କମଳାକାନ୍ତ ମହାପାତ୍ର

କମଳାକାନ୍ତ ମହାପାତ୍ର ଜଣେ ଓଡ଼ିଆ ସାହିତ୍ୟିକ । ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ଅନୁବାଦ ଆଦି କ୍ଷେତ୍ରରେ ସେ ନିଜ ଲେଖନୀ ଚାଳନା କରିଥାନ୍ତି ।

କମଳାକାନ୍ତ ମହାପାତ୍ର
Born୧୯୫୪
Spouseଲୀଳାବତୀ ମହାପାତ୍ର
Parentବାଉରିବନ୍ଧୁ ମହାପାତ୍ର
ସ୍ନେହଲତା ମହାପାତ୍ର

ସାହିତ୍ୟ ସର୍ଜନା

ଆତ୍ମଜୀବନୀ

  • ଜନମରୁ ମରଣ

ଗଳ୍ପ ପୁସ୍ତକ

  • କୁଆ
  • ପାଳଭୂତ(୧୯୮୩)
  • ଚୋର(୨୦୦୧)

ଉପନ୍ୟାସ

  • ଫଟୋ

ପ୍ରବନ୍ଧ

  • ଅନିୟତ

ଅନୁବାଦ

  • ଜଁ ପଲ ସାତ୍ତ୍ର : ଘନିଷ୍ଠତା ଓ ଅନ୍ୟାନ୍ୟ ଗଳ୍ପ
  • ଆଇଜାକ୍ ବାଶେଭିସ ସିଙ୍ଗର : ବୁଦ୍ଦୁ ଗିମ୍ପେଲ ଓ ଅନ୍ୟାନ୍ୟ ଗଳ୍ପ
  • ଗେବ୍ରିଏଲ ଗାର୍ସିଆ ମାର୍କେଜ : ଚିଠି ଆସେନା ଓ ନିରିହୀ ଇରେନ୍ଦିରା
  • ୱିଲିୟମ ସେକ୍ସପିୟର : ରାଜା ଲିୟର୍
  • ଫ୍ରାଞ୍ଜ୍ କାଫକା : ରୂପାନ୍ତର

ସହ-ଅନୁବାଦ

ଏହି ପୁସ୍ତକଗୁଡିକ ସେ ପତ୍ନୀ ଲୀଳାବତୀ ମହାପାତ୍ର ଓ ବନ୍ଧୁ ପଲ-ସେଣ୍ଟ ପିୟରଙ୍କ ସହ ମିଶି ଅନୁବାଦ କରିଛନ୍ତି ।

  • ଦ ହାର୍ପରକଲିନ୍ସ ବୁକ ଅଫ ଓଡ଼ିଆ ସର୍ଟ ଷ୍ଟୋରିଜ - ୧୯୯୮
  • ଆଣ୍ଟସ, ଘୋଷ୍ଟସ ଆଣ୍ଡ ହ୍ୱିସ୍ପରିଂ ଟ୍ରିଜ - ୨୦୦୩
  • ଫକୀର ମୋହନ ସେନାପତି : ବ୍ରାଇଡପ୍ରାଇସ ଆଣ୍ଡ ଅଦର ଷ୍ଟୋରିଜ
  • ଲକ୍ଷ୍ମୀକାନ୍ତ ମହାପାତ୍ର : ଅଙ୍କଲ ୱାନ ଆଇ

ଆଧାର

Tags:

କମଳାକାନ୍ତ ମହାପାତ୍ର ସାହିତ୍ୟ ସର୍ଜନାକମଳାକାନ୍ତ ମହାପାତ୍ର ଆଧାରକମଳାକାନ୍ତ ମହାପାତ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ନନ୍ଦିନୀ ଶତପଥୀନିତାଇ ପାଲିତପାଠାଗାରପୃଥିବୀଚଇତି ଘୋଡ଼ା ନାଚଅହଲ୍ୟାଚନ୍ଦ୍ରଶେଖର ରଥଯୌନ ସମ୍ଭୋଗପଣା ସଂକ୍ରାନ୍ତିପାକସ୍ଥଳୀ କର୍କଟଶାନ୍ତନୁ କୁମାର ଆଚାର୍ଯ୍ୟଆଲର୍ଜିବିଦ୍ୟାଳୟଅଡ଼ିଭାରତର ନଦୀ ସମୂହର ତାଲିକା୨୦୧୯ ନୂତନ କରୋନା ଭୂତାଣୁଏରିଦେମା ମଲ୍ଟିଫର୍ମଭୁବନେଶ୍ୱରଆସିକାଭାରତର ଜାତୀୟ ପତାକାଯଶୋବନ୍ତ ଦାସମଣିପୁରଗୁରୁ କେଳୁଚରଣ ମହାପାତ୍ର ସମ୍ମାନହୀରାକୁଦ ବନ୍ଧଅରିନ୍ଦମ ରାୟଚୀନପିତ୍ତ ନଳୀ କର୍କଟମେଲାଟୋନିନପୁରୀଓଡ଼ିଆ ଲିପିଗୁରୁ ପ୍ରସାଦ ମହାନ୍ତିସେସିଲିଆ ପେଇନ-ଗାପୋସ୍ଚକିନପିଆଜବିଜୁ ପଟ୍ଟନାୟକମହା ଶିବରାତ୍ରିବ୍ରହ୍ମପୁରଶାରଳା ପୁରସ୍କାରଶାମ୍ବ ଦଶମୀଓଡ଼ିଆ ଭାଗବତଗଉଡ଼ ବାଡ଼ି ଖେଳହରେ କୃଷ୍ଣମନମୋହନ ସାମଲବ୍ୟଞ୍ଜନ ବର୍ଣ୍ଣନଅଙ୍କ ଦୁର୍ଭିକ୍ଷନବକଳେବରଅବସାଦଗୋବିନ୍ଦ ତ୍ରିପାଠୀରାମଶଙ୍କର ରାୟପ୍ରାଣବନ୍ଧୁ କର୨୯ ମାର୍ଚ୍ଚସାବିତ୍ରୀ ଓଷାଜଗନ୍ନାଥ ମନ୍ଦିରବ୍ରଜ କିଶୋର ପ୍ରଧାନଅହମଦାବାଦଉଇକିପିଡ଼ିଆ ସମୂହର ତାଲିକା୧୦୦୦୧୯୪୨ପ୍ରଥମ ବିଶ୍ୱଯୁଦ୍ଧ୧୧ ମାର୍ଚ୍ଚହନୁମାନ ଜୟନ୍ତୀପ୍ଲେଗଦୀନକୃଷ୍ଣ ଦାସମେନିଞ୍ଜାଇଟିସ୍ସୁରେନ୍ଦ୍ରନାଥ ଶତପଥୀ୧୮ ମାର୍ଚ୍ଚଉଇକିପିଡ଼ିଆସୁଦର୍ଶନ ସାହୁ (ଛେନାପୋଡ଼ ଜନକ)🡆 More