କଦଳୀ

କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି । ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ । ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା।

କଦଳୀ
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଜନ୍ମ
ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଏସିଆ
କଦଳୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
ଗୋଷ୍ଠୀ: କମେଲିନିଡ
ବଂଶ: ମୁସାସି
ପ୍ରଜାତି: ମୁସା(ପ୍ରଜାତି)

ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।

ଐତିହାସିକ କଦଳୀ ଚାଷ

ପ୍ରାଥମିକ ଚାଷ

କଦଳୀ 
କମଳାରେ ମୁସା ବାଲ୍ୱିସିଆନା ଏବଂ ସବୁଜରେ ମୁସା ଆକୁମିନାଟାର ଉତ୍ପତ୍ତି ସ୍ଥଳ

ନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିର ମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୮୩୩ଭାରତର ସଂସ୍କୃତିଏଚଆଇଭି/ଏଡସଅଗସ୍ତ୍ୟନେଲସନ ମଣ୍ଡେଲାଭାରତର ଜାତୀୟ ପତାକାକାର୍ତ୍ତିକ ପୂର୍ଣ୍ଣିମାଖଣ୍ଡାୟତଭାରତ ସରକାରଗୋରଖନାଥଏରିଦେମା ମଲ୍ଟିଫର୍ମବିଶ୍ୱ ନାଟ୍ୟ ଦିବସଜାଫିର୍ଲୁକାଷ୍ଟAsthmaଓଡ଼ିଆଭାରତୀୟ ସମ୍ବିଧାନରାଣୀ ଲକ୍ଷ୍ମୀବାଈଚାଉଳରଥଯାତ୍ରାଚନ୍ଦନେଶ୍ଵର ମନ୍ଦିରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଆନ୍ଥୋଡନ୍‌ (ସରୀସୃପ)ତାଜମହଲତୁମ ପରି ଛୋଟ ପିଲାଟିଏwiki.phtmlକମ୍ପ୍ୟୁଟରଋଷିଆରବର୍ଟ ମୂଗଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ପ୍ରାଣବନ୍ଧୁ କରଯଶୋବନ୍ତ ଦାସଉଚ୍ଚ ରକ୍ତଚାପଉଇକିପାଠାଗାରପୁରୀବିଷ୍ଣୁକଟକ ଜିଲ୍ଲାଆପଲ ଇନକର୍ପୋରେଟେଡପଣସଦାମୋଦର ରାଉତଆଜ୍‌ମାସାରଳା ଦାସନିଓୱାଇଜ ଧୂମକେତୁଏଲୋସରସଚୈତନ୍ୟ୧୩ ମାର୍ଚ୍ଚକବିସୂର୍ଯ୍ୟ ବଳଦେବ ରଥବ୍ରଜ କିଶୋର ପ୍ରଧାନରାଜନୀତି ବିଜ୍ଞାନଓଡ଼ିଆ ସାହିତ୍ୟର ଇତିହାସଓଆରଟିପଞ୍ଚସଖାନିତ୍ୟାନନ୍ଦ ମହାପାତ୍ରକାଳୀଚରଣ ପଟ୍ଟନାୟକଦାଶରଥି ପଟ୍ଟନାୟକଆଡ଼ୋବିମୁଦ୍ରା (ପୂଜା)🡆 More