ଉଦୟନାଥ ସାହୁ: ଓଡ଼ିଆ ପ୍ରାଧ୍ୟାପକ

ଉଦୟନାଥ ସାହୁ ଜଣେ ଶିକ୍ଷାବିତ, ଲେଖକ ଏବଂ ଓଡ଼ିଆ ଭାଷା ଗବେଷକ । ଓଡ଼ିଆ ଭାଷା ଶାସ୍ତ୍ରୀୟତା ମାନ୍ୟତା ଲାଭ କରିବାପରେ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ପ୍ରତିଷ୍ଠିତ ହୋଇଥିବା ସାରଳା ଦାସ ଚେୟାରରେ ସେ ପ୍ରଫେସର ଭାବରେ କାର୍ଯ୍ୟରତ । ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଉଦୟନାଥ ସାହୁ
ଭୁବନେଶ୍ୱରରେ ଉଦୟନାଥ ସାହୁ
ଭୁବନେଶ୍ୱରରେ ଉଦୟନାଥ ସାହୁ
ଜନ୍ମ
ଉଦୟନାଥ ସାହୁ

(1956-02-06) ୬ ଫେବୃଆରୀ ୧୯୫୬ (ବୟସ ୬୮)
ରାଜ-ରଣପୁର
ଜାତୀୟତାଭାରତୀୟ

ପ୍ରାରମ୍ଭିକ ଜୀବନ

ଉଦୟନାଥ ସାହୁ ଓଡ଼ିଶାର ନୟାଗଡ଼ ଜିଲ୍ଲାସ୍ଥିତ ରାଜ ରଣପୁରଠାରେ ୧୯୫୬ ଫେବୃଆରୀ ୯ ତାରିଖରେ ଜନ୍ମନେଇଥିଲେ ।

ରଚନାବଳୀ

  • ଭାଗବତର ଭାବଭୂମୀ
  • ଗଳ୍ପସ୍ୱଳ୍ପ
  • ସମାଲୋଚକଙ୍କ ଦୃଷ୍ଟିରେ ଫକୀରମୋହନ
  • ଆଲୋଚନା ସମାଲୋଚନା
  • ଭାଗବତର ସୃଷ୍ଟି ସୌରଭ
  • ଓଡ଼ିଆ ଦୀର୍ଘ କବିତା
  • ସ୍ୱର୍ଗାରହଣ ପର୍ବ
  • ଗଳ୍ପଚନ୍ଦନ
  • ପୂର୍ବ-ଭାରତୀୟ ମହାଭାରତ ପରମ୍ପରା
  • ସାରଳା ମହାଭାରତ ସୃଷ୍ଟିର ଭୂମିପର୍ବ
  • ପୂର୍ବ-ଭାରତୀୟ ଭାଗବତ ପରମ୍ପରା ଓ ଭକ୍ତି ଆନ୍ଦୋଳନ
  • ପୂର୍ବ-ଭାରତୀୟ ମହାଭାରତରେ ନୀତି, ଭକ୍ତି ଓ ଜାତୀୟ ସଂହତି
  • ସାରଳା ମହାଭାରତରେ ମନ୍ତ୍ରୀ ଓ ସେନାପତି
  • ଅନେକ ପୁସ୍ତକ

ଆଧାର

Tags:

ଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଭାଷାସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ସାରଳା ଦାସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗସତ୍ୟବାଦୀ ବନ ବିଦ୍ୟାଳୟପ୍ରାଚୀ ନଦୀଡଙ୍ଗାନିତ୍ୟାନନ୍ଦ ମହାପାତ୍ରସୂର୍ଯ୍ୟ ଦେବତାବୀଣାପାଣି ମହାନ୍ତିବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୃଷ୍ଣବାରବାଟି ଦୁର୍ଗମନମୋହନ ସାମଲବାଘହାଣ୍ଡିଗରୁଡ଼ବିଷ୍ଣୁଅଚ୍ୟୁତାନନ୍ଦ ପ‌ତିସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଲେରାଦାଶରଥି ଦାସସ୍ୱାମୀ ବିବେକାନନ୍ଦକୃଷ୍ଣପ୍ରସାଦ ମିଶ୍ରଭାରତର ନ୍ୟାୟୀକ ବ୍ୟବସ୍ଥାତରଳ ଝାଡ଼ାଅଖିଳ ମୋହନ ପଟ୍ଟନାୟକରୋହିତ ପୂଜାରୀଭୁବନେଶ୍ୱର ବେହେରାୟୁନିଫର୍ମ ରିସୋର୍ସ ଲୋକେଟର୧୬ ମଇବରଗଡ଼ ଜିଲ୍ଲାକଳାହାଣ୍ଡି ଜିଲ୍ଲାଚନ୍ଦ୍ରଗୁପ୍ତଶ୍ରୀ ଅରବିନ୍ଦଆମ୍ବରଘୁବଂଶଯଦୁମଣି ମହାପାତ୍ରଗୋପବନ୍ଧୁ ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଡ଼ିଆ ଭାଗବତମୋହନ ସୁନ୍ଦର ଦେବ ଗୋସ୍ୱାମୀଏଣ୍ଟ୍ରେକ୍ଟିନିବ୬ ମାର୍ଚ୍ଚଗୁଣ୍ଡିଚା ମନ୍ଦିରଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାମକର (ରାଶି)ସ୍ନେହସାରକୁନ୍ତଳା କୁମାରୀ ସାବତଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଦଣ୍ଡ ନାଟଅବସରଅଶ୍ୱିନୀ କୁମାର ଘୋଷଦି ଟେଷ୍ଟ ଅଫ ମାଇ ଲାଇଫଦିଗରାଜ ବ୍ରହ୍ମାକଳିଙ୍ଗ ଯୁଦ୍ଧସମାଜ (ଖବରକାଗଜ)ଗୌରହରି ଦାସପାଲାଏଚଆଇଭି/ଏଡସଜିନା ସାମଲଜୈନବାଦଭାରତମ୍ୟୁଚୁଆଲ ଫଣ୍ଡଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯକ୍ଷ୍ମାବେଲଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଅଶୋକ (ସମ୍ରାଟ)ଯୁକ୍ତରାଜ୍ୟ🡆 More