ଓଣମ: କେରଳର ଏକ ପ୍ରମୁଖ ପର୍ବ

ଓଣମ (ମାଲୟାଲମ: ഓണം) ହେଉଛି କେରଳ ରାଜ୍ୟରେ ପାଳିତ ହେଉଥିବା ଏକ ପର୍ବ। ଏହା ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଓ ମହାବଳୀର ସ୍ମୃତି ବହନ କରୁଥିବା ପର୍ବ । ଏହା ଚିଙ୍ଗମ (ଅଗଷ୍ଟ-ସେପ୍ଟେମ୍ବର) ମାସରେ ଦଶଦିନ ବ୍ୟାପି ପାଳନ କରାଯାଏ । ଏଇ ପର୍ବଦିନମାନଙ୍କରେ ମହିଳା ଓ ଝିଅମାନେ ନାଚ ଗୀତରେ ମଗ୍ନ ଥିଲାବେଳେ ପୁରୁଷମାନେ ପହଁରିବା ଓ ନୈକାଚାଳନା ପ୍ରତିଯୋଗିତା କରିଥାନ୍ତି। ଏହି ପର୍ବଟି କେରଳରେ ଓ ସାରା ଭାରତରେ ବିଶେଷ କରି ମାଳାୟାଳୀମାନଙ୍କଦ୍ୱାରା ପାଳିତ ହୋଇଥାଏ। କୁହାଯାଏ ମହାରାଜା ବଳୀ ଏଇଦିନ କେରଳୀମାନଙ୍କୁ ଆଶୀର୍ବାଦ ଦେବାପାଇଁ ପାତାଳପୁରରୁ ଆସିଥାନ୍ତି। ଏଇ ପର୍ବ ଅବସରରେ ଘର ଓ ଅଗଣାକୁ ବିଭିନ୍ନ ପ୍ରକାର ମୁରୁଜ ଓ ଫୁଲରେ ସଜାଯାଇଥାଏ ।

ଓଣମ
ଓଣମ: କେରଳର ଏକ ପ୍ରମୁଖ ପର୍ବ
ସୁସଜ୍ଜିତ ପୁକଳମ୍
ନାମମାଲୟାଲମ: ഓണം
ପାଳନକାରୀକେରଳର ହିନ୍ଦୁ ଓ ସମସ୍ତ ମାଳାୟାଳୀ
ପ୍ରକାରଫସଲ ଅମଳ ସମୟର ପର୍ବ, ଛୁଟିଦିନ, ଭାରତୀୟ ପର୍ବ
ବିଶେଷତାଥିରୁଭୋଣମ
ପର୍ବ ପାଳନସଦ୍ୟ, ଥିରୁବାଥିର କାଳି, ପୁଳି କାଳି, ପୁକଳମ, ଓଣଥାଲ୍ଲୁ, ଥ୍ରିକ୍କାକୋରୟାପ୍ପାନ, ଓଣପୋଟ୍ଟାନ, ଥୁମ୍ବିଥୁଲ୍ଲାଲ, ଓଣଭିଲ୍ଲୁ, ଗୁରୁଭାୟୁରରେ କାଜଚାକ୍କୁଳା, ଥ୍ରିପୁନିଥୁରାର ଆଠଚମୟମ ଓ ଭଲ୍ଲମ କାଳି (ନାବ ପ୍ରତିଯୋଗିତା)
ତାରିଖସିଂହ ମାସର ଶ୍ରବଣା (ଥିରୁଭୋଣମ) ନକ୍ଷତ୍ର
୨୦୨୪ ତାରିଖdate missing (please add)

ଓଣମପାଇଁ ଠାଏ ଠାଏ କେରଳର ପାରମ୍ପରିକ ନାଚ କଥାକଳି ଓ ପୁଳିକଳି ବା କାଡ଼ୁବକଳିର ଆୟୋଜନ କରାଯାଏ । ନାନା ପ୍ରକାର ସ୍ୱାଦିଷ୍ଠ ଭୋଜନ ମଧ୍ୟ ଏଇ ସମୟରେ ପ୍ରସ୍ତୁତ କରାଯାଏ । ସେଥି ମଧ୍ୟରୁ ଘିଅ ଭାତ, ଡାଲି, ପାମ୍ପଡ଼, ସମ୍ବର (ଓଲାଣ), ରସମ, ଥୋରନ, ଅବୟିଲ, ପଚଡ଼ି ମସଲାଯୁକ୍ତ ଘୋଳଦହି ଓ ଚାଉଳ ତିଆରି ବିଭିନ୍ନ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରାଯାଏ ।

କିଛି ଛବି

ଆଧାର

Tags:

କେରଳବିଷ୍ଣୁ

🔥 Trending searches on Wiki ଓଡ଼ିଆ:

ହୀରାକୁଦ ବନ୍ଧପଖାଳ ଦିବସବୃହସ୍ପତିରାଜା ରାମମୋହନ ରାୟଜଗଦୀଶ ମହାନ୍ତିକପିଳେନ୍ଦ୍ର ଦେବବିନୋଦ ଚନ୍ଦ୍ର ନାୟକବ୍ରାହ୍ମ ସମାଜ୧୯୮୮ଚିନ୍ତାମଣି ମହାନ୍ତିରେଭେନ୍‌ସା କଲିଜିଏଟ ସ୍କୁଲ୩୪୩ଭାରତପ୍ଲାଟିପସଶାନ୍ତନୁ କୁମାର ଆଚାର୍ଯ୍ୟତ୍ରିଭୁଜAnifrolumab୩ ସେପ୍ଟେମ୍ବରଉଦ୍‌ଜାନପ୍ରତିଭା ଶତପଥୀ୨୭ ଅପ୍ରେଲକାମିନୋ ମିଚିକଇଥଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ୧୯୮୯ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବୁଦ୍ଧ ପୂର୍ଣ୍ଣିମାWikisource୩୦ ଅପ୍ରେଲକୁନ୍ତଳା କୁମାରୀ ସାବତଗଙ୍ଗା ଦଶହରାଇଂଲଣ୍ଡସୀତା ବିବାହକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୋଦାବରୀଶ ମିଶ୍ର୧୭୯୫ସାହି ଯାତୟୁରୋପଚିନ୍ତାମଣି ବେହେରାଜାତୀୟ ସଂସଦ (ଜାପାନ)ଯମୁନାଖ୍ରୀଷ୍ଟ ଧର୍ମ୧ ଅପ୍ରେଲଚଇତି ଘୋଡ଼ା ନାଚଭାରତୀୟ ସମ୍ବିଧାନଏ. ପି. ଜେ. ଅବଦୁଲ କଲାମଗୋପାଳ ଚନ୍ଦ୍ର ପ୍ରହରାଜବି. ଆର. ଆମ୍ବେଦକରଓଡ଼ିଶାର ସଂସ୍କୃତି୨୦୧୪ପୋଙ୍ଗଲକଲେରାଚନ୍ଦକା ହାତୀ ଅଭୟାରଣ୍ୟଚିତ୍ତରଞ୍ଜନ ଦାସଓଡ଼ିଶାର ଭୂଗୋଳ୧୧ଓଡ଼ିଆ ସାହିତ୍ୟର ଇତିହାସନୃସିଂହ ଚରଣ ପଣ୍ଡା୮ ଫେବୃଆରୀପକ୍ଷୀ୧୧ ଅପ୍ରେଲବିର୍ସା ମୁଣ୍ଡାଜ୍ୟୈଷ୍ଠବୈଦେହୀଶ ବିଳାସଭଗବତୀ ଚରଣ ପାଣିଗ୍ରାହୀଧର୍ମଓଡ଼ିଶାର ଲୋକନୃତ୍ୟନୋଟା (ଭାରତ)ଭାରତୀୟ ମୁଦ୍ରାଆସନ🡆 More