ଓଡ଼ିଆ ଖାଦ୍ୟ ଓଡ଼ିଶାରେ ରନ୍ଧା ଓ ଖିଆଯାଉଥିବା ଖାଦ୍ୟକୁ ବୁଝାଇଥାଏ । ସ୍ଥାନ ଅନୁସାରେ ଖାଦ୍ୟ ତିଆରିରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।
କ୍ରମାଙ୍କ | ଜିଲ୍ଲାର ନାମ | ଖାଦ୍ୟ |
---|---|---|
୧ | ଅନୁଗୁଳ | ବାଉଁଶ ପୋଡ଼ା କୁକୁଡ଼ା ମାଂସ |
୨ | ବରଗଡ଼ | ଚାଉଳ ବରା |
୩ | ଭଦ୍ରକ | ପାଳୁଅ ଲଡ଼ୁ,ଛେନା ମୁଡ଼ୁକି |
୪ | ବାଲେଶ୍ୱର | କ୍ଷୀରଗଜା |
୫ | ବଲାଙ୍ଗୀର | ଚାଉଳ ବରା, ଗୁଡ଼ ବରା |
୬ | ବୌଦ୍ଧ | ଚକା ପିଠା, |
୭ | କଟକ | ଦହିବରା-ଆଳୁଦମ, ସାଲେପୁର ରସଗୋଲା |
୮ | ଦେଓଗଡ଼ | କରଡ଼ି, |
୯ | ଢେଙ୍କାନାଳ | ବିରି ବରା, ରସଗୋଲା |
୧୦ | ଗଜପତି | ଚକୁଳି ପିଠା |
୧୧ | ଗଞ୍ଜାମ | ଧନୁମୁଆଁ, ବଡ଼ି, ଚିଙ୍ଗୁଡ଼ି, ପାମ୍ପଡ଼, ଦାନ୍ତିକିଲି, ଆଚାର, ଚଲ୍ହା, ଚାରୁ। |
୧୨ | ଜଗତସିଂହପୁର | ଏଣ୍ଡୁରି ପିଠା, ପାରାଦ୍ୱୀପ ଶୁଖୁଆ |
୧୩ | ଯାଜପୁର ଜିଲ୍ଲା | ଚଣ୍ଡିଖୋଲ ପେଡ଼ା, ଡାଲି ଗଜା |
୧୪ | ଝାରସୁଗୁଡ଼ା | ଦହି ଜିଲାପି, ପେଡ଼ା |
୧୫ | କଳାହାଣ୍ଡି | କରଡ଼ି, ଆମ୍ବିଳ |
୧୬ | କନ୍ଧମାଳ | ଶୁଖା ଝୁରି, ପାତାଲ ଘାଣ୍ଟ |
୧୭ | କେନ୍ଦ୍ରାପଡ଼ା | ରସାବଳି, ମାଣିକପାଟଣା ବସାଦହି |
୧୮ | କେନ୍ଦୁଝର | ମାଲପୁଆ, ଫୁଲବଡ଼ି, ଆରିସା ପିଠା |
୧୯ | ଖୋର୍ଦ୍ଧା | ପାହାଳ ରସଗୋଲା, ଭୁବନେଶ୍ୱର କୋରା ଖଇ |
୨୦ | କୋରାପୁଟ | ବାଲସା ପିଠା, ଅମାଟ ଶାଗ |
୨୧ | ମାଲକାନଗିରି | ଦହି ମାଛ, ସଲବ |
୨୨ | ମୟୁରଭଞ୍ଜ | ବାରିପଦା ମୁଢିମାଂସ |
୨୩ | ନୂଆପଡ଼ା ଜିଲ୍ଲା | ଖଡ଼ିଆଳ ବୁନ୍ଦି |
୨୪ | ନବରଙ୍ଗପୁର ଜିଲ୍ଲା | ଗୁଣ୍ଡୁରୀ ମାଂସ ତରକାରୀ |
୨୫ | ନୟାଗଡ଼ ଜିଲ୍ଲା | ଛେନାପୋଡ଼, ସୁନାଖଳା ଶୁଖୁଆ |
୨୬ | ପୁରୀ ଜିଲ୍ଲା | ଡାଲମା, କ୍ଷୀରା, ନିମାପଡ଼ା ଛେନାଝିଲି |
୨୭ | ରାୟଗଡ଼ା ଜିଲ୍ଲା | ଚକୁଳି ପିଠା, ରସମ୍ (ଚାରୁ ପାଣି) |
୨୮ | ସମ୍ବଲପୁର ଜିଲ୍ଲା | ଗୋଶାଳା ରସଗୋଲା, ହେଣ୍ତୁଆ |
୨୯ | ସୋନପୁର ଜିଲ୍ଲା | ମୁଗ ଡାଲି, ମାଛ ପୁରୁଗ, ମସଲା ବରା |
୩୦ | ସୁନ୍ଦରଗଡ଼ ଜିଲ୍ଲା | ବାଉଂଶ ପୋଡ଼ା ଛେଳିମାଂସ, ଚକେଲ ବରା |
This article uses material from the Wikipedia ଓଡ଼ିଆ article ଓଡ଼ିଆ ଖାଦ୍ୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.