କଖାରୁ ଫୁଲ ଭଜା: ଓଡ଼ିଆ ଖାଦ୍ୟ

କଖାରୁ ଫୁଲ ଭଜା ବା ବୋଇତାଳୁ ଫୁଲ ଭଜା ଓଡ଼ିଶାର ଏକ ରନ୍ଧା ଖାଦ୍ୟ । ଏହା କଖାରୁ ଫୁଲକୁ ଚାଉଳବଟାରେ ବୁଡ଼ାଇ ତେଲରେ ଭାଜି ତିଆରି କରାଯାଇଥାଏ । ଏଥି ପାଇଁ ଅଣ୍ଡିରା କଖାରୁ ଫୁଲକୁ ବୃନ୍ତ ସହ ଛିଣ୍ଡାଇ ବ୍ୟବହାର କରାଯାଇଥାଏ । ବତୁରା ଚାଉଳକୁ ଅଦା, କଞ୍ଚାଲଙ୍କା, ଜିରା ଆଦି ସହ ବାଟି ସେଥିରେ ଲୁଣ ଓ ହଳଦୀ ମିଶାଯାଇଥାଏ । ଏକ ତାଉଆରେ ସୋରିଷ ତେଲ ଗରମ କରି ସେହି ବଟାରେ ଫୁଲକୁ ବୁଡ଼ାଇ ତାକୁ ଭଜାଯାଇଥାଏ । ଏହା ସାଧାରଣତଃ ଗରମ ଭାତ ସହ ପରଷାଯାଇଥାଏ ।

କଖାରୁ ଫୁଲ ଭଜା: ଓଡ଼ିଆ ଖାଦ୍ୟ
କ‌ଖାରୁ ଫୁଲରୁ ତିଆରି ହୋଇଥିବା ବରା ।

ଆଧାର

Tags:

ଅଦାଓଡ଼ିଆ ଖାଦ୍ୟଓଡ଼ିଶାଚାଉଳଜିରାଭାତଲୁଣହଳଦୀ

🔥 Trending searches on Wiki ଓଡ଼ିଆ:

୧୯୫୩ପରିସଂଖ୍ୟାନଦେଓମାଳୀଓଡ଼ିଆ ଭାଗବତଚନ୍ଦକା ହାତୀ ଅଭୟାରଣ୍ୟପଞ୍ଚତନ୍ତ୍ରରାମାୟଣନୃସିଂହ ଚରଣ ପଣ୍ଡାଓଡ଼ିଆ କାବ୍ୟ କବିତାରଥଯାତ୍ରାଖାଦ୍ୟ ଖଣିଜ ଲବଣଇଷ୍ଟ ଇଣ୍ଡିଆ କମ୍ପାନୀମାୟାଧର ମାନସିଂହହନୁମାନ ଜୟନ୍ତୀନୃସିଂହଅନୁଗୋଳ ଜିଲ୍ଲାଦୀନନାଥ ପାଠୀପ୍ରଥମ ବିଶ୍ୱଯୁଦ୍ଧ୭ ଫେବୃଆରୀଦେଉଳଝରି ଉଷ୍ଣପ୍ରସ୍ରବଣମୋଗଲ ସାମ୍ରାଜ୍ୟରାଧାନାଥ ରାୟଜାତୀୟ ସଂସଦ (ଜାପାନ)ରାଜକିଶୋର ରାୟଦୋହାକୋଷ ଓ ବୌଦ୍ଧ ଗାନବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁ ଟ୍ୟୁବରାମଚନ୍ଦ୍ର ବେହେରା୨୫ ନଭେମ୍ବରଭୂମିକମ୍ପକୁଞ୍ଜବିହାରୀ ଦାଶସୁଦାମ ମାରାଣ୍ଡିଇମେଲବୈକୁଣ୍ଠନାଥ ପଟ୍ଟନାୟକରେବତୀ (କ୍ଷୁଦ୍ରଗଳ୍ପ)କଣ୍ଡୋମସମୟମଣ୍ଡଳପରିବେଶପ୍ରତୀକ୍ଷାବିଷ୍ଣୁଅକ୍ଷୟ ତୃତୀୟାଲକ୍ଷ୍ମୀକାନ୍ତ ମହାପାତ୍ରରଘୁନାଥ ପରିଚ୍ଛାସୁନାଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହଂକଂ୧୪୧୭ଭାରତୀୟ ମୁଦ୍ରା୨୦୦୭୧୭ ଅପ୍ରେଲପ୍ରତିଭା ଶତପଥୀଶ୍ୱେତସାରକପିଳେନ୍ଦ୍ର ଦେବମଧୁସୂଦନ ଦାସକ୍ଲାଉଡ଼ ଟେକ୍ନୋଲୋଜିପ୍ରସନ୍ନ କୁମାର ପାଟ୍ଟଶାଣୀପାରୁଲ ଯାଦବଜାନକୀ ବଲ୍ଲଭ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟଦାମୋଦର ରାଉତଶ୍ରବଣ ( ରାମାୟଣ ର ଚରିତ୍ର )ଓଡ଼ିଆ ନାଟକଚଇତି ଘୋଡ଼ା ନାଚଭାରତର ଜାତୀୟ ପତାକାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅଖିଳ ମୋହନ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି୧୫୭୨🡆 More