କବୀର: ସନ୍ଥକବି

ଲେଖା ଚାଲିଛି...

କବୀର
Painting of Kabir and disciple
୧୮୨୫ର ଏକ ଚିତ୍ରରେ ପ୍ରଦର୍ଶିତ କବୀର ଜଣେ ଅନୁଗାମୀଙ୍କ ସହ
ଜନ୍ମ୧୪୪୦
ମୃତ୍ୟୁ୧୫୧୮
ବୃତ୍ତି(ସମୂହ)ବୁଣାକାର (ତନ୍ତୀ), କବି
ପ୍ରସିଦ୍ଧିଭକ୍ତି ଆନ୍ଦୋଳନ

କବୀର (୧୪୪୦–୧୫୧୮) ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କବୀରଙ୍କ କବିତା ଶିଖ ଧର୍ମ ପୁସ୍ତକ ଗୁରୁ ଗ୍ରନ୍ଥ ସାହିବରେ ଦେଖିବାକୁ ମିଳେ । ତାଙ୍କର ଲେଖା ମଧ୍ୟରେ ଦୋହା ଖ୍ୟାତି ଲାଭ କରିଥିଲା ।

କବୀରଙ୍କ ଜନ୍ମ ରହସ୍ୟ ଓ ଲୋକ‌‌କଥାରେ ପରିପୂର୍ଣ୍ଣ । ତାଙ୍କର ଜନ୍ମ ସମୟ ଓ ପିତାମାତାଙ୍କ ବିଷୟରେ ବିଶାରଦମାନଙ୍କର ମତଭେଦ ରହିଛି । ଲୋକ‌କଥା ଅନୁସାରେ ଜଣେ ବ୍ରାହ୍ମଣ କନ୍ୟା ଏକ ହିନ୍ଦୁ ମନ୍ଦିରକୁ ଯିବା ପରେ ଗର୍ଭବତୀ ହୋଇଥିଲେ କିନ୍ତୁ ସେ ବିବାହିତା ନଥିଲେ । ତେଣୁ ନବଜାତ କବୀରଙ୍କୁ ସେ ପରିତ୍ୟାଗ କଲାପରେ ଏକ ମୁସଲମାନ ତନ୍ତୀ ଦମ୍ପତି ତାଙ୍କୁ ଲାଳନ ପାଳନ କରିଥିଲେ । ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ ସାଧୁ ରାମାନନ୍ଦ ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଡାଉନ ସିଣ୍ଡ୍ରୋମତିନୋଟି ରତନଦେଉଳଝରି ଉଷ୍ଣପ୍ରସ୍ରବଣରମାକାନ୍ତ ରଥ୨୭ ଅପ୍ରେଲବାଘଗୋପାଳ ଛୋଟରାୟ୧୭ ଅପ୍ରେଲ୧୯୭୦ନେପୋଲିୟନ ବୋନାପାର୍ଟ୨୦୨୨ ଫିଫା ବିଶ୍ୱକପ୍ହନୁମାନ ଜୟନ୍ତୀ୧୧ଚକ୍ଷୁଗୋଲକ ଫାଟତିର୍ଥେଶ୍ୱର ଶିବ ମନ୍ଦିରସ୍ପେନପଞ୍ଚତନ୍ତ୍ରବି. ଆର. ଆମ୍ବେଦକର୧୯୮୮ଗୁରୁ ପ୍ରସାଦ ମହାନ୍ତିଓଡ଼ିଆ ସାହିତ୍ୟର ଇତିହାସଯୁକ୍ତରାଷ୍ଟ୍ର ଆମେରିକାଗୋପବନ୍ଧୁ ଦାସବଡ଼ିଓଡ଼ିଆ ଖାଦ୍ୟବ୍ୟଞ୍ଜନ ବର୍ଣ୍ଣସାତକଡ଼ି ହୋତାକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରତିଭା ରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲୁଣଦୀପକ ମିଶ୍ରବକ୍ସି ଜଗବନ୍ଧୁରଜନବୀନ ପଟ୍ଟନାୟକଦାସକାଠିଆ୧୧ ଫେବୃଆରୀକାଳୀଚରଣ ପଟ୍ଟନାୟକରାଧାରାଣୀ ପଣ୍ଡାବୃହସ୍ପତିଗୌତମ ବୁଦ୍ଧଚିକିତ୍ସା ବିଜ୍ଞାନଶ୍ରୀ ଅରବିନ୍ଦକବିଗୌରୀଶଙ୍କର ରାୟତୁଷାରକାନ୍ତି ବେହେରା୪ ଅପ୍ରେଲରେଭେନ୍‌ସା କଲିଜିଏଟ ସ୍କୁଲବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂକ୍ରାନ୍ତିମାଳତୀ ଚୌଧୁରୀସୁନାଭକ୍ତ ଚରଣ ଦାସଜଗନ୍ନାଥ ମନ୍ଦିରସାହି ଯାତଉପବାସଜାତୀୟ ସଂସଦ (ଜାପାନ)ଚୈତ୍ର ପୂର୍ଣ୍ଣିମା୧୭୯୫ରଘୁନାଥ ପରିଚ୍ଛାବୌଦ୍ଧ ଜିଲ୍ଲାମନମୋହନ ସାମଲଅକ୍ଷାଂଶଭୁବନେଶ୍ୱର ବେହେରାକୁଞ୍ଜବିହାରୀ ଦାଶଶାନ୍ତନୁ କୁମାର ଆଚାର୍ଯ୍ୟକଇଥଜଗନ୍ନାଥ୧୩ ଅପ୍ରେଲଆଶ୍ୱିନ🡆 More