ଉଦୟନାଥ ଷଡ଼ଙ୍ଗୀ

ଉଦୟନାଥ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାର ସିପି ଗାଆଁରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ସେ ପ୍ରଥମେ ପାଠ୍ୟପୁସ୍ତକ ରଚନା କରି ପରେ ଅନେକ ଶିଶୁ ସାହିତ୍ୟ ରଚନା କରିଥିଲେ ।

ଉଦୟନାଥ ଷଡ଼ଙ୍ଗୀ
ଜନ୍ମ ଓ ଜନ୍ମସ୍ଥାନ(1905-03-16)୧୬ ମାର୍ଚ୍ଚ ୧୯୦୫
ସିପି, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୮ ଜାନୁଆରୀ ୧୯୯୯(1999-01-08) (ବୟସ ୯୩)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ରଚନାବଳୀ

  • ଓଡ଼ିଶାର ଇତିହାସ କଥା
  • ଭାରତର ଇତିହାସ କଥା
  • ପରୀରାଇଜ
  • ଟୁଉକୁ ମୂଷି
  • ଚକା ଚକା ଭଉଁରୀ
  • କଥା କବିତା
  • ଆମ ଗ୍ରହ-ଉପଗ୍ରହ
  • ଏମାନଙ୍କୁ ଜାଣିରଖ
  • ତେଲ ଲୁଣର ସଂସାର
  • ବିଚିତ୍ର ପଶୁ
  • ଜହ୍ନମାମୁ
  • ବିଲୁଆନନାର ବାହାଘର
  • ମିନିର ମନକଥା
  • ଜଳଜନ୍ତୁ ସିରିଜ୍
  • ଆଦିବାସୀ କଥା
  • ଟମକକାଙ୍କ କୁଟୀର
  • ଗାନ୍ଧି ମହାରାଜାଙ୍କ ଶିଷ୍ୟ (ଆତ୍ମଜୀବନୀ)

ଅନୁବାଦ

ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears" ଓ "ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆରେ ରୂପାନ୍ତର କରିଥିଲେ । ଏଦି ଅନୁଦିତ ବହିଟି ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କ ଦେଇ ବିଶେଷ ଭାବରେ ଆଦୃତ ହୋଇଥିଲା ।

  • ଆରବ୍ୟ ରଜନୀ
  • ଆଲିବାବା
  • ଗୌତମ ବୁଦ୍ଧ
  • ସିନ୍ଦବାଦ

ସମ୍ମାନ ଓ ପୁରସ୍କାର

ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।

ଆଧାର

Tags:

ଉଦୟନାଥ ଷଡ଼ଙ୍ଗୀ ରଚନାବଳୀଉଦୟନାଥ ଷଡ଼ଙ୍ଗୀ ସମ୍ମାନ ଓ ପୁରସ୍କାରଉଦୟନାଥ ଷଡ଼ଙ୍ଗୀ ଆଧାରଉଦୟନାଥ ଷଡ଼ଙ୍ଗୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟ୬ ଜୁଲାଇସମ୍ବଲପୁର ଜିଲ୍ଲାପକ୍ଷୀଇତିହାସଓଡ଼ିଶାର ତହସିଲ ତାଲିକାରାୟଗଡ଼ା ରେଳ ଷ୍ଟେସନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଖ୍ରୀଷ୍ଟ ଧର୍ମସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମୋଗଲ ସାମ୍ରାଜ୍ୟଗୌତମ ବୁଦ୍ଧରଘୁନାଥ ପରିଚ୍ଛାବ୍ରାହ୍ମ ସମାଜବୌଦ୍ଧ ଜିଲ୍ଲାମହୁମାଛିବୃହସ୍ପତିପ୍ରାଣୀ ବିଜ୍ଞାନଜଗନ୍ନାଥ ଦାସହଂକଂ୨୦୦୪ଜଳବିଦ୍ୟୁତ୍ଉଇକିକମନ୍ସଆହେ ଦୟାମୟ ବିଶ୍ୱ ବିହାରୀଯକୃତଜୟୀରାମ ସାମଲଅପରେଟିଙ୍ଗ ସିଷ୍ଟମଭାରତ ସରକାରଶନିଓଡ଼ିଆ କାବ୍ୟ କବିତାକାମିନୋ ମିଚିସରଳା ଦେବୀତରଳ ଝାଡ଼ାକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବେଙ୍ଗଉତ୍କଳ ଦିବସ୧ ସେପ୍ଟେମ୍ବରପଦାର୍ଥ ବିଜ୍ଞାନବଡ଼ିଫକୀର ମୋହନ ସେନାପତିଓଡ଼ିଶାର ଦୋଳଯାତ୍ରାଜାପାନୀ ଭାଷାମହାଦେଶଜଳ ପ୍ରଦୂଷଣଜଗନ୍ନାଥ ମନ୍ଦିରଜର୍ମାନୀମାର୍ଚ୍ଚଯମୁନାସୁଭାଷ ଶତପଥୀ୫ ମଇକୁନ୍ତଳା କୁମାରୀ ସାବତବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩୪୩ରିକେଟଗଙ୍ଗା ଦଶହରାଗଣ୍ଡାଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଉଇକିପିଡ଼ିଆଶାରଳା ପୁରସ୍କାରବିବାହମହମ୍ମଦଜୈନ ଧର୍ମପ୍ରଣବ ପ୍ରକାଶ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାଧାନାଥ ରାୟନଦୀ🡆 More