ବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦର

କଟକ ସଦର (କ୍ରମିକ ସଂଖ୍ୟା: ୯୩) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଟକ (ମ)ର କିଛି ଅଞ୍ଚଳ, କଟକ ସଦର ବ୍ଳକ ଓ ନିଶ୍ଚିନ୍ତକୋଇଲି ବ୍ଳକର କିଛି ଅଞ୍ଚଳ ।

କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୮,୪୩୧
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିଲୀପ କୁମାର ମଲ୍ଲିକଙ୍କଠାରୁ ୨୫୭୯୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କାଳିନ୍ଦୀ ବେହେରା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅହିଂସା ମହାନନ୍ଦଙ୍କଠାରୁ ୪୯,୩୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କଟକ ସଦର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କାଳିନ୍ଦୀ ବେହେରା ୭୧,୬୩୧ ୬୩.୭୮ -
କଂଗ୍ରେସ ଅହିଂସା ମହାନନ୍ଦ ୨୨,୨୮୭ ୧୯.୮୪ -
ଭାଜପା ଦିଲିପ କୁମାର ମଲ୍ଲିକ ୧୫,୪୦୭ ୧୩.୭୨ -
ସମୃଦ୍ଧ ଓଡ଼ିଶା ହରି ଗୋଚ୍ଛାୟତ ୧,୬୬୦ ୧.୪୮ -
ବସପା ମିନାକ୍ଷୀ ଦାସ ୧,୩୨୧ ୧.୧୮ -
ଭୋଟ ବ୍ୟବଧାନ ୪୯,୩୪୪ ୪୩.୯୪* -
ମତଦାନ ହାର ୧,୧୨,୩୦୮ ୬୧.୩୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦର ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦର ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦର ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦର ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ କଟକ ସଦରଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକଟକକଟକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱର ବେହେରାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୫୭୨୧ ଅପ୍ରେଲଆମ୍ବବିଦ୍ୟାଳୟଗ୍ରହରାଜନୀତି ବିଜ୍ଞାନଅରବିନ୍ଦ କେଜରିୱାଲକୁଞ୍ଜବିହାରୀ ଦାଶଆସନରମାଦେବୀ ଚୌଧୁରୀବାଘବୌଦ୍ଧ ଧର୍ମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚିନ୍ତାମଣି ମହାନ୍ତିହିନ୍ଦୁ ବିବାହ ଅଧିନିୟମ, ୧୯୫୫ବୈଷୟିକ ବିଜ୍ଞାନଶବ୍ଦ (ଧ୍ୱନି)ଓଡ଼ିଶା ବିଧାନ ସଭାକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟଗୋପୀନାଥ ନନ୍ଦଧାତୁତ୍ରିକୋଣମିତିବ୍ରହ୍ମୋତ୍ରୀ ମହାନ୍ତିବିନୋଦ ଚନ୍ଦ୍ର ନାୟକସୀତାକାନ୍ତ ମହାପାତ୍ରସୁଦଶା ବ୍ରତସରଳା ଦେବୀଭାରତ ସରକାରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତପସ୍ୱିନୀମେଟ୍ରୋନିଡାଜୋଲଉଦ୍‌ଜାନପ୍ରାଣୀଆଙ୍ଗୋଲାଓଡ଼ିଆ କଥାଚିତ୍ର ଜଗତ୩ ଅଗଷ୍ଟଜାପାନଦ୍ୱିତୀୟ ବିଶ୍ୱଯୁଦ୍ଧଗ୍ରେଗୋରି ପାଞ୍ଜିଜାତୀୟ ସଂସଦ (ଜାପାନ)ପଞ୍ଚସଖାନବଗୁଞ୍ଜରନଅଙ୍କ ଦୁର୍ଭିକ୍ଷ୮ ଫେବୃଆରୀବିଭୂତି ପଟ୍ଟନାୟକଚେକ୍ ଗଣରାଜ୍ୟଗୋପାଳ ଚନ୍ଦ୍ର ପ୍ରହରାଜଦେଓମାଳୀପ୍ରଧାନ ପୃଷ୍ଠାବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକଓଡ଼ିଆ ଭାଗବତଇଂଲଣ୍ଡପୁରୀ୧୯୫୩ପୂର୍ବେଶ୍ୱର ଶିବ ମନ୍ଦିରସମ୍ବଲପୁରଧର୍ମେନ୍ଦ୍ର ପ୍ରଧାନଶକ୍ତି ପୀଠ🡆 More