କଥା ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ଗଳ୍ପ ପତ୍ରିକା । ପତ୍ରିକାଟିର ମାଲିକାନା, ସମ୍ବାଦର ମାଲିକ ଇଷ୍ଟର୍ଣ ମିଡିଆ ଲିମିଟେଡ଼ ପାଖରେ ଅଛି । ଏଥିରେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଭଳି କେବଳ କେବଳ ଗଦ୍ୟସାହିତ୍ୟ ପ୍ରକାଶିତ ହୋଇଥାଏ । ଏହି ପତ୍ରିକା ବର୍ଷରେ ଦୁଇଥର ବିଶେଷାଙ୍କ ପ୍ରକାଶ କରିଥାଏ । ଅକ୍ଟୋବର ମାସର ସଂସ୍କରଣଟି ନବ ପ୍ରତିଭା ବିଶେଷାଙ୍କଭାବରେ ପ୍ରକାଶିତ ହୁଏ ।
ମାଲିକ | ଇଷ୍ଟର୍ଣ ମିଡିଆ ଲିମିଟେଡ଼ |
---|---|
ପ୍ରତିଷ୍ଠାତା | ସୌମ୍ୟରଞ୍ଜନ ପଟ୍ଟନାୟକ |
ପ୍ରକାଶକ | ବିଜୟ କୁମାର ପଟ୍ଟନାୟକ |
ମୁଖ୍ୟ ସମ୍ପାଦକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ସମ୍ପାଦକ | ଗୌରହରି ଦାସ |
ସହକାରୀ ସମ୍ପାଦକ | ଆଶିଷ ଗଡନାୟକ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
Sister newspapers | ସମ୍ବାଦ (ଖବରକାଗଜ) |
This article uses material from the Wikipedia ଓଡ଼ିଆ article କଥା (ପତ୍ରିକା), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.