ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସଂଗ୍ରହାଳୟ । ଏହା ୧୯୩୨ରେ ସ୍ଥାପିତ ହୋଇଥିଲା ଓ ପରେ ୧୯୬୦ରେ ନୂତନ ସୌଧକୁ ସ୍ଥାନାନ୍ତରିତ ହୋଇଥିଲା । ସଂଗ୍ରହାଳୟଟି ୧୧ଟି ଭାଗରେ ବିଭକ୍ତ ଯଥା : ପ୍ରତ୍ନ‌ତ‌ତ୍ୱ, ସୂତ୍ରଲିପି ଉତ୍କିରଣବିଦ୍ୟା, ମୁଦ୍ରାଶାସ୍ତ୍ର, ଶସ୍ତ୍ରାଗାର, ଖନନ ଓ ଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନ କଳା, ପଟ୍ଟଚିତ୍ର, ନୃବିଦ୍ୟା ଓ ତାଳପ‌ତ୍ର ପୋଥି ଆଦି । ସଂଗ୍ରହାଳୟଟି ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କଦ୍ୱାରା ପରିଚାଳିତ ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାର ପ୍ରଶାସନିକ ପରିଚାଳିତ ହେଉଛି। ।

20°15′22″N 85°50′29″E / 20.2562°N 85.8415°E / 20.2562; 85.8415

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରବେଶ ଦ୍ୱାର
ସ୍ଥାପିତ୧୯୩୨
ଅବସ୍ଥାନବିଜେବି ନ‌ଗର, ଭୁବନେଶ୍ୱର, ଓଡ଼ିଶା
ନିର୍ଦେଶକଜୟନ୍ତୀ ରଥ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର
ୱେବସାଇଟhttp://orissamuseum.nic.in/

ଇତିହାସ

ଏହି ସଂଗ୍ରହାଳୟଟି ୧୯୩୨ରେ ଉଇଲିଅମ ଜୋନ୍ସ,, ଘନଶ୍ୟାମ ଦାସ, ଏନ. ସି. ବାନାର୍ଜୀ, ହରେକୃଷ୍ଣ ମହତାବ ଆଦି ଗବେଷକ ଓ ଐତିହାସିକଙ୍କ ଉଦ୍ୟମରେ ରେଭେନ୍ସା କଲେଜ ପରିସରରେ ଆରମ୍ଭ ହୋଇଥିଲା । ୧୯୪୫ -୪୬ ବେଳେ ଓଡ଼ିଶା ସରକାରଙ୍କଦ୍ୱାରା ଏହାକୁ ପୁରୁଣା ଭୁବନେଶ୍ୱରର ବ୍ରହ୍ମାନନ୍ଦ କୋଠାରେ ପ୍ରତିଷ୍ଠା କରି ରାଜ୍ୟ ସଂଗ୍ରହାଳୟର ମାନ୍ୟତା ଦିଆଗଲା । ପରେ ଏହା ୧୯୫୦ ମସିହାରେ ପଟେଲ ହଲ ଭିତରକୁ ଘୁଞ୍ଚା ଯାଇଥିଲା । ୧୯୫୭ରେ ପୁଣିଥରେ ଏହାକୁ ଇଉନିଟ ୧ରେ ଏକ କୋଠା ମଧ୍ୟକୁ ଘୁଞ୍ଚାଯାଇଥିଲା ଓ ତ‌ତ୍କାଳୀନ ରାଷ୍ଟ୍ରପ‌ତି ରାଜେନ୍ଦ୍ର ପ୍ରସାଦଙ୍କଦ୍ୱାରା ୧୯୬୦ରେ ଏବେକାର ପରିସରରେ ଉଦ୍‌ଘାଟିତ ହୋଇଥିଲା ।

ଗ୍ୟାଲେରି

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ 
ପ୍ରତ୍ନ‌ତ‌ତ୍ୱ ବିଭାଗରେ ଥିବା ଏକ ବୁଦ୍ଧ ମୂର୍ତ୍ତି
  • ପ୍ରତ୍ନ‌ତ‌ତ୍ୱ
  • ସୂତ୍ରଲିପି ଉତ୍କିରଣବିଦ୍ୟା
  • ମୁଦ୍ରାଶାସ୍ତ୍ର
  • ଶସ୍ତ୍ରାଗାର
  • ଖନନ ଓ ଭୂବିଜ୍ଞାନ
  • ପ୍ରାକୃତିକ ଇତିହାସ ବିଜ୍ଞାନ
  • କଳା ଓ ଶିଳ୍ପ
  • ସମକାଳୀନ କଳା
  • ପଟ୍ଟଚିତ୍ର
  • ନୃବିଦ୍ୟା ଓ ତାଳପ‌ତ୍ର ପୋଥି

ଆଧାର

ବାହାର ଲିଙ୍କ

Tags:

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଇତିହାସଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗ୍ୟାଲେରିଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଆଧାରଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବାହାର ଲିଙ୍କଓଡ଼ିଶା ରାଜ୍ୟ ସଂଗ୍ରହାଳୟଓଡ଼ିଶାଓଡ଼ିଶା ସରକାରପଟ୍ଟଚିତ୍ରଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଚିକିତ୍ସା ବିଜ୍ଞାନ୧୯୮୯ମାଳତୀ ଚୌଧୁରୀୟୁରୋପଦେବ୍ରାଜ ଲେଙ୍କାଗଙ୍ଗା ଦଶହରାଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଲମ୍ବିଆଅଚ୍ୟୁତାନନ୍ଦ ଦାସପ୍ରାଣୀଫତୁରାନନ୍ଦରେବତୀ (କ୍ଷୁଦ୍ରଗଳ୍ପ)ଉଇକିଖବର୮ ଫେବୃଆରୀ୨୦୦୩ବାୟୋନ୍ ମନ୍ଦିରବନ୍ଦେ ଉତ୍କଳ ଜନନୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବ୍ୟଞ୍ଜନ ବର୍ଣ୍ଣଜୀବସାରଯମୁନାଅନୁଗୋଳ ଜିଲ୍ଲାଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସନକ୍ସଲବାଦଗୌରୀଶଙ୍କର ରାୟମଧୁସୂଦନ ରାଓବଳଦେବଜୀଉ ମନ୍ଦିରଭଗବତୀ ଚରଣ ପାଣିଗ୍ରାହୀ୨୫ ନଭେମ୍ବର୪ ଜାନୁଆରୀନରେନ୍ଦ୍ର ମୋଦୀରାଜନୀତି ବିଜ୍ଞାନମନୋରଞ୍ଜନ ଦାସଉତ୍କଳ ଦିବସଶ୍ରୀରାମ ପଣ୍ଡାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନବଗୁଞ୍ଜରପଞ୍ଚତନ୍ତ୍ରମହାତ୍ମା ଗାନ୍ଧୀଜ୍ଞାନକୋଷ୬୦୨ଜଗନ୍ନାଥଉପେନ୍ଦ୍ର ଭଞ୍ଜଦେଓମାଳୀସତ୍ୟନାରାୟଣ ରାଜଗୁରୁଉତ୍କଳ ସମ୍ମିଳନୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଶବ୍ଦ (ଧ୍ୱନି)୬ ଜୁଲାଇପୋଙ୍ଗଲସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଓଡ଼ିଆ ସାହିତ୍ୟସାହି ଯାତଆଜରବାଇଜାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୧ ମାର୍ଚ୍ଚଶ୍ରବଣ ( ରାମାୟଣ ର ଚରିତ୍ର )ଗୁରୁପ୍ରତୀକ୍ଷାସୁଦାମ ମାରାଣ୍ଡିଆଚାର୍ଯ୍ୟ ହରିହରରାଜା ରାମମୋହନ ରାୟଶନି🡆 More