କପା

କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।

Tree cotton
କପା
Seed capsules on a cultivated specimen in Osaka, Japan
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
ଗୋଷ୍ଠୀ: ରୋସିଡ
Order: Malvales
Family: Malvaceae
Genus: Gossypium
ଜାତି: G. arboreum
ବାଇନୋମିଆଲ ନାମ
Gossypium arboreum
Synonyms
  • Gossypium albiflorum Tod.
  • Gossypium anomalum G.Watt nom. illeg.
  • Gossypium asiaticum Raf.
  • Gossypium bani (G.Watt) Prokh.
  • Gossypium cernuum Tod.
  • Gossypium comesii Sprenger
  • Gossypium figarei Tod.
  • Gossypium glabratum Tod.
  • Gossypium gracile Salisb.
  • Gossypium indicum Lam.
  • Gossypium intermedium Tod.
  • Gossypium nanking Meyen
  • Gossypium neglectum Tod.
  • Gossypium obtusifolium Roxb.
  • Gossypium obtusifolium Roxb. ex G.Don
  • Gossypium perennans Delile ex Roberty
  • Gossypium puniceum Fenzl
  • Gossypium purpurascens Poir.
  • Gossypium roseum Tod.
  • Gossypium roxburghii Tod.
  • Gossypium royleanum Tod.
  • Gossypium rubicundum Roxb. ex Wight & Arn.
  • Gossypium rubrum Forssk.
  • Gossypium sanguineum Hazsl.
  • Gossypium soudanense (G.Watt) G.Watt
  • Gossypium vaupelii J.Graham
  • Gossypium wattianum S.Y.Hu
  • Gossypium wightianum Tod.


ବିଭିନ୍ନ ଭାଷାରେ ନାମ

  • ଇଉରୋପ
    • ଫ୍ରେଞ୍ଚ - Coton Bamieh
    • ଜର୍ମାନ - Coton castellamare
  • ଏସିଆ
    • ବ୍ରହ୍ମଦେଶ (ବର୍ମିଜ) - Wa-gon
    • ସିଂହଳ - ପୁଲୁଂଗ
    • ଭାରତ
ଭାଷା ନାମ
ଓଡ଼ିଆ କପା, କାର୍ପାସ
ସଂସ୍କୃତ ଅନାଗ୍ନିକା
ହିନ୍ଦୀ ରୁଇ
କନ୍ନଡ଼ ଅମ୍ବାରା
ତାମିଲ ପଂଜି
ତେଲୁଗୁ ପିଂଜା
ବଙ୍ଗଳା କପାସ
ମରାଠି କପାସ
ମାଲୟାଲମ ପନ୍​ଗ୍ନି


ପ୍ରୟୋଗ

ସାମାନ୍ୟ

ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ ।

ଔଷଧୀୟ

  • ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର)
  • ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ
  • ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି)
  • ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର)
  • କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ)

ଆଧାର

ଅଧିକ ତଥ୍ୟ

Tags:

କପା ବିଭିନ୍ନ ଭାଷାରେ ନାମକପା ପ୍ରୟୋଗକପା ଆଧାରକପା ଅଧିକ ତଥ୍ୟକପା

🔥 Trending searches on Wiki ଓଡ଼ିଆ:

ସାରଦା ପ୍ରସାଦ ମିଶ୍ରଓଡ଼ିଆ କଥାଚିତ୍ର ଜଗତପ୍ରସନ୍ନ କୁମାର ଦାଶପ୍ଲୀହାପ୍ରାଣୀଇମରାନ ଖାଁନବଗୁଞ୍ଜରସ୍ୱୋର୍ଡ ମାଛକାଳିନ୍ଦୀ ଚରଣ ପାଣିଗ୍ରାହୀକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମେଷ (ରାଶି)ଇଣ୍ଡୋନେସିଆମୁଣ୍ଡା ଭାଷାସମୂହକୃଷ୍ଣପ୍ରସାଦ ମିଶ୍ରମିଳିମିଳାଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାରାମ ନବମୀଡିଡାନୋସିନପଣା ସଂକ୍ରାନ୍ତିକ୍ରିକେଟଗୋପାଳ ଛୋଟରାୟକୋଣାର୍କ ସୂର୍ଯ୍ୟ ମନ୍ଦିରହେମୋଫିଲିଆକଳାପାହାଡ଼ଅବସରଜୈନ ଧର୍ମଅର୍ଜୁନ ଚରଣ ସେଠୀଆବ୍ରୋସିଟିନିବମନମୋହନ ସାମଲନଟବର ଶତପଥୀଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଧୁ ମେହେରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସାରଳା ଦାସଜ୍ଞାନପୀଠ ପୁରସ୍କାରଏଡା ଲଭ୍‌ଲେସ୍‌ସୁଭାଷ ଚନ୍ଦ୍ର ବୋଷବାଟମଙ୍ଗଳାଗଙ୍ଗାଧର ମେହେରରାମାୟଣବିଜୟ ମିଶ୍ରବାଲେଶ୍ୱର ଜିଲ୍ଲାବରଗଡ଼ ଜିଲ୍ଲାଅଚ୍ୟୁତ ସାମନ୍ତଜଗନ୍ନାଥଙ୍କ ବେଶସୁରେନ୍ଦ୍ର ମହାନ୍ତିଆର୍ଥିକ ସ୍ୱାଧୀନତାଜାପାନୀ ଭାଷାପ୍ରସନ୍ନ ଦାସହରେକୃଷ୍ଣ ମହତାବଜଗନ୍ନାଥ ପ୍ରସାଦ ଦାସକ୍ଷୀରସଞ୍ଜୟ ହାତୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିଦ୍ୟାଳୟଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ବର କୋଳିଚୈତ୍ରଛଉ ନାଚରାବଣଜୈନବାଦଅର୍ଥଶାସ୍ତ୍ରମ୍ୟୁଚୁଆଲ ଫଣ୍ଡସତ୍ୟବାଦୀ ବନ ବିଦ୍ୟାଳୟଯବକ୍ଷାରଜାନମହାଭାରତଶ୍ରୀମନ୍ଦିର ବେଢ଼ା-ଦେବାଦେବୀବେଲଧର୍ମହୃଷୀକେଶ ପଣ୍ଡା🡆 More