀକ୍ଷାଆଜରବାଇଜାନ୯ ଫେବୃଆରୀଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଉତ୍ତମ ମହାନ୍ତିତ୍ରିଭୁଜପାର୍ବତୀଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରବଡ଼ଦିନ🡆 More