ଋଷିକୁଲ୍ୟା ନଦୀ: ଓଡ଼ିଶାରେ ପ୍ରବାହିତ ଏକ ନଦୀ

ଋଷିକୁଲ୍ୟା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଥିବା ଏକ ନଦୀ । ଏହି ନଦୀଟି ଓଡ଼ିଶାର ବଡ଼ ନଦୀମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଜଳରେ ପ୍ରବାହିତ ହେଉଛି । ଋଷିକୁଲ୍ୟା ନଦୀ ପୂର୍ବଘାଟ ଅଞ୍ଚଳର ଦାରିଙ୍ଗବାଡ଼ି ପାହାଡ଼ର ୧୦୦୦ ମିଟର ଉଚ୍ଚତାରୁ ଉତ୍ପନ୍ନ ହୋଇଛି । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ ବଙ୍ଗୋପ ସାଗର ସହିତ ମିଶିଛି । ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି । ଏହି ନଦୀର କୌଣସି ମୁହାଣ ନାହିଁ ।

ଋଷିକୁଲ୍ୟା ନଦୀ
ଋଷିକୁଲ୍ୟା ନଦୀ: ଓଡ଼ିଶାରେ ପ୍ରବାହିତ ଏକ ନଦୀ
ବ୍ରହ୍ମପୁରଠାରେ ଋଷିକୁଲ୍ୟା ନଦୀ
Native nameଋଷିକୁଲ୍ୟା ନଦୀ
Countryଭାରତ
Partsଓଡ଼ିଶା
Administrative
areas
କନ୍ଧମାଳ, ଗଞ୍ଜାମ
Basin
Main sourceଦାରିଙ୍ଗବାଡ଼ି, କନ୍ଧମାଳ, ଓଡ଼ିଶା, ଭାରତ
19°04′N 84°01′E / 19.07°N 84.01°E / 19.07; 84.01
River mouthଛତ୍ରପୁର, ଗଞ୍ଜାମ, ଓଡ଼ିଶା, ଭାରତ
0 m (0 ft)
Physical characteristics
Length165 km (103 mi)
Features
Tributaries
  • Left:
    ଭଗୁଆ, ଧନେଇ, ବଡ଼ନଦୀ
  • Right:
    ଘୋଡ଼ାହାଡ଼

ନଦୀ ପଥ

ଏହି ନଦୀଟି କନ୍ଧମାଳ ଜିଲ୍ଲାଦାରିଙ୍ଗବାଡ଼ିରୁ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଏହା ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ତାରାତାରିଣୀ, ପ୍ରତାପପୁର, ଅଲ୍ଲାଦିଗମ୍, ବ୍ରହ୍ମପୁର, ଗଞ୍ଜାମ ଏବଂ ଛତ୍ରପୁର ଉପଖଣ୍ଡ ଦେଉ ପ୍ରବାହିତ ହେଉଛି । ଏହି ନଦୀର ଦୈର୍ଘ୍ୟ ପାଖାପାଖି ୧୬୫ କିଲୋମିଟର ଏବଂ ଏହା ୭୭୦୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଛି ।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାକନ୍ଧମାଳ ଜିଲ୍ଲାଗଞ୍ଜାମ ଜିଲ୍ଲାନଦୀବଙ୍ଗୋପ ସାଗର

🔥 Trending searches on Wiki ଓଡ଼ିଆ:

ଦ୍ରୌପଦୀ ମୁର୍ମୁ୧୨ ଫେବୃଆରୀଗୋପାଳ ଛୋଟରାୟଗୋଦାବରୀଶ ମିଶ୍ରଏକ୍ସକ୍ୟୁଜ ମିଜୀଜାଜୀ ଛତ୍ ପର୍ ହେଁବିଶ୍ୱଜିତ ଦାସବୌଦ୍ଧ ଧର୍ମତପସ୍ୱିନୀ୧ (ସଂଖ୍ୟା)କଣ୍ଡୋମମଧୁସୂଦନ ଦାସକରଣ (ଜାତି)ସୁରେନ୍ଦ୍ର ମହାନ୍ତିକଦଳୀକାଳୀଚରଣ ପଟ୍ଟନାୟକମକର (ରାଶି)ମାଇକ୍ରୋସଫ୍ଟକୃଷ୍ଣମିନତି ମିଶ୍ରଗୁରୁବାରବିମ୍ବାଧର କୁଅଁରଭାରତୀୟ ଦଣ୍ଡ ସଂହିତା, ୧୮୬୦ସାଧୁ ମେହେରଇରା ମହାନ୍ତିଜବାହରଲାଲ ନେହେରୁଉଇକିମିଡ଼ିଆ ଫାଉଣ୍ଡେସନଅନାଦି ଚରଣ ସାହୁଯୁକ୍ତରାଷ୍ଟ୍ର ଆମେରିକାସ୍ୱିଡେନବର୍ଷା ପ୍ରିୟଦର୍ଶିନୀଏ. ପି. ଜେ. ଅବଦୁଲ କଲାମଓଡ଼ିଆ ସାହିତ୍ୟଅକ୍ଷୟ ତୃତୀୟାଲକ୍ଷ୍ମଣ ନାୟକଦୁର୍ଗାନେରାଟିନିବମାସଜୋହାନ୍ ସେବାଷ୍ଟିଆନ୍ ବାକ୍ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାରିଣୀ ମନ୍ଦିର, ଘଟଗାଁସଞ୍ଜୁ ଆଉ ସଞ୍ଜନାରସୁଣଅମର ପ୍ରସାଦ ଶତପଥୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୨୫ ମାର୍ଚ୍ଚଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଆ ବାହାଘରଭୂମିକମ୍ପଜାଭା (ପ୍ରୋଗ୍ରାମିଂ ଭାଷା)ମନୋରଞ୍ଜନ ଦାସହେନା ଫୁଲକ୍ୟୁ. ଆର. କୋଡ଼ବିବାହ୧୨ ସେପ୍ଟେମ୍ବରରାଜା ରାମମୋହନ ରାୟମରିସସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶ୍ରୀରାଧାରାଜନୀତି ବିଜ୍ଞାନବେଣୁଧର ରାଉତରୋହିତ ପୂଜାରୀଗୁରୁ ପ୍ରସାଦ ମହାନ୍ତିସାରଳା ସମ୍ମାନଅମରକଣ୍ଟକ ଏକ୍ସପ୍ରେସ୧୨ ଅପ୍ରେଲ🡆 More