ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଇଂରାଜୀ: Odisha Tourism Development Corporation', ଓଟିଡିସି) ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ଏକ ନିଗମ । ଏହା ୧୯୭୯ରେ ରାଜ୍ୟରେ ପର୍ଯ୍ୟଟନର ବିକାଶ, ଆଗରୁ ଥିବା ପର୍ଯ୍ୟଟନ ଅତିଥି ଭବନ ଓ ପରିବହନ ଆଦିର ଦେଖାଶୁଣା କରିବା ପାଇଁ ଆରମ୍ଭ ହୋଇଥିଲା । ଏହି ବିଭାଗଦ୍ୱାରା ପରିଚାଳିତ ଅତିଥି ଭବନ ପାନ୍ଥ ନିବାସ ନାମରେ ଜଣା ।

Odisha Tourism Development Corporation
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସରକାରୀ ପ୍ରତୀକ
ସରକାରୀ ନିଗମ, ଓଡ଼ିଶା overview
Formed ୧୯୭୯
Jurisdiction ଓଡ଼ିଶା ସରକାର
Headquarters ପାନ୍ଥ ନିବାସ (ଓଲ୍ଡ ବ୍ଲକ), ଲୁଇସ ରୋଡ଼, ଭୁବନେଶ୍ୱର ୭୫୧୦୧୪
20°15′10.318″N 85°50′32.521″E / 20.25286611°N 85.84236694°E / 20.25286611; 85.84236694
Minister responsible ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ସଂସ୍କୃତି
ସରକାରୀ ନିଗମ, ଓଡ଼ିଶା executives ନରେନ୍ଦ୍ର କୁମାର ସ୍ୱାଇଁ, ଚେଆରମ୍ୟାନ
ଅନୀଲ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ
Parent department ଓଡ଼ିଶା ପର୍ଯ୍ୟଟନ ବିଭାଗ
Website
otdc.in
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

ଯାତ୍ରା

ପ୍ୟାକେଜ ଟୁର

ଓଟିଡିସି ଟୁର ପ୍ୟାକେଜ ସେବା ଯୋଗାଇଥାଏ । ନବକଳେବର ଭଳି ଋତୁକାଳୀନ ବିଶେଷ କାର୍ୟ୍ୟକ୍ରମରେ ଭାଗନେବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଟୁର ପ୍ୟାକେଜର ବ୍ୟବସ୍ଥା କରାଯାଇଥାଏ ।

ଆଧାର

ବାହାର ଲିଙ୍କ

Tags:

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଯାତ୍ରାଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆଧାରଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବାହାର ଲିଙ୍କଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଇଂରାଜୀ

🔥 Trending searches on Wiki ଓଡ଼ିଆ:

ବିଶ୍ୱ ଏଡ୍‌ସ ଦିବସମଟର ସାଇକେଲଚିନ୍ତାମଣି ବେହେରାସୁନ୍ଦରଗଡ଼ଓଡ଼ିଶାର ଇତିହାସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସଉରାସୌରୀନ୍ଦ୍ର ବାରିକଗଞ୍ଜାମ ଜିଲ୍ଲାବିଜୟ ମିଶ୍ରଅଟଳ ବିହାରୀ ବାଜପେୟୀଯୁକ୍ତରାଜ୍ୟରତ୍ନାକର ଚଇନିଜିନା ସାମଲମେରୁ ଯାତ୍ରାଜୀବାଣୁ ଭାଜିନୋସିସରମାଦେବୀ ଚୌଧୁରୀଗଜାନନ ବେଶଶିଶୁପାଳଗଡ଼ମହାନଦୀବୈଶାଖଜୈନବାଦବକ୍ସି ଜଗବନ୍ଧୁନବଗୁଞ୍ଜରଯୋଗଗୋପାଳ ଛୋଟରାୟଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବକୃଷ୍ଣ ଚୌଧୁରୀଆଲ୍‌କା ୟାଗ୍ନିକ୍‌ରାଜକିଶୋର ରାୟଅନନ୍ତ ପଟ୍ଟନାୟକନମିତା ଅଗ୍ରୱାଲଯବକ୍ଷାରଜାନଅଇଘରାସମୀର ରଞ୍ଜନ ଦାଶଘର ସଂସାରବିଶ୍ୱନାଥ କରଶ୍ରୀ ଅରବିନ୍ଦକରାଚୀସାହି ଯାତରୋହିତ ପୂଜାରୀଫେସବୁକରୋହିଦାସ ସିଂ ନାଗପାଳୁଅପବିତ୍ର ମୋହନ ଜେନାମୁଡ଼ି ନାଏକୋହାଡ଼ଫୁଟିବାଘହାଡ଼ି ଦାସଗଇଁଠାଗଣେଶମାଗୁଣିର ଶଗଡ଼ (କଥାଚିତ୍ର)ଚବିଶ ଗୁରୁ୧୮ ଅପ୍ରେଲଚନ୍ଦ୍ରଶେଖର ନନ୍ଦବିଶ୍ୱଜିତ ଦାସନବଯୌବନ ବେଶମହର୍ଷି ଗୌତମଅକ୍ଷୟ ତୃତୀୟାଭୀମ ଭୋଇବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦବିଧାନ ସଭା ସଭ୍ୟମନୋଜ ଦାସଚୈତ୍ର ପୂର୍ଣ୍ଣିମାସେବିଓଡ଼ିଶାର ଦଶହରାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଜଗନ୍ନାଥ ଦାସପୃଥିବୀପ୍ରଧାନ ପୃଷ୍ଠାବୁଧନ ମୁର୍ମୁଇନଷ୍ଟାଗ୍ରାମଦାରିଙ୍ଗବାଡ଼ି🡆 More