ଉପେନ୍ଦ୍ର କୁମାର: ଓଡ଼ିଆ ସଙ୍ଗୀତକାର

ଉପେନ୍ଦ୍ର କୁମାର ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ଓଡ଼ିଆ ଓ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେ ୧୯୪୧ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଦିଗପହଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନିର୍ଦ୍ଦେଶିତ ଗୀତ ମଧ୍ୟରୁ ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି, ଇନ୍ଦ୍ରଧରୁର ସପ୍ତ ରଙ୍ଗ, ପୀରତି ତୋର ଦୁରୁ ଜୁହାର, ସପନର ପଥେ ପଥେ, ସମୀର ସୁରେ, ସ୍ୱର୍ଗାଦପୀ ଗରିୟସୀ ଆଦି ଅନ୍ୟତମ ।

ଉପେନ୍ଦ୍ର କୁମାର
ଉପେନ୍ଦ୍ର କୁମାର: ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା, ସମ୍ମାନ ଓ ଉପାଧି, ଆଧାର
ଜନ୍ମ
ଉପେନ୍ଦ୍ର କୁମାର

(1941-07-18)୧୮ ଜୁଲାଇ ୧୯୪୧
ମୃତ୍ୟୁ୨୪ ଜାନୁଆରୀ ୨୦୦୨(2002-01-24) (ବୟସ ୬୦)
ଜାତୀୟତାଉପେନ୍ଦ୍ର କୁମାର: ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା, ସମ୍ମାନ ଓ ଉପାଧି, ଆଧାର ଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ
ବୈବାହିକ-ସାଥୀଏଚ ପି ଗୀତା

ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା

ସମ୍ମାନ ଓ ଉପାଧି

  • ସଙ୍ଗୀତ ସରସ୍ୱତୀ

ଆଧାର

ବାହାର ଆଧାର

Tags:

ଉପେନ୍ଦ୍ର କୁମାର ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନାଉପେନ୍ଦ୍ର କୁମାର ସମ୍ମାନ ଓ ଉପାଧିଉପେନ୍ଦ୍ର କୁମାର ଆଧାରଉପେନ୍ଦ୍ର କୁମାର ବାହାର ଆଧାରଉପେନ୍ଦ୍ର କୁମାରଓଡ଼ିଆ ଭାଷାଓଡ଼ିଶାଗଞ୍ଜାମ ଜିଲ୍ଲାଦିଗପହଣ୍ଡିଭାରତ

🔥 Trending searches on Wiki ଓଡ଼ିଆ:

ସାବିତ୍ରୀ ଓଷାପଣା ସଂକ୍ରାନ୍ତିଜୈନ ଧର୍ମଚିଙ୍ଗୁଡ଼ି ମଲାଇଓଡ଼ିଆ ବାହାଘର୨୭ ଅପ୍ରେଲମେଘାଳୟ୧୭ ଅପ୍ରେଲଶକ୍ତିଓଡ଼ିଶାର ଜୈବ ବିବିଧତାଜଗନ୍ନାଥ ଦାସଶୁକଦେବଶାଗ ଭଜାନାରାୟଣ ସାହୁହିଙ୍ଗୁଳା ମନ୍ଦିରଚିଲିକା ହ୍ରଦ୦ (ସଂଖ୍ୟା)ଦାମୋଦର ନଦୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଲୋକ ସଭାପଦ୍ମ ଲୋଚନ ପଣ୍ଡାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବେଜିଂମଟର ସାଇକେଲଗୋଲୋକ ବିହାରୀ ଧଳହାଡ଼ଫୁଟିଦିବ୍ୟସିଂହ ଦେବଶ୍ରୀନିବାସ ରାମାନୁଜନପ୍ରଭୁ ଜାନିବୀଣାପାଣି ମହାନ୍ତିସାହି ଯାତ୩ (ସଂଖ୍ୟା)ଭୀମ ଭୋଇରସାୟନ ବିଜ୍ଞାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭାଷାଗଙ୍ଗା (ହିନ୍ଦୁଧର୍ମରେ)ମନୋଜ ଦାସକ୍ୟାବରଗୋଲିନପ୍ରଯୁକ୍ତି ବିଦ୍ୟାକଟକଖନା ବଚନ୫ ଅକ୍ଟୋବରଆମ୍ବwiki.phtmlବୌଦ୍ଧ ଧର୍ମନୃସିଂହ ଚରଣ ପଣ୍ଡାରାଖାଲ ମହାନ୍ତିସନ୍ତୋଷ କୁମାର ସାହୁଭାସ୍କର ଚନ୍ଦ୍ର ମହାପାତ୍ର୨୬ ଫେବୃଆରୀଅନୁଗୋଳ ଜିଲ୍ଲାଆରଣ୍ୟକଦ୍ୱାରକାରାଇମୋହନ ପରିଡ଼ାଗ୍ରୀକ ଭାଷାରବି ପଟ୍ଟନାୟକଦାମୋଦର ରାଉତବୁଧନ ମୁର୍ମୁବିଷ୍ଣୁ ପୁରାଣଶିରିଡ଼ି ସାଇ ବାବାଖୋର୍ଦ୍ଧାନବମୀତୁମ ପରି ଛୋଟ ପିଲାଟିଏଅରବିନ୍ଦ କେଜରିୱାଲପ୍ରେମପ୍ରଥମ ବିଶ୍ୱଯୁଦ୍ଧଜଗନ୍ନାଥଙ୍କ ସେବକବିଲଙ୍କା ରାମାୟଣପାଟଦେଇମାଳତୀ ଚୌଧୁରୀ🡆 More