ଉତ୍କଳ ଦିବସ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।

ଉତ୍କଳ ଦିବସ
ନବଗଠିତ ଆଧୁନିକ ଓଡ଼ିଶାର ମାନଚିତ୍ର

ଇତିହାସ

ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନକରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ । , ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି ।

ଅଧିକ ପଠନ

ଆଧାର

Tags:

କଟକ ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୋରାପୁଟ ଜିଲ୍ଲାଗଙ୍ଗାଧର ମେହେରଗଞ୍ଜାମ ଜିଲ୍ଲାଗୋପବନ୍ଧୁ ଦାସନୀଳକଣ୍ଠ ଦାସପୁରୀ ଜିଲ୍ଲାଫକୀର ମୋହନ ସେନାପତିବାଲେଶ୍ୱର ଜିଲ୍ଲାବାସୁଦେବ ସୁଢ଼ଳଦେବଭାରତମଧୁସୂଦନ ଦାସରାଧାନାଥ ରାୟସମ୍ବଲପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟର ଇତିହାସଅଣସରଦଶାଶ୍ୱମେଧ ଘାଟପ୍ରଥମାଷ୍ଟମୀବି. ଆର. ଆମ୍ବେଦକରଇରା ମହାନ୍ତିଦେଓମାଳୀକଳିଙ୍ଗ ଯୁଦ୍ଧଭୁବନେଶ୍ୱର ବେହେରାକାଞ୍ଚନ ଅୱସ୍ତିବୁଧବାରମନୋଜ ପଟ୍ଟନାୟକ (ଗୀତିକାର)ରାଜେନ୍ଦ୍ର କିଶୋର ପଣ୍ଡାମ୍ୟାଲେରିଆସୁବର୍ଣ୍ଣରେଖା ନଦୀଯୌନ ସମ୍ଭୋଗକାନାଡ଼ାଯାଜପୁରଏସ୍କେରିସିଆ କୋଲାଇବିଷ୍ଣୁଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବୀର ସୁରେନ୍ଦ୍ର ସାଏମହାଭାରତହାଡ଼ଫୁଟିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରାଧାମୋହନ ଗଡ଼ନାୟକନମିତା ଅଗ୍ରୱାଲଏ. ପି. ଜେ. ଅବଦୁଲ କଲାମସୁଭାଷ ଚନ୍ଦ୍ର ବୋଷସମ୍ବଲପୁର ଜିଲ୍ଲାଗୋପବନ୍ଧୁ ଦାସଅଖିଳ ନାୟକହରେକୃଷ୍ଣ ମହତାବସମ୍ବାଦ (ଖବରକାଗଜ)ଭାରତବେଣୁଧର ରାଉତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକଲମ୍ବିଆଧର୍ମେନ୍ଦ୍ର ପ୍ରଧାନବୀଜାଣୁ୧୯୨୦୧୦ ଅଗଷ୍ଟଖୋର୍ଦ୍ଧା ଜିଲ୍ଲାକଦଳୀଗଛବିବାହରାଜ୍ୟ ସଭାଅଚ୍ୟୁତାନନ୍ଦ ଦାସଜୟ ଜଗନ୍ନାଥକାଲିଫର୍ମିଅମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବିର୍ସା ମୁଣ୍ଡାବାରାକ ଓବାମାପାଟୁଆ ଯାତ୍ରାରାମଚନ୍ଦ୍ର ମିଶ୍ରରିୟା ସେନରାଶି ଓ ନକ୍ଷତ୍ରତରଭୁଜକଙ୍କାଳଚନ୍ଦ୍ରଶେଖର ଆଜାଦରଜସୌଭାଗ୍ୟ କୁମାର ମିଶ୍ରଜ୍ଞାନକୋଷସମୁଦ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୀଳକଣ୍ଠ ଦାସ🡆 More